Majadar Jokes: ଝିଅର ବିଦାଇ ସମୟରେ ଝିଅ ବାପା ବରକୁ କହିଲା…ପୁଅ, ନିଅ ତମ ଡିମାଣ୍ଡ ଜିନିଷ, ତୁମ ପସନ୍ଦର ନାଲି ରଙ୍ଗର ଚଡି ! ଆଉ ତା’ ପରେ…

ବନ୍ଧୁଗଣ ଆଜିକାଲିର ଦୁନିଆରେ ଲୋକମାନେ ନିଜ କାମ ପାଇଁ ବହୁତ ବ୍ୟସ୍ତରେ ରହୁଛନ୍ତି । ବ୍ୟସ୍ତବହୁଳ ଜୀବନ ପାଇଁ ଲୋକ ମାନେ ନିଜକୁ ମଧ୍ୟ ସମୟ ଦେଇପାରୁ ନାହାନ୍ତି । ସାଧାରଣତଃ ସମସ୍ତ ଲୋକ ନିଜ କାମକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ଯାହାଫଳରେ ସେମାନଙ୍କ ମୁହଁରୁ ଖୁସି ରହୁନାହିଁ ।

ବନ୍ଧୁଗଣ ଆପଣଙ୍କ ବ୍ୟସ୍ତବହୁଳ ଜୀବନରେ ଆପଣଙ୍କ ମୁହଁରେ କିଛି ଖୁସି ଆଣିବା ପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଆମର ଏହି ମଜାଦାର ଓଡିଆ ଜୋକ୍ସକୁ ପଢିଲେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

 

Jokes1

ପପୁ ଫାୟାର ବ୍ରିଗେଟ ବାଲାଙ୍କୁ କହିଲା- ଲୋକଙ୍କୁ ଗୋଟେ ପରେ ଗୋଟେ ତଳକୁ ପକାଅ, ମୁ ସେମାନଙ୍କୁ ଧରିଦେବି

ପ୍ରଥମେ ଏକ ପୁଅ ଆସିଲା, ପୁଣି ଏକ ଝିଅ ଆସିଲା, ପରେ ଏକ ଲୋକ ଆସିଲା, ଏହା ପରେ ପୁଣି ଏକ ମହିଳା ଆସିଲା ହେଲେ ପପୁ ସମସ୍ତଙ୍କୁ ଧରିଦେଲା

ଏହା ପରେ ଏକ ନିଗ୍ରୋ କଳା ମଣିଷ ଯେତେବେଳେ ଆସିଲା ସେତେବେଳେ ପପୁ ତାକୁ ଛାଡି ଦେଲା ଓ କହିଲା…

ପପୁ- ଆରେ ଯିଏ ଜଳି ଯାଇଛି ତାକୁ କାହିଁକି ତଳକୁ ପକଉଛ ? ପ୍ରଥମେ ଜିଅନ୍ତା ମଣିଷଙ୍କୁ ପକାଅ ।

Jokes2

ଝିଅ ମାନଙ୍କୁ ବୁଝିବା ବହୁତ କଷ୍ଟକର କାମ…

ଗୋଟେ ଝିଅ ନିଜ ମନରେ ବହୁତ ଦୁଃଖ ନେଇ ଏକ ଡାକ୍ତର ପାଖକୁ ଗଲା

ଝିଅ- ଡାକ୍ତର ସାର, ମୋର ମୁଣ୍ଡ ବହୁତ ଜୋର ସେ ବିନ୍ଧୁଛି ।

ଡାକ୍ତର- ତା ହେଲେ ତୁମକୁ ସିଟି ସ୍କାନ କରିବାକୁ ପଡିବ ।

ଝିଅ- ଆରେ କେବଳ ମୋ ମୁଣ୍ଡ ବିନ୍ଧୁଛି, ତା ହେଲେ ପୁରା ସିଟିକୁ ସ୍କାନ କଣ ପାଇଁ କରିବ ? ଡାକ୍ତର ବେହୋସ !

Jokes3

ଗୋଟେ ଲୋକ ବର୍ଷାରେ ଓଦା ହେଇ ରାସ୍ତାରେ ଧୀରେ ଧୀରେ ଯାଉଥିଲା

ସେହି ସମୟରେ ଗୋଟେ ଝିଅ ଛତା ନେଇ ଆସୁଥିଲା…

ଝିଅ କହିଲା- ଆପଣ ଚାହିଁଲେ ମୋ ଛତା ତଳକୁ ଆସିପାରିବେ !

ଲୋକ- ନାହିଁ ଭଉଣୀ ମୁ ଠିକ ଅଛି… କହି ଆଗକୁ ବଢିଗଲା !

ଆପଣ ଚିନ୍ତା କରୁଥିବେ କେତେ ଭଦ୍ର ବ୍ୟକ୍ତି ଜଣକ ଥିଲା ହେଲେ ଅସଲରେ ସେହି ଲୋକର ସ୍ତ୍ରୀ ପଛେ ପଛେ ଆସୁଥିଲା !!

Jokes4

ମାଲିକ ନିଜ ଚାକରକୁ କହିଲା ମାଛି ମା-ରି-ବା-କୁ… ହେଲେ ଚାକର ଅଳସ ରେ ପଡି ରହିଲା

କିଛି ସମୟ ପରେ ଯେତେବେଳେ ମାଲିକ ଆସି ଦେଖିଲା ସେତେବେଳେ ମଧ୍ୟ ମାଛି ମାନେ ବୁଲୁଥିଲେ

ମାଲିକ- କଣ ମାଛି ମାନଙ୍କୁ ମା-ରି-ଲୁ ନା ନାହିଁ ।

ଚାକର- ବାବୁ, ମୁ ତ ମାଛି ମାନଙ୍କୁ କେବେଠାରୁ ମା-ରି-ସା-ରିଛି ।

ମାଲିକ- ତା ହେଲେ ଏ ସବୁ କଣ ?

ଚକାର- ଏମାନେ ହେଉଛନ୍ତି ସେହି ମାଛି ମାନଙ୍କର ବିଧବା

Jokes5

ସ୍ତ୍ରୀ ଅଫିସରୁ ବହୁତ ଶୀଘ୍ର ଘରକୁ ଆସିଲା ଓ ବେଡରୁମ ଖୋଲି ଦେଖିଲା କମ୍ବଳ ଭିତରେ ଦୁଇଟି ଜାଗାରେ ୪ଟି ଗୋଡ ।

ସେତେବେଳେ ସ୍ତ୍ରୀ ଆଉ କିଛି ନ ପଚାରି ସେହି କମ୍ବଳ ଭିତରେ ଥିବା ଲୋକଙ୍କୁ କ୍ରିକେଟ ବ୍ୟାଟରେ ପିଟି ଚାଲିଲା ।

ପିଟିବା ପରେ ସ୍ତ୍ରୀ ପାଣି ପିଇବା ପାଇଁ ବାହାରକୁ ଗଲା ସେତେବେଳେ ବାଲ୍କୁନୀ ଉପରେ ତାର ସ୍ଵାମୀକୁ ମଗାଜିନ ପଢୁଥିବାର ଦେଖିଲା ।

ସ୍ଵାମୀ- ଆରେ ତୁମ ଭାଇ ଓ ଭାଉଜ ଆସିଛନ୍ତି ଆମ ଘରକୁ… ମୁ ସେମାନଙ୍କୁ ବେଡରୁମରେ ଶୋଇବାକୁ କହିଥିଲି ଯାଅ ତାଙ୍କୁ ଦେଖା କରିନିଅ !!

Jokes6

ଝିଅର ବିଦାୟ ସମୟରେ ଝିଅ ବାପା ବରକୁ କହିଲା…

ଝିଅ ବାପା- ପୁଅ, ତମର ୱାଟସପ୍ ମେସେଜ ମିଳିଥିଲା… ତୁମର ଡିମାଣ୍ଡକୁ ଦେଖି ମୁ ବହୁତ ଆଶ୍ଚର୍ଯ୍ୟ ହେଲି

ହେଲେ ମୁ ତୁମର ସବୁ ଡିମାଣ୍ଡକୁ ପୂରଣ କରିଛି ।

ନିଅ ତମ ଡିମାଣ୍ଡର ଜିନିଷ “four underwear in red colour” ତୁମ ପସନ୍ଦର ନାଲି ରଙ୍ଗର ଚଡି !

ବର ମନେ ମନେ ଭାବିଲା- ଶଳା ମୁ କଣ କହିଥିଲି ଆଉ ମତେ କଣ ମିଳିଲା, ମୁ କହିଥିଲି, ”ford endeavour in red colour” ର ଡିମାଣ୍ଡ କରିଥିଲି !!

Leave a Reply

Your email address will not be published. Required fields are marked *