ବାଣ ଦୋକାନରେ ଭୟଙ୍କର ବିସ୍ଫୋରଣ, ଚାହୁଁ ଚାହୁଁ ଜଳିଗଲା ବିଲଡିଙ୍ଗ, ବାଇକ, କାର, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶର ହାଲ କିଛି ଭଲ ରହୁ ନାହିଁ କେତେବେଳେ କରୋନା ର ପ୍ରକୋପ କେତେବେଳେ କୌଣସି ଅ-ଘ-ଟ-ଣ । ପ୍ରତିଦିନ ନିୟୁଜ ରେ ଅନେକ ଦୁ-ର୍ଘ-ଟ-ଣା ଏବଂ ଦୁଃଖଦ ଖବର ଶୁଣିବାକୁ ଏବଂ ଦେଖିବାକୁ ମିଳିଥାଏ ।

ତେବେ ଆଉ ଏକ ଦୁଃଖଦ ଖବର ଫୁଣି ସାମ୍ନା କୁ ଆସିଛି । ଏକ ବାଣ ଦୋକାନ ରେ ନିଆ ଲାଗି ସେହି ଇଲାକା କୁ ଧ୍ୱଂସ କରି ଦେଉଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରି ନେବା । ଗୁଜରାଟ ରାଜ୍ୟ ର ଆନନ୍ଦ ସହର ରେ ରେଡିକର୍ସ ବ୍ଲଡ଼ ବ୍ୟାଙ୍କ ସାମ୍ନାରେ ସ୍ଥିତ ତିନି ମହଲା ର ବିଲ୍ଡିଂଗ ରେ ଥିବା ଏକ ବା-ଣ ଗୋଦାମ ରେ ସୋମବାର ସନ୍ଧ୍ୟା ସମୟରେ କୌଣସି କାରଣ ଯୋଗୁଁ ନିଆଁ ଲାଗିଗଲା ।

ସେ ନିଆ ଏତେ ଜୋରରେ ଏବଂ ଏତେ ଶୀଘ୍ର ଚାରିଆଡେ ବ୍ୟାପିବାରେ ମଧ୍ୟ ଲାଗିଲା । ତେବେ ବା-ଣ ର ଧମା-କାଦା-ର ଶ-ବ୍ଦ ଶୁଣି ସେଠାରେ ଉପସ୍ଥିତ ଲୋକ ମାନେ ଦେଖିବା ପାଇଁ ଦୌଡ଼ି ଆସିଥିଲେ । କିନ୍ତୁ ସେହି ଶବ୍ଦ ଏବଂ ଦୃଶ୍ୟ ବହୁତ ଭ-ୟ-ଙ୍କ-ର ମଧ୍ୟ ଲାଗୁଥିଲା । ତେବେ ଏହି ନିଆ ଯୋଗୁ ସାତଟି ବାଇକ ଏବଂ ଗୋଟିଏ କାର ରେ ମଧ୍ୟ ନିଆଁ ଲାଗି ଯାଇଥିଲା ।

ତେବେ ପରେ ଦମକଳ ଵାଲା ଆସି ଥିଲେ ତେବେ ଚାରି ଘଂଟା ର କଠିନ ପରିଶ୍ରମ ପରେ ସେ ବର୍ତ୍ତମାନ ସେମାନେ ନିଆଁ କୁ ନିୟନ୍ତ୍ରଣ ରେ ଆଣିବାରେ ସଫଳ ହୋଇଥିଲେ । ତେବେ ସୂଚନା ଅନୁସାରେ କୌଣସି ଜଣ ହିତ ହୋଇ ନାହିଁ ବାସ ସେହି ବିଲ୍ଡିଂଗ ଆଗରେ ଥିବା କାର ଏବଂ ବାଇକ ରେ ନିଆଁ ଲାଗିଯାଇଥିଲା । ଏହାଛଡା ଜଣେ ଦମକଳ କର୍ମଚାରୀ ମଧ୍ୟ ଆ-ହ-ତ ହୋଇ ଯାଇଛନ୍ତି । ତେବେ ସେ ବର୍ତ୍ତମାନ ନିଜର ଚିକିତ୍ସା ମଧ୍ୟ କରାଉଛନ୍ତି ।

 

ତେବେ ଗୁଜରାଟ ଏକ ସୁନ୍ଦର ସ୍ଥାନ ସୁନ୍ଦର ରାଜ୍ୟ ଏବଂ ଏହା କୌଣସି ପ୍ରଥମ ଘଟଣା ନୁହେଁ ବରଂ ଆଉ ଅନେକ ଥର ମଧ୍ୟ ନିଆଁ ଲାଗିଛି ଏବଂ ଭୟଙ୍କର ରୂପ ମଧ୍ୟ ନେଇଛି । ତେବେ ଏହା ଭାଗ୍ୟ ର କଥା ଯେ ଏତେ ଭୟଙ୍କର ନିଆଁ ଲାଗିବା ପରେ ମଧ୍ୟ କୌଣସି ଲୋକଙ୍କ ମୃତ୍ୟୁ ହୋଇ ନାହିଁ ଅଳ୍ପକେ ସବୁ ବର୍ତ୍ତି ଗଲେ ।

Leave a Reply

Your email address will not be published. Required fields are marked *