କଣ ଆପଣ କେବେ ଜଙ୍ଗଲରେ ନାଗ-ନାଗୁଣୀଙ୍କର ଏମିତି ବିରଳ ଦୃଶ୍ଯ ଦେଖିଛନ୍ତି ? ଦେଖନ୍ତୁ ଏହି Video ରେ

ବନ୍ଧୁଗଣ ନାଗ ସାପକୁ ଭଗବାନ ଶିବଙ୍କ ପ୍ରତୀକ ମାନା ଯାଇଥାଏ । ଆମ ହିନ୍ଦୁ ଧର୍ମରେ ନାଗ ସାପକୁ ପୂଜା କରାଯାଏ । ଭଗବାନ ଶିବ ସବୁବେଳେ ନିଜ ବେକରେ ନାଗ ସାପକୁ ଧାରଣ କରିଥାନ୍ତି । ଏହି ସାପଟିର ବହୁତ ପୌରାଣିକ ମାନ୍ୟତା ରହିଛି । ବନ୍ଧୁଗଣ ନାଗ ସାପ ଯେତିକି ପୂଜନୀୟ ସେତିକି ବିଷଧର ମଧ୍ୟ ହୋଇଥାଏ । ଏହି ସାପ ଯଦି କୌଣସି ମଣିଷକୁ ଚୋ-ଟ ମା-ରେ ତା ହେଲେ ବାସ କିଛି ଘଣ୍ଟା ମଧ୍ୟରେ ସେହି ବ୍ୟକ୍ତିର ଜୀବନ ବିପଦ ଆଡକୁ ମାଡିଯାଏ । 


କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ ସାପ ଦେଖିଲେ ତାଙ୍କୁ ମା-ରି ଦିଅନ୍ତି । ହେଲେ ବନ୍ଧୁଗଣ ଏହା ପାପ ହୋଇଥାଏ କାରଣ କୌଣସି ଜୀବନକୁ ବିନା କାରଣରେ ମା-ରି-ବା ବହୁତ ବଡ ଭୁଲ ଅଟେ ମଣିଷର । ଯଦି ଆପଣଙ୍କ ଆଖ ପାଖରେ ସାପ ରହିଛି ତା ହେଲେ ଆପଣ ସାପ ଧରାଳିଙ୍କୁ ଡକାଇ ସେହି ସାପକୁ ଉଧାର କରିପାରିବେ । ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ବହୁତ ଭା-ଇ-ରା-ଲ ହେଉଛି । 


ଏହି ଭି-ଡି-ଓ-ରେ ଏକ ସାପ ଧରାଳି ଚାରୋଟି ସାପଙ୍କୁ ଉଧାର କରି ଜଙ୍ଗଲରେ ଛାଡିବା ପାଇଁ ଯାଉଛି । ଚାରୋଟି ନାଗ ସାପଙ୍କୁ ଜଙ୍ଗଲରେ ଛାଡିବା ପରେ ସାପ ମାନେ ନିଜ ଫଣା ବାହାର କରି ସେହି ବ୍ୟକ୍ତିକୁ ଚାହିଁ ରହୁଛନ୍ତି ଓ ଚୋ-ଟ ମା-ରି-ବା ପାଇଁ ଚେଷ୍ଟା କରୁଛନ୍ତି । ବନ୍ଧୁଗଣ କିଛି ସମୟ ଫଣା ବାହାର କରି ବସିବା ପରେ ଦୁଇଟି ସାପ ଚାଲି ଯାଉଛନ୍ତି ହେଲେ ଅନ୍ୟ ଦୁଇଟି ସାପ ପରସ୍ପର ସହ ମିଶୁ ଥିବାର ନଜର ଆସୁଛନ୍ତି । 

ଏହା ପରେ ସେହି ସାପ ଧରାଳି ଜଣକ ଦୁଇ ସାପଙ୍କ ସହ କଥାବାର୍ତ୍ତା ହେଉଛି ଓ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଦୁଇଟି ଯାକ ସାପ ସେହି ବ୍ୟକ୍ତି ଜଣଙ୍କ କଥାକୁ ମନ ଧ୍ୟାନ ଦେଇ ଶୁଣୁଛନ୍ତି । ବନ୍ଧୁଗଣ ଏହି ପରିକା ଆଶ୍ଚର୍ଯ୍ୟ ଜନକ ଘଟଣା ବହୁତ କମ ଦେଖିବାକୁ ମିଳିଥାଏ ଯାହା ବିଷୟରେ କଳ୍ପନା କରିବାବି ଅତି କଷ୍ଟକର । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *