ଅଟୋ ଭଡ଼ାକୁ ନେଇ ହଠାତ ତାତିଗଲେ ଅଟୋ ଚାଳକ, ମହିଳା ଯାତ୍ରୀଙ୍କୁ ମାରିଲେ ଠିଆ ଗୋଇଠା, ଦେଖନ୍ତୁ Video

ବନ୍ଧୁଗଣ ଆଜି କାଲି ଦୁନିଆରେ ଏପରି ସବୁ ଖବର ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ବନ୍ଧୁଗଣ ଏହି ସବୁ ଘଟଣା ଓ ଖବର ଗୁଡିକ ସାଧାରଣତଃ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ।

ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ଅଛନ୍ତି କାରଣ ସୋ-ସି-ଆ-ଲ ମି-ଡି-ଆ ଦ୍ଵାରା ଲୋକ ମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ବହୁତ ଭା-ଇ-ରା-ଲ ହେଉଛି । ଏହି ଭି-ଡି-ଓକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉ ଯାଉଛନ୍ତି ।

ଏହି ଭି-ଡି-ଓରେ ଏକ ଅଟୋ ବାଲା ଏକ ମହିଳାଙ୍କୁ ଗୋ-ଇ-ଠା ମା-ରୁ-ଛି । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଟୋରେ ନିଶ୍ଚୟ ବସିଥିବେ । କେତେକ ଅଟୋ ଡ୍ରାଇଭରଙ୍କ ସ୍ଵଭାବ ଭଲ ରହିଥାଏ ଓ ସେମାନେ ନିଜ ଗ୍ରାହକ ମାନଙ୍କ ସହ ଭଲ ବ୍ୟବହାର ପଦର୍ଶନ କରିଥାନ୍ତି ।

ହେଲେ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଅଟୋ ବାଲା ଅଛନ୍ତି ଯେଉଁ ମାନଙ୍କ ସ୍ଵଭାବ ବହୁତ ଖରାପ ଥାଏ । ସେହି ଅଟୋ ବାଲା ମାନେ ଟିକେ ଟିକେ କଥା ପାଇଁ ରାଗି ଯାଇଥାନ୍ତି ଓ ନିଜ ଗ୍ରାହକ ମାନଙ୍କ ସହ ଖରାପ ବ୍ୟବହାର ଦେଖାଇ ଥାନ୍ତି । ଠିକ ଏହିପରିକା ଏକ ଅଟୋ ବାଲାର ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି ।

ଅଟୋ ବାଲା ଜଣକଙ୍କ ସହ ଏକ ମହିଳା ଯୁକ୍ତି ତରକ କରୁଥିବାର ନଜର ଆସୁଛନ୍ତି । କିଛି ସମୟ ଯୁକ୍ତି ତରକ ହେବା ପରେ ଅଟୋ ବାଲା ଜଣକ ହଠାତ ରାଗି ଯାଇ ମହିଳାଙ୍କୁ ଏକ ନି-ର୍ଘା-ତ ଗୋ-ଇ-ଠା ମା-ରୁ-ଛ-ନ୍ତି । ମହିଳା ଜଣକ ଗୋ-ଇ-ଠା ମା-ଡ ଖାଇ ଛି-ଟି-କି ପ-ଡ଼ୁ-ଛନ୍ତି ।

ମହିଳା ଜଣକ ଛିଟିକି ପ-ଡି-ବା ପରେ ଅଟୋ ବାଲା ଜଣକ ଫିଲ୍ମ ଷ୍ଟାଇଲରେ ଅଟୋରୁ ବାହାରି ମହିଳାଙ୍କୁ ଚେତାବନୀ ଦେଉଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭି-ଡି-ଓଟି ବହୁତ ଅଧିକ ଭା-ଇ-ରା-ଲ ହେଉଛି ଓ ଲୋକ ମାନେ ଏହି ଭି-ଡି-ଓକୁ ଦେଖି ନିଜର ମତ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *