ସ୍କୁଲ ଛାତ୍ର ପାଲଟିଲେ ସା-ଇ-ବ-ର ଏକ୍ସପର୍ଟ, ଲାଇବେରିଆ ଅର୍ଥ ମନ୍ତ୍ରାଳୟର ହ୍ୟା-କ-ର-ଙ୍କୁ ଏମିତି ଟ୍ରା-କ କରି ଧରିଲେ, ଶୁଣନ୍ତୁ କଣ କହୁଛନ୍ତି ସେ ! ଦେଖନ୍ତୁ Video

କମ୍ପୁଟର ଏବଂ ୱେବ୍ ଦୁନିଆ ରେ ହ୍ୟା-କ-ର୍ ଙ୍କୁ ଜବତ କରିବା ତଥା ଚୋ-ରି ରୋକିବା ଦିଗରେ ବେଶ ସଫଳତା ର ସହିତ ସେ କାମ କରୁଛନ୍ତି । ମାତ୍ର ୧୫ ବର୍ଷ ବୟସ ରେ ସେ ସା-ଇ-ବ-ର ବିଶେଷଜ୍ଞ ପାଲଟିଛନ୍ତି ।  ସରସ୍ୱତୀ ଶିଶୁ ମନ୍ଦିର ରେ ସେ ପାଠ ପଢୁଛନ୍ତି ।

ଫୁଲବାଣୀ ରୁ ଏ-ଭ-ଳି ଖ-ବ-ର ଆସିଛି ଯେ, ଫୁଲବାଣୀ ର ସୌମ୍ୟରଂଜନ ସାହୁ ଯିଏ କି ସା-ଇ-ବ-ର ଏକ୍ସପର୍ଟ ଭାବରେ ବର୍ତ୍ତମାନ ସମୟ ରେ ବେଶ ଜଣାଶୁଣା । ବନ୍ଧୁଗଣ ଦଶମ ଶ୍ରେଣୀ ର ଛାତ୍ର ସା-ଇ-ବ-ର ଏ-କ୍ସ-ପ-ର୍ଟ । ପଶ୍ଚିମ ଦକ୍ଷିଣ ଆଫ୍ରିକୀୟ ଦେଶ ଲାଇବେରିଆ ର ମ-ନ୍ତ୍ର-ଣା-ଳ-ୟ ର ୱେ-ବ ପେ-ଜ ହ୍ୟା-କ ହେବା ସହିତ ସେହି ପେ-ଜ ମାଧ୍ୟମରେ ବହୁ ଅ-ର୍ଥ ହ-ର-ଣ କରୁଥିଲେ ହ୍ୟା-କ-ର୍ ।

ଏହି ସମ୍ବନ୍ଧରେ ସୂଚନା ପାଇବା ପରେ ହ୍ୟା-କ-ର୍ ମାନଙ୍କୁ ଟ୍ରା-କ କରିବା ସହିତ ଡି-ଜି-ଟା-ଲ ପ୍ରମାଣ ସବୁ ପ୍ରଦାନ କରିଥିଲେ । ଏହାପରେ ପେ-ଜ ଠିକ ହୋଇଥିଲା । ସେଠାକାର ସରକାର ହ୍ୟା-କ-ର୍ ଙ୍କ ବିରୁଦ୍ଧରେ ଆ-ଇ-ନ ଗ-ତ କା-ର୍ଯ୍ୟା-ନୁ-ଷ୍ଠା-ନ ନେବା ସହିତ ସୌମ୍ୟ ଙ୍କୁ ୩୦ ଆମେରିକୀୟ ଡଲାର ଅର୍ଥ ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲା ଏବଂ ମାନପତ୍ର ମଧ୍ୟ ଦେଇଛନ୍ତି ।

ଏହା ସହିତ ବିଦେଶ ରୁ ଚାକିରୀ ଅଫର୍ ମଧ୍ୟ ସେ ପାଇଛନ୍ତି । କୋ-ର-ନା ସମୟ ରେ ସମୟ ର ସଦୁପଯୋଗ କରି ସେ ଏଭଳି ସଫଳତା ହାସଲ କରିଛନ୍ତି ଏବଂ ପାଲଟି ଯାଇଛନ୍ତି ଜଣେ ଏ-ଥି-କା-ଲ ହ୍ୟା-କ-ର୍ । ଡି-ଜି-ଟା-ଲ ତଥ୍ୟ ହ୍ୟା-କ କରୁଥିବା ଖ-ଳ ପ୍ରକୃତି ର ଲୋକ ମାନଙ୍କ ଉପରେ ନଜର ରଖିଥାନ୍ତି ଏହି ଏଥିକାଲ ହ୍ୟା-କ-ର୍ ମାନେ ।

ଖଳ ପ୍ରକୃତି ର ହ୍ୟା-କ-ର୍ ଙ୍କୁ ଚିହ୍ନଟ କରି ପୋ-ଲି-ସ, ସେ-ନା, ସ-ର-କା-ର ଙ୍କ ସମେତ ଅନେକ ଙ୍କୁ ସହାୟତା ପ୍ରଦାନ କରନ୍ତି । ତେବେ ଫୁଲବାଣୀ ରେ ରହୁଥିବା ଦଶମ ଶ୍ରେଣୀ ର ଛାତ୍ର ଙ୍କ ଦ୍ଵାରା ହୋଇଥିବା ଏଭଳି କାର୍ଯ୍ୟ ନିଶ୍ଚିତ ଭାବରେ ପ୍ରଶଂସନୀୟ ଅଟେ । ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *