ACF Soumya ଙ୍କ ମୃତ୍ୟୁ ମାମଲାରେ ପ୍ରମାଣ ସହ ସାଂଘାତିକ ଅଭିଯୋଗ ଆଣିଲେ ସୌମ୍ଯଙ୍କ ଭାଇ, କହିଲେ କିଛି ଏମିତି ଶୁଣିଲେ ଆପଣଙ୍କ ମୁଣ୍ଡ କାମ ଦେବନି, ଦେଖନ୍ତୁ Video

ବନ୍ଧୁଗଣ ଡିଏଫୋ ସୋମ୍ୟ ରଞ୍ଜନଙ୍କ ମୃତ୍ୟୁ ପରେ ଏହି ମାମଲାଟି ବର୍ତ୍ତମାନ ବହୁତ ଚର୍ଚାରେ ରହିଛି । ସୋମ୍ୟଙ୍କ ମୃତ୍ୟୁ ପଛରେ ତାଙ୍କ ପତ୍ନୀ (ବିଦ୍ୟା ଭାରତୀ’ଙ୍କ ହାତ ରହିଛି ବୋଲି ସୋମ୍ୟଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ସମସ୍ତ ସାକ୍ଷ୍ୟ ପ୍ରମାଣ ବିଦ୍ୟାଙ୍କ ବିରୋଧରେ ଆସୁ ଥିବାରୁ ବର୍ତ୍ତମାନ ଅନେକ ଲୋକ ସୋମ୍ୟଙ୍କ ମୃତ୍ୟୁ ପାଇଁ ବିଦ୍ୟାଙ୍କୁ ଦାୟୀ କରୁଛନ୍ତି । ଗତ କିଛି ଦିନ ହେବ ବିଦ୍ୟାଙ୍କ ସମସ୍ତ କଳା କାର୍ଣ୍ଣମାର ପରଦାଫାସ ହୋଇଛି । ବର୍ତ୍ତମାନ ସୋମ୍ୟଙ୍କ ଭାଇ ବିଦ୍ୟାଙ୍କ ବିଷୟରେ ଏକ ବଡ ବୟାନ ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ତାଙ୍କର ସେହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲା ପରେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗତ କିଛି ଦିନ ତଳେ ମିଡିଆ ସାମ୍ନାରେ ସୋମ୍ୟ କିଛି ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି-‘ଆମେ ତ ବ୍ରାହ୍ମଣ ଘର । ଯେବେଠୁ ଆମେ ଜାଣିଲୁ ଆମ ପିଲା ଆଉ ନାହିନ ସେବେଠୁ ଆମ କାମ ଆରମ୍ଭ ହୋଇଗଲା । ସେ ଯିବା ପରେ ୧୨ ଦିନ ପର୍ଯ୍ୟନ୍ତ କାମ ଚାଲିବ ଆଜି ହେଉଛି ୯ ଦିନ । ଆପଣ ମାନେ ଜାଣି ପାରୁଥିବେ ଯେ, କିପରି ଦିନକୁ ଦିନ କାମ ବଢି ବଢି ଚାଲେ’ ।

ଏହାପରେ ଆଗକୁ ସୋମ୍ୟଙ୍କ ଭାଇ କହିଲେ-‘ ଆମକୁ ଆମ ବନ୍ଧୁ ବାନ୍ଧବଙ୍କୁ ଡାକିବା ପାଇଁ ମଧ୍ୟ ସମୟ ମିଳି ନାହିଁ, ହେଲେ ଯେଉଁ ମାନେ ଜାଣ ଛନ୍ତି ସେମାନେ ଆପେ ଆପେ ଆସୁଛନ୍ତି ଏହି ଦୁଃଖ ସମୟରେ ଆମକୁ ଶାନ୍ତନା ଦେବା ପାଇଁ ‘। ଏହାପରେ ବିଦ୍ୟାଙ୍କ ଆସିବାକୁ ନେଇ ମଧ୍ୟ ସେ କିଛି କହିଥିଲେ ।


ସେ କହିଥିଲେ-‘ବିଦ୍ୟାଙ୍କୁ ଆମେ ଆସିବା ପାଇଁ କିଛି ଯୋଗାଯୋଗ କରି ନାହୁଁ । ଆମ ପରିବାର ଆଗରୁ ହିଁ କହୁଛି ଯେ, ମୋ ଭାଇ ସହିତ ତା ସ୍ତ୍ରୀର ଭଲ ସମ୍ପର୍କ ନଥିଲା । ସେ ହସ୍ପିଟାଲ ଯିବା ସମୟରେ ଚୁଡି ପିନ୍ଧୁ ନଥିଲା ହେଲେ ଏବେ ପିନ୍ଧୁଛି । ଯଦି ସେ ମୋ ଭାଇ ସହ ରହିବାକୁ ଚାହୁଁ ନଥିଲା ତା ହେଲେ କାହିଁକି ଚୁଡି ପିନ୍ଧିବ । ହେଲେ ଯେତେବେଳେ ମୋ ଭାଇ ମରିଗଲା ସେ ମୁକ୍ତି ପାଇଗଲା ତା ପରେ ସେ ପାଞ୍ଚ ଯୋଡା ଚାରି ଯୋଡା ଚୁଡି ପିନ୍ଧୁଛି ।

ଏହାପରେ ଆଗକୁ ତାଙ୍କ ଭାଇ କହିଲେ-‘ମୋ ଭାଇ ମାରିବା ପରେ ସେ ଯାହା ପାଇଁ ବି ଏତେ ଚୁଡି ପିନ୍ଧୁଛି ସେ ଜାଣି ଥିବ’ । ଯେତେବେଳେ ସେ ମେଡିକାଲରେ ବସିଥିଲା ସିସି ଟିଭି କ୍ୟାମେରାରେ ତାର ଫୁଟେଜ ଅଛି ସେ ସେତେବେଳେ ଚୁଡି ପିନ୍ଧି ନଥିଲା ହେଲେ ଏବେ ପିନ୍ଧୁଛି’ ।

ଆମର ତ ହିନ୍ଦୁ ପରିବାର ସ୍ଵାମୀ ମରିଲା ପରେ ସ୍ତ୍ରୀ ଚୁଡି ପିନ୍ଧିବ ନାହିଁ । ତାଙ୍କ ପରମ୍ପରା ଓ ତାଙ୍କ ଧର୍ମ ଅନୁସାରେ ସେମାନେ ନିଶ୍ଚୟ ଜାଣିଥିବେ ସ୍ଵାମୀ ମରିଲା ପରେ ସେ ଚୁଡି ପିନ୍ଧୁଛି ତେଣୁ ଆପଣ ମାନେ ଚିନ୍ତା କରନ୍ତୁ ଯେ, ମୋ ଭାଇକୁ ତା ସ୍ତ୍ରୀ କେତେ ଭଲ ପାଉଥିଲା’ । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *