Majadar Jokes- ନୂଆ ବୋହୁ ଶାଶୁଘରେ ସକାଳୁ ଜଲ୍ଦି ଉଠିଗଲା, ଶାଶୁ- ସୋଇପଡ ଝିଅ, ଏତେ ଜଲ୍ଦି ଉଠିବା କଣ ଆବଶ୍ୟକ, ବୋହୁ- ନା, ଶାଶୁ ମା’…

ବନ୍ଧୁଗଣ ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

Joke-1

ଜଣେ ମ-ଦୁ-ଆ ରାତି ୧୨ଟାରେ ମ-ଦ ଦୋକାନ ମାଲିକଙ୍କୁ ଫୋନ ଲଗାଇଲା…

ମ-ଦୁ-ଆ- ତୁମ ଦୋକାନ କେତେବେଳେ ଖୋଲିବ?

ମାଲିକ- ସକାଳ ୯ଟା ରେ ।

ମ-ଦୁ-ଆ- ତୁମ ଦୋକାନ କେତେବେଳେ ଖୋଲିବ ?

ମାଲିକ- କହିଲି ପରା ସକାଳ ୯ଟା ରେ ।

ମ-ଦୁ-ଆ-ଟି ତଥାପି ବାରମ୍ବାର ପଚାରିଲା ଦୋକାନ କେତେବେଳେ ଖୋଲିବା…

ମାଲିକ- ଆବେ ମ-ଦୁ-ଆ କେତେଥର କହିବି ସକାଳ ୯ ଟା ରେ ଦୋକାନ ଖୋଲିବ

ସକାଳ ୯ ଟାରେ ଆସିଯିବ…

ମ-ଦୁ-ଆ- ମୁଁ ଦୋକାନ ଭିତରୁ ହିଁ କହୁଛି ।

ଘାବରେଇ ଯାଇ ମାଲିକ ତୁରନ୍ତ ଦୋକାନକୁ ଗଲା ଆଉ ତାଲାଖୋଲି ଚେକ କରିବାକୁ ଲାଗିଲା…

ସେତେବେଳେ ମ-ଦୁ-ଆ ପଛରୁ ଆସି କହିଲା-

ଏବେ ଦୋକାନ ଖୋଲି ଦେଇଛ ଯେତେବେଳେ ଗୋଟେ ବୋତଲ ରୟାଲ ଷ୍ଟାଗ ଦେଇ ଦେଲ !

Joke-2

ଯଦି କେଉଁ ସ୍ତ୍ରୀ କୁହେ କି ସେ ନିଜ ସ୍ଵାମୀ ଠୁ ଅଧିକ

ତା ପିଲାଙ୍କୁ ଭଲ ପାଏ

ତେବେ ସେ ମିଛ କହୁଛି…

କାରଣ ସେ ନିଜ ପିଲାଙ୍କୁ ପଡୋଶୀ ସ୍ତ୍ରୀ ପାଖେ ଛାଡି ଦେଇ ଯାଇପାରେ,

କିନ୍ତୁ ସେ ନିଜ ସ୍ବାମୀଙ୍କୁ କେବେ ମଧ୍ୟ ଛାଡି ଯାଇ ପାରିବ ନାହିଁ ।

Joke-3

ଜିଭରେ ଖଣ୍ଡେ ମଧ୍ୟ ହାଡ ନାହିଁ,

ହେଲେ ମଣିଷର ସବୁ ହାଡ ଭାଙ୍ଗିବାର ତାକତ ତା ପାଖେ ଅଛି ।

ଚାଣକ୍ୟଙ୍କ ରଫ୍ କପିରେ ଲେଖାଥିଲା ।

Joke-4

୨୦୨୧ ରେ ଝଗଡା କରୁଥିବା

ଲୋକଙ୍କ ଡାଇଲଗ କିଛି ଏମିତି ହେବ

ଆରେ… ଯେବେ ୨୦୨୦ ମୋର କିଛି ଉଖାଡି ପାରିଲାଣି

ଟୁକ କଣ ଟା ଉଖାଡିବୁ !!

Joke-5

ଡାକ୍ତର: ଆପଣଙ୍କ ସ୍ତ୍ରୀ ମାତ୍ର ଆଉ ଦିନର ମେହମାନ ଅଟନ୍ତି ।

I am sorry .

ଚମ୍ପୁ: ଏଥିରେ ସରି କହିବାର କଣ ଅଛି ଡାକ୍ତର ବାବୁ

ଏଇ ଦୁଇ ଦିନ ଯେମିତି ସେମିତି କରି କାଟି ଦେବି ଆଉ ।

Joke-6

ଲଭ ମ୍ୟାରେଜ ଓ ଆରେଞ୍ଜ ମ୍ୟାରେଜରେ କଣ ଫରକ ଅଛି ?

ଲଭ ମ୍ୟାରେଜ ନିଜ ଗାର୍ଲଫ୍ରେଣ୍ଡ ସହ ହୁଏ

ଆଉ ଆରେଞ୍ଜ ମ୍ୟାରେଜରେ କେଜାଣି କାହା ଗାର୍ଲଫ୍ରେଣ୍ଡ କପାଳରେ ଲେଖା ହୋଇଥିବ…!

Joke-7

ସ୍ତ୍ରୀ ସ୍ଵାମୀକୁ ମେସେଜ କଲା-

ତୁମକୁ ପଡୋଶୀ ସ୍ତ୍ରୀ କେମିତି ଲାଗେ ?

ସ୍ତ୍ରୀ କୁ ଖୁସି କରିବାକୁ ପତି ଜବାବ ଦେଲା-

ପୁରା ମାଙ୍କେଡି ପରି ଲାଗେ

ସ୍ତ୍ରୀ- ଠିକ ଅଛି ତାହେଲେ…!

Joke-8

ସନି ଲିଓନି କପିଲ ଶର୍ମାଙ୍କ ଶୋ କୁ ଆସିଥିଲେ

ଜଣେ ଦର୍ଶକ କହିଲେ- ମୁଁ ତୁମର ବହୁତ ବଡ ଫ୍ୟାନ ଅଟେ

ତୁମର ସବୁ ଫିଲ୍ମ ଦେଖିଛି

ମୁଁ ତୁମ ସହ ତୁମ ଫିଲ୍ମର ଗୋଟିଏ ଷ୍ଟେପ କରି ପାରିବି କି ?

ଏହି କଥା ଶୁଣି ନବଜୋତ ସିଂ ସିଦ୍ଧୁ କହିଲେ-

“ଗୁରୁ ହର୍ ପୀଲା ଫଲ୍ ଆମ୍ ନେହି ହୋତା, ହର୍ ସୀତା କା ପତି ରାମ ନେହି ହୋତା,

ଥୋଡି ଜେବ ଢିଲି କରୋ ଔର ଉଠାଓ ହୋଟେଲ କା ଖର୍ଚ୍ଚା,

କ୍ୟୁ କି ୟେ ୱୋ ଷ୍ଟେପ ହେ ଜୋ ଖୁଲେ ଆମ ନେହି ହୋତା । ଠୋକୋ…”

ଏହିପରି ମଜାଦାର ଜୋକ ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Joke-9

ନୂଆ ବୋହୁ ଶାଶୁଘରେ ସକାଳୁ ଜଲ୍ଦି ଉଠିଗଲା

ଶାଶୁ- ସୋଇପଡ ଝିଅ, ଏତେ ଜଲ୍ଦି ଉଠିବା କଣ ଆବଶ୍ୟକ

ବୋହୁ- ନା, ଶାଶୁ ମା’ ଏବେ ତ Dp change କରିବାର ଅଛି

ଓ Status ବି ଅପଡେଟ କରିବାର ଅଛି

ଓ ସମସ୍ତଙ୍କୁ Good Morning ମେସେଜ ସେନ୍ଡ କରିବାର ଅଛି ଓ

ମେସେଜ ପଠେଇବା ପରେ ଏବେ ଯାଉଛି ଶୋଇବି

ଯେତେବେଳେ ତୁମେ ଉଠିବ ମୋ ପାଇଁ ବି ଚା ବନେଇ କି ଡାକିଦେବ

Leave a Reply

Your email address will not be published. Required fields are marked *