ଫାର୍ମହାଉସ ରେ ଯୁକ୍ତ ଦୁଇ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ, ଭାଇରାଲ ହେଲା ମୃତ୍ୟୁ ସମୟର ସିସିଟିଭି ଫୁଟେଜ, ପୁରା Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ, ଯୁକ୍ତ ଦୁଇ ର ଏହି ଛାତ୍ରୀ ଜଣକ ଘରୁ ବାହାରି ଚାଲି ଚାଲି ଫାର୍ମ ହାଉସ କୁ ଯାଇଛନ୍ତି । ଏହି ସମସ୍ତ ଦୃଶ୍ୟ କଏଦ ହୋଇଛି ସି-ସି-ଟି-ଭି ରେ । ଗୋଟିଏ ସ୍ଥାନରେ ଛାତ୍ରୀ ଜଣକ ଦୌଡି ଯାଉଥିବାର ଦୃଶ୍ୟ ମଧ୍ୟ ନଜର ଆସିଛି । ଏହି ସି-ସି-ଟି-ଭି ଫୁଟେଜ କୁ ନେଇ ପୋଲିସ ବର୍ତ୍ତମାନ ସମୟରେ ନିଜର ତଦନ୍ତ ଆରମ୍ଭ କରିଛନ୍ତି । ଛାତ୍ରୀ ଜଣକ କେଉଁ କାରଣ ନିମନ୍ତେ ଏପରି ଅଧବାଟ ଚାଲି ଚାଲି ଏବଂ ଅଚାନକ ଦୌଡି ଯାଉଛନ୍ତି ? ଏହା ପଛର ରହସ୍ୟ କଣ ହୋଇପାରେ ହ-ତ୍ୟା ନା ଆ-ତ୍ମ-ହ-ତ୍ୟା ତାହା ବର୍ତ୍ତମାନ ସନ୍ଦେହ ର ବିଷୟ ପାଲଟି ଯାଇଛି ।

ଏହି ସବୁ ଦିଗକୁ ନେଇ ବର୍ତ୍ତମାନ ପୋଲିସ ନିଜର ତଦନ୍ତ କରିଛି । CET କଲେଜ ର ଜଣେ ପ୍ରଫେସର ଙ୍କ ଝିଅ ଅଟନ୍ତି ମୃ-ତ ଛାତ୍ରୀ ଜଣକ । ତାଙ୍କ ବାପା କହିଛନ୍ତି ଯେ, ଝିଅର ପାଠପଢା ପ୍ରତି ବହୁତ ଆଗ୍ରହ ଥିଲା ମାତ୍ର ମାଟ୍ରିକ ପରୀକ୍ଷା ରେ କମ ନମ୍ବର ଥିବାରୁ ଝିଅର ମନଦୁଖ ଥଲା । ସୂଚନା ଅନୁଯାୟୀ ମୃ-ତ ଛାତ୍ରୀ ଙ୍କ ବାପା ଥାନା ରେ ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅ ବର୍ତ୍ତମାନ ମି-ସି-ଙ୍ଗ ଅଛନ୍ତି, ସେ ଘରୁ କେଉଁଠାକୁ ଚାଲିଯାଇଛନ୍ତି ।

ଏହା ପରଠାରୁ ନନ୍ଦନକାନନ ଥାନା ପୋଲିସ ତାଙ୍କ ଝିଅଙ୍କୁ ଖୋଜିବା ଆରମ୍ଭ କରିଥିଲା । ଏହା ପରେ ଅର୍ଥାତ ୫/୬ ଘଣ୍ଟା ପରେ ଏକ ଫାର୍ମହାଉସ ମଧ୍ୟରୁ ତାଙ୍କ ଝିଅ ଙ୍କର ମୃ-ତ ଦେହ ମିଳିଥିଲା ଏବଂ ତାଙ୍କ ପରିଚୟ ମିଳିଥିଲା ଯେ ସେ ହେଉଛନ୍ତି CET କଲେଜ ର ଜଣେ ପ୍ରଫେସର ଙ୍କ ଝିଅ ଏବଂ ତାଙ୍କର ପରୀକ୍ଷା ଖରାପ ହୋଇଥିବାରୁ ସେ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ସୂଚନା ଆସିଲା ।

ଏହାପରେ ଯେତେବେଳେ ଘଟଣା ସ୍ଥଳରେ ତାଙ୍କ ବାପା ଆସି ସେଠାରେ ପହଞ୍ଚିଲେ, ଏବଂ ପରିପାର୍ଶ୍ଵିକ ସ୍ଥିତି କୁ ଦେଖିଲେ, ସମସ୍ତଙ୍କ ସାମ୍ନା ରେ ଯେତେବେଳେ ମୃ-ତ ଦେହ କୁ କଢାଗଲା ସେହି ଘଟଣା କୁ ସେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କାରଣ ମୃ-ତ ଛାତ୍ରୀ ଅଥବା ତାଙ୍କ ପରିବାର ଲୋକଙ୍କର ସେହି ଫାର୍ମହାଉସ ସାଙ୍ଗରେ କୌଣସି ସମ୍ପର୍କ ନଥିଲା ମାତ୍ର ଯଦି ଆ-ତ୍ମ-ହ-ତ୍ୟା ହୁଆନ୍ତା ତେବେ ସେ ପ୍ରାଏ ୧ କିଲୋମିଟର ପାଖାପାଖି ଚାଲି ଚାଲି କାହିଁକି ଗଲେ ?

ତାଙ୍କ ଘର ପାଖରେ ମଧ୍ୟ ଏକ ପୋଖରୀ ଥିଲା । ସୂଚନା ଅନୁଯାୟୀ ମାଟ୍ରିକ ପରୀକ୍ଷା ରେ କମ ନମ୍ବର ଥିବାରୁ ତାଙ୍କ ମନଦୁଖ ଥିଲା । ଏହି କାରଣରୁ ତାଙ୍କୁ କିଏ ଚାପ ପକାଉଥିଲା ଯାହା ଫଳରେ ସେ ମନରେ ଦୁଖ ନେଇ ବସିଥିଲେ କି ଏହା ପଛର କାରଣ ଅନ୍ୟ କଣ ହୋଇପାରେ ତାହା ବର୍ତ୍ତମାନ ସ-ନ୍ଦେ-ହ ର ବିଷୟ ପାଲଟି ଯାଇଅଛି । ପୋଲିସ ପ୍ରଶାସନ ଏ ନେଇ ଦୃତ ଗତିରେ ତଦନ୍ତ ଆରମ୍ଭ କରିଛନ୍ତି । ବନ୍ଧୁଗଣ ଏହି ବିଶେଷ ପ୍ରସଙ୍ଗରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *