ବନ୍ଧୁଗଣ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ବିଭିନ୍ନ ପ୍ରକାରର ଭି-ଡି-ଓ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ସବୁ ଭି-ଡି-ଓ ଗୁଡିକ ସମସ୍ତ ସ୍ଥାନରେ ଚର୍ଚାରେ ମଧ୍ୟ ରହିଛି । ବନ୍ଧୁଗଣ ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଆଶ୍ଚର୍ଯ୍ୟ ଜନକ ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।
ଆପଣ ମାନେ ସମସ୍ତେ ଏହି ଭି-ଡି-ଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ବେଳେବେଳେ ପଶୁ ମାନେ ଏମିତି କିଛି କରିଦିଅନ୍ତି ଯାହାକୁ ମଣିଷ ମାନେ ଶିଖିବା ନିହାତି ଆବଶ୍ୟକ । ଯେଉଁ ମାନେ ଅନ୍ୟର ଅସୁବିଧା ସମୟରେ ମୁହଁ ଏଡାଇ ଚାଲି ଯାଉଛନ୍ତି ସେମାନେ ଏହି ଘଟଣା ବିଷୟରେ ନିଶ୍ଚୟ ଜାଣିବା ଉଚିତ ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମି-ଡି-ଆ ରିପୋର୍ଟ ଅନୁସାରେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଏହି ଘଟଣାଟି ହେଉଛି ଥାଇଲାଣ୍ଡର ଥାଇ ନାସନାଲ ପାର୍କର । ଏହି ଭି-ଡି-ଓ-ରେ ଏକ ବିରାଟ ଅଜଗର ଏକ ମାଙ୍କଡକୁ ଚାପୁଡି ଧରି ଦେଉଛି ।
ଏହାକୁ ଦେଖି ସାଥି ମାଙ୍କଡ ମାନେ ନିଜ ମାଙ୍କଡ ସାଙ୍ଗକୁ ଅଜଗର କବଳରୁ ବଞ୍ଚେଇବା ପାଇଁ ଚେଷ୍ଟା କରୁଛନ୍ତି । ସାଥି ମାଙ୍କଡ ମାନେ ନିଜ ଜୀବନକୁ ବାଜି ଲଗାଇ ଅଜଗର କବଳରୁ ସେହି ମାଙ୍କଡକୁ ଉଧାର କରିବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି । ସେହି ମାଙ୍କଡ ମାନଙ୍କ ମଧ୍ୟରୁ ଗୋଟେ ମାଙ୍କଡ ଶି-କା-ର ହୋଇଥିବା ସାଥି ମାଙ୍କଡର ଗୋଡକୁ ଟାଣୁଛି ।
କିନ୍ତୁ ଅଜଗରଟି ନଛାଡି ବାକି ମାଙ୍କଡ ମାନଙ୍କୁ ଆକ୍ରମଣ କରୁଛି । ବନ୍ଧୁଗଣ ବହୁତ ସମୟ ପର୍ଯ୍ୟନ୍ତ ସାଥି ମାଙ୍କଡ ମାନେ ନିଜ ଚେଷ୍ଟା ଜାରି ରଖି ନି-ରା-ଶ ହେଉଛନ୍ତି । କାରଣ ସାପଟି ତାଙ୍କ ସାଥି ମାଙ୍କଡଟିକୁ ମା-ରି ଦେଉଛି । ଅଜଗର ଠାରୁ ନିଜ ସାଥିକୁ ବଞ୍ଚେଇ ନପାରି ଦୁଃଖରେ ଅନ୍ୟ ମାଙ୍କଡ ମାନେ ସେହି ସ୍ଥାନ ଛାଡି ଚାଲି ଯାଉଥିବାର ନଜର ଆସୁଛନ୍ତି ।
ତେବେ ମାଙ୍କଡ ମାନେ ନିଜ ସାଥିକୁ ବଞ୍ଚେଇବା ପାଇଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରି ବି-ଫ-ଳ ହୋଇଥିଲେ ମଧ୍ୟ ସେମାନେ ଆମ ମଣିଷ ମାନଙ୍କୁ ଏକ ଶିକ୍ଷା ଦେଇଗଲେ । ଯଦି କୌଣସି ମଣିଷ ଅସୁବିଧାରେ ପଡୁଛି ତା ହେଲେ ତାକୁ ସହାୟତା କରିବା ଉଚିତ ନା କି ମୁହଁ ମୋଡି ଚାଲିଯିବା ଉଚିତ ।
ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭି-ଡି-ଓ-ଟି ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଭି-ଡି-ଓ-କୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘଟଣାଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହ ରହିବା ପାଇଁ ଗୋଟେ ଲାଇକ ଆଉ ସେୟାର କରିବେ । ଧନ୍ୟବାଦ ।