ବନ୍ଧୁଗଣ ବିଶ୍ଵର ସବୁଠାରୁ ଶ୍ରେଷ୍ଟ ଓ ଚତୁର ପ୍ରାଣୀ ହେଉଛି ମଣିଷ । ଏବେ କିନ୍ତୁ ଅଲୋଟା କାରଣ ମଣିଷ ନିଜ ବ୍ୟବହାର ପାଇଁ ତାଙ୍କୁ ପଶୁ ସହ ତୁଳନା କଲେ ବି କୌଣସି ଭୁଲ ହେବ ନାହିଁ । ବର୍ତ୍ତମାନର ଦୁନିଆରେ ମଣିଷ ହଜେଇ ଦେଉଛି ନିଜ ମାନବିକତା ଓ ନିଜ ମଣିଷତ୍ଵ ।
ଏହି ମଣିଷ ସମାଜ ସମ୍ପର୍କର ମୂଲ୍ୟ ବୁଝି ପାରୁ ନାହିଁ । ମଣିଷ ମାନଙ୍କ ମଧ୍ୟରେ ସ୍ନେହ, ମମତା ଓ ଭଲ ପାଇବା ନାହିଁ କହିଲେ ଚାଲିବ । ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଆଶ୍ଚର୍ଯ୍ୟ ଜନକ ଭି-ଡି-ଓ ଭା-ଇ-ରା-ଲ ହେଉଛି ଯାହା ସମସ୍ତ ସ୍ଥାନରେ ଚର୍ଚାରେ ରହିଛି ।
ଆଜି ଆମେ ଆପଣ ମାନଙ୍କୁ ଏହି ଭି-ଡି-ଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭି-ଡି-ଓ ବିଷୟରେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭି-ଡି-ଓରେ ଏକ ମାଙ୍କଡ ରାସ୍ତାରେ ପଡି ରହିଥିବା ବେଳେ ଅନ୍ୟ ଏକ ମାଙ୍କଡ ରାସ୍ତା ବନ୍ଦ କରିଛି ଯାହା ଫଳରେ ସେଠାକାର ଲୋକମାନେ ରାସ୍ତାରେ ଛିଡା ହୋଇଥିବାର ନଜର ଆସୁଛନ୍ତି ।
ବନ୍ଧୁଗଣ ଏହି ଭି-ଡି-ଓଟି ହେଉଛି ଭଦ୍ରକ ଜିଲ୍ଲାର ଏକ ଅଞ୍ଚଳରୁ । ଏକ କୁନି ମାଙ୍କଡ ଛୁଆକୁ ବିଦ୍ୟୁତ ଆଘାତ ଲାଗିବା ପରେ ସେ ତଳେ ପଡି ଛଟପଟ ହେଉଥିଲା । ଏହା ଦେଖି ମା ମାଙ୍କଡଟିର କଷ୍ଟ ନକହିବା ଠିକ । ସେ ନିଜ ଛୁଆର କଷ୍ଟକୁ ଦେଖି ନପାରି ପାଗଳ ପରି ହେଉଥିଲା ।
ସେହି ସମୟରେ ମା ମାଙ୍କଡଟି ନିଜ ଛୁଆକୁ ଗେଲ କରି ଦଉଛି କାଳେ ତା ଛୁଆକୁ କିଏ ନେଇଯିବ ସେ ଲାଗି ପାଖରେ ଥିବା ଲୋକ ମାନଙ୍କୁ ଗୋଡାଉଛି । ନିଜ ଛୁଆ ପାଇଁ ମା ମାଙ୍କଡଟି ସେହି ରାସ୍ତା ବନ୍ଦ କରିଦେଇଥିଲା କାରଣ ସେ ପଶୁ ହେଲେ ମଧ୍ୟ ସମ୍ପର୍କର ମୂଲ୍ୟ କଣ ଜାଣିଛି ।
ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘଟଣାଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଘଟଣା ପ୍ରତି ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘଟଣାଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।