ପୁତୁରା ପ୍ରେମରେ ଉବୁଟୁବୁ ମାଉସୀ, ଭୁଲିଗଲା ନିଜର ସବୁ ସୀମା, ପୁତୁରା ସମ୍ବନ୍ଧ ରଖି ଦେଲା ଧୋକା, ପୂରା ଘଟଣା ଜାଣି ହେବେ ତାଜୁବ୍

ଆଜି କାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ବିଷୟରେ ଆପଣ ମାନେ କଳ୍ପନା କରିପାରିବେ ନାହିଁ । ବନ୍ଧୁଗଣ ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାର ବିଷୟ ପାଲଟୁଛି ।

ଆପଣ ମାନେ ବହୁତ ପ୍ରେମ କାହାଣୀ ଦେଖିଥିବେ ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ପ୍ରେମ ଘ-ଟ-ଣା ବିଷୟରେ କହିବୁ ଯାହା ବିଷୟରେ ଜାଣିବା ପରେ ଆପଣ ମାନଙ୍କ ହୋ-ସ ଉଡିଯିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପୁତୁରା ଓ ମାଉସୀଙ୍କ ପ୍ରେମ ସ-ମ୍ବ-ନ୍ଧ ବିଷୟରେ କହିବାକୁ ଯାଉଛୁ । ବିବାହିତ ପୁତୁରାକୁ ସ୍ଵାମୀ ରୂପେ ପାଇବା ପାଇଁ ଥା-ନା-ର ଦ୍ଵାରସ୍ଥ ହୋଇଛନ୍ତି ୪୨ ବର୍ଷର ମାଉସୀ ।

ଆପଣ ମାନଙ୍କୁ ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମି-ଡି-ଆ ରିପୋର୍ଟ ଅନୁସାରେ ଏହି ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ଵରରେ । ପ୍ରେମ ପାଇଁ ମଣିଷ କେତେ ତଳକୁ ଖସିପାରେ ତାର ଏକ ଉଦାହରଣ ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ଅଞ୍ଚଳରେ ଦେଖିବାକୁ ମିଳିଛି । ସାଲିନି ସାହୁ ନାମକ ଏକ ୪୨ ବର୍ଷୀୟ ମହିଳା ୨୦୧୭ ମସିହାରେ ନୀଳାଦ୍ରି ବିହାରରେ ଥିବା ତାଙ୍କର ଜଣେ ସମ୍ପର୍କୀୟ ଭଉଣୀଙ୍କ ଘରେ ରହୁଥିଲେ ।

ଭଉଣୀ ଘରେ ରହିବା ସମୟରେ ଭଉଣୀ ପୁଅ ରାହୁଲଙ୍କ ସହ ତାଙ୍କୁ ପ୍ରେମ ହୋଇଯାଇଥିଲା । ରାହୁଲଙ୍କୁ ୨୮ ବର୍ଷ ବୟସ ଥିଲା । ଉଭୟ ପ୍ରେମ ସମ୍ପର୍କରେ ରହିବା ପରେ ସମସ୍ତ ପ୍ରକାରର ବୁଲାବୁଲି ଓ ଶା-ରୀ-ରି-କ ସ-ମ୍ପ-ର୍କ ରଖିଥିଲେ । ହେଲେ ବନ୍ଧୁଗଣ କିଛି ସମୟ ପରେ ପୁଅର ପରିବାର ଲୋକେ ହଠାତ ପୁଅର ବାହାଘର ଠିକ କରିଥିଲେ । କିନ୍ତୁ ସେହି ସମୟରେ ମାଉସୀ ମୁଣ୍ଡରେ ଚ-ଡ-କ -ପ-ଡି-ଥି-ଲା । ବିବାହିତ ପୁତୁରା ସହିତ ରହିବାକୁ ଜିଦ୍ ଧରିବାରୁ ଏହାକୁ ଉଭୟେ ରାହୁଲ ଏବଂ ତାଙ୍କ ପରିବାର ଲୋକେ ବି-ରୋ-ଧ କରିଥିଲେ ।

ମାଉସୀ ସାଲିନି ଏଥିନେଇ ଥା-ନା-ରେ ଅ-ଭି-ଯୋ-ଗ କରିବା ପରେ ପୋ-ଲି-ସ ପୁତୁରାକୁ ସହ ପଚରାଉଚରା ଜାରି ରଖିଛି । ଅନ୍ୟ ପକ୍ଷରେ ସାଲିନିର ଅନେକ ଯୁବକଙ୍କ ସହ ସ-ମ୍ପ-ର୍କ ରହିଥିବା ଏବଂ ସେ ଆମ ପୁଅକୁ ଅକାରଣରେ ଫସାଇ ଏପରି କା-ଣ୍ଡ କରିଥିବାକୁ ନେଇ ଯୁବକଙ୍କ ପରିବାର ଲୋକେ ସ-ଙ୍ଗି-ନ ଅ-ଭି-ଯୋ-ଗ ଆଣିଛନ୍ତି ।

ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘ-ଟ-ଣା-ଟି ବହୁତ ଚର୍ଚାରେ ରହିଛି ଓ ଲୋକ ମାନେ ଏହି ଘଟଣା ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *