ନମସ୍କାର ବନ୍ଧୁଗଣ ଆପଣ ମାନେ ନି-ର୍ଯ୍ୟା-ତ-ନା ସମ୍ପର୍କ ରେ ଅନେକ ଘଟଣା ଅନେକ ଖବର ଶୁଣିଥିବେ । କେତେବେଳେ ବୋହୂ ଶାଶୂ କୁ ତ କେତେବେଳେ ସ୍ୱାମୀ ସ୍ତ୍ରୀ ନଚେତ ପୁଅ ଝିଅ ନିଜ ବାପା ମାଆ ଙ୍କୁ ।
ତେବେ ବର୍ତ୍ତମାନ ଯେଉଁ ଖବର ସାମ୍ନା କୁ ଆସିଛି ତାହା ଶୁଣିଲେ କେହି ବିଶ୍ୱାସ ମଧ୍ୟ କରିବେ ନାହିଁ । ପୁଅ ଝିଅ ନିଜ ମାଆ ଙ୍କ ନାମ ରେ ଏକ ସଂଘୀନ ଅଭିଯୋଗ କରିଛନ୍ତି ଚନ୍ଦ୍ରଶେଖର ପୁର ଥାନା ରେ ତେବେ ଏ କୌଣସି ସାବତ ମାଆ ନୁହଁନ୍ତି ବରଂ ନିଜେ ଜନ୍ମ କରିଥିବା ମାଆ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରି ନେବା ।
ପୁଅ ଏବଂ ଝିଅ ଉଭୟେ ନିଜ ମାଆ ଙ୍କ ନାମ ରେ ଏକ ବହୁତ ବଡ଼ ଅଭିଯୋଗ କରିଛନ୍ତି । ସେମାନଙ୍କ ଅନୁସାରେ ତାଙ୍କ ମାଆ ଅନେକ ପୁଅ ମାନଙ୍କ ସହ ଅନୈତିକ ସମ୍ପର୍କ ରଖୁଛନ୍ତି ଏବଂ ବେଡ଼ ରୁମ ରେ ଲକ କରି ଅନେକ ସମୟ ପର୍ଯ୍ୟନ୍ତ ରହୁଛନ୍ତି ଏଵଂ ତାଙ୍କର ଦୁଇ ଜଣ ପୁରୁଷ ସାଙ୍ଗ ତାଙ୍କ ୧୭ ବର୍ଷ ର ଝିଅ କୁ ଆବ୍ୟୁଶ କରିବା ସହ ଅଶ୍ଲୀଳ ଭାଷା ରେ ଗାଳି ଗୁଲଜ କରୁଛନ୍ତି ଏବଂ ମାଆ ଏହା ଦେଖି ତାଙ୍କୁ ତାଗିଦ ନ କରି ଓଲଟା ତାଙ୍କ ପୁଅ ଝିଅ ଙ୍କ ଉପରକୁ ହାତ ଉଠାଇଛନ୍ତି ଏବଂ କ୍ଷତ ମଧ୍ୟ କରିଛନ୍ତି ।
ତେବେ ଝିଅ ଙ୍କ ଅନୁସାରେ ଏହା ୨୦୧୭ ମସିହାରୁ ଚାଲି ଆସୁଛି । ତେବେ ତାଙ୍କ ମାଆ ଙ୍କ ର ପ୍ରତିକ୍ରିୟା ନେବା ବେଳେ ସେ ଏହାର ଓଲଟା କଥା କହିଛନ୍ତି କି ଝିଅ ର କୌଣସି ପୁଅ ସହିତ ଅନୈତିକ ସମ୍ପର୍କ ରହିଛି ଏବଂ ସେ ଏହାର ବିରୋଧ କରିବାରୁ ତାଙ୍କ ଝିଅ ଥାନା ରେ ମିଛ ଅଭିଯୋଗ କରିଛି ।
ତେବେ କିଏ ସତ କହୁଛି ଏବଂ କିଏ ମିଛ କହୁଛି ଏହା ପୋଲିସ ର ତଦନ୍ତ ପରେ ହିଁ ଜଣାଯିବ । ତେବେ ଭିଡିଓ ଏବଂ ଫୋଟୋ ରେ ଝିଅ ତଥା ପୁଅ ଙ୍କ ଶରୀର ରେ କ୍ଷତ ଏବଂ ରକ୍ତ ବାହାରିବାର ଫଟୋ ଏବଂଭିଡିଓ ରହିଛି । ତେବେ ଯଦି ତାଙ୍କ ମାଆ ଏଭଳି କିଛି କାର୍ଯ୍ୟ କରୁଛନ୍ତି ତେବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟ ଗ୍ରହଣ କରିବା ଆବଶ୍ୟକ ।
ଏହା ସହ ସେ ଦୁଇ ଜଣ ପୁରୁଷ ସାଙ୍ଗ କୁ ମଧ୍ୟ କଡା ଦଣ୍ଡ ମିଳୁ ଏବଂ ଯେଉଁ ଅନୈତିକ କାର୍ଯ୍ୟ ସବୁ ଚାଲିଛି ତାହା ବନ୍ଦ ହେଉ ଏବଂ ପୋଲିସ ନିଜର ତଦନ୍ତ ଅନୁସାରେ ନିଶ୍ଚିତ ଦୋଷୀ କୁ ଗିରଫ କରୁ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।