ସ୍ଵାମୀ-ସ୍ତ୍ରୀ ବିବାଦରେ ମୁହଁ ଖୋଲିଲେ ଝିଅର ବାପା, ନିଜ ଜ୍ଵାଇଁକୁ ନେଇ କଲେ ଏହି ବଡ ଖୁଲାସା, ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଆପଣ ମାନେ ସ୍ୱାମୀ ସ୍ତ୍ରୀ ସଂପର୍କ କୁ ନେଇ ଅନେକ ଖବର ଶୁଣିବାକୁ ପାଉଥିବେ । କେତେବେଳେ ସ୍ୱାମୀ ର ଅ-ତ୍ୟା-ଚା-ର ସ୍ତ୍ରୀ ସହି ନ ପାରି ଥାନା ର ଦ୍ୱାରସ୍ତ ହେଉଥିବା ବେଳେ ସେପଟେ ସ୍ତ୍ରୀ ର ଧୋକା ପ୍ର-ତା-ର-ଣା ସ୍ୱାମୀ ସହି ନ ପାରି ହୁଏ ତ ଆ-ତ୍ମ-ହ-ତ୍ୟା ନଚେତ ଅଭିଯୋଗ କରୁଛି ।

ତେବେ ସେହି ଭଳି ଏକ ଅଭିଯୋଗ ନେଇ ଆସିଥିଲେ କଟକରେ ରହୁଥିବା ମୋହିତ ନାମକ ଜଣେ ଯୁବକ । ତେବେ ତାଙ୍କ ସ୍ତ୍ରୀ ଅନେକ ପର ପୁରୁଷ ଙ୍କ ସହ ସଂପର୍କ ରଖିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ଏବଂ ସେ ଏସବୁ ମିଡ଼ିଆ ଆଗରେ ମଧ୍ୟ ପ୍ରକାଶ କରିଥିଲେ ଏବଂ ସେ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ନି-ର୍ଯ୍ୟା-ତ-ନା ଦେଉଥିଲେ । ତେବେ ଏହି ସବୁ ପରେ ମୋହିତ ଙ୍କ ପତ୍ନୀ ମିଡ଼ିଆ ଆଗରେ ନିଜର ମୁହଁ ଖୋଲିଛନ୍ତି ।

ତେବେ ସେ ଏହି ସବୁ ଅଭିଯୋଗ କୁ ଖାରଜ କରିଛନ୍ତି ଏବଂ ତାଙ୍କ ସହ ହେଉଥିବା ନି-ର୍ଯ୍ୟା-ତ-ନା ବିଷୟରେ ସେ ମିଡ଼ିଆ ଆଗରେ ସବୁ କହିଛନ୍ତି । ଏହାଛଡା ଝିଅ ର ବାପା ମଧ୍ୟ ଏହି ସମ୍ପର୍କରେ ନିଜ ମୁହଁ ଖୋଲିଛନ୍ତି । ତାଙ୍କ କହିବା ଅନୁସାରେ ବିବାହ ର ଏକ ମାସ ପରେ ତାଙ୍କ ଝିଅ ଠାରୁ ମୋବାଇଲ ଛଡେଇ ନେଲେ ଏବଂ ଅତ୍ୟାଚାର ଆରମ୍ଭ କରିଦେଇଥିଲେ । ଏହାଛଡା ଯେତେବେଳେ ଝିଅ ଗର୍ଭବତୀ ଥିଲେ ତା ଶାଶୂ ତାଙ୍କୁ ମିଛ କହି କି ପିଲା ପାଇଁ ବହୁତ ଭଲ କହି ଏକ ଔଷଧ ଖୁଆଇ ତାଙ୍କ ଛୁଆ କୁ ନଷ୍ଟ କରିଦେଇଥିଲେ ।

ଏହାଛଡା ତାଙ୍କ କହିବା ଅନୁସାରେ ସେ ସବୁ ଭିଡିଓ ମିଛ ଏହା ଫେ-କ୍ ଭିଡିଓ । ସେମାନେ ଝିଅ କୁ ବାହାର କରି ଅନ୍ୟ ଆଡେ ବାହା ହେବା ପାଇଁ ଏହି ସବୁ ଅଭିନୟ କରୁଛନ୍ତି ଏବଂ ମୋ ଝିଅ ନାମ ରେ ମିଥ୍ୟା ଅଭିଯୋଗ କରୁଛନ୍ତି । ଏହା ଛଡା ସେ ଏହା କହିଥିଲେ କି ସେମାନେ ନିଜ ଝିଅ ଦେଇଛନ୍ତି ଏବଂ ତାଙ୍କ ଘରେ କେହି ବି ମଦ ପିଅନ୍ତି ନାହିଁ । ତେବେ କିଭଳି ଆମେ ମୋହିତ ଏବଂ ତାଙ୍କ ପରିବାର ଲୋକଙ୍କ ଉପରେ ଆ-କ୍ର-ମ-ଣ- କରିବୁ ।

ତେବେ ଟାଟୁ କି ନେଇ ସେ କହିଛନ୍ତି କି ତାଙ୍କ ଝିଅ ଜଣେ ଫ୍ୟାସନ ଡ଼ିଜାଇନିଂ ଥିଲେ ତେଣୁ ନିଜ କ୍ୟାରିଅର ପାଇଁ ସେ ନିଜ ଦେହ ରେ ଟାଟୁ କରିଥିଲା ତେବେ ଏହା ସବୁ ତାଙ୍କ ପରିବାର ର ସମସ୍ତେ ଜାଣିଥିଲେ ଏବଂ ପଇସା ଡିମାଣ୍ଡ କରିଥିଲେ ଅନେକ ଥର ପଇସା ନେଇଛନ୍ତି ମଧ୍ୟ କିନ୍ତୁ ଅଧିକ ମାଗିବାରୁ ମନା କରିବା ଦ୍ୱାରା ସେମାନେ ଏହିଭଳି ଅଭିନୟ କରି ତାଙ୍କ ଝିଅ ଏବଂ ପରିବାର ନାମ ରେ ମିଥ୍ୟା ଅଭିଯୋଗ କରିଛନ୍ତି ତେବେ ପୋଲିସ ଏସବୁ କୁ ତଦନ୍ତ କରନ୍ତୁ ଏବଂ ସତ୍ୟ କଣ ଆପେ ଆପେ ଜଣାଯିବ । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *