ACF Soumyaranjan ଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ Sura Routray, ବିଦ୍ୟାଙ୍କ ବିଷୟରେ କହିଲେ କିଛି ଏମିତି, ଜାଣି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ର ବ୍ରେକିଂ ନ୍ୟୁଜ ପାଲଟି ଥିବା ପାରଳାଖେମୁଣ୍ଡି ର ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଖବର ସମ୍ପର୍କରେ ଆପଣ ମାନେ ନିଶ୍ଚିତ ଅବଗତ ଥିବେ ।

ତେବେ ତାଙ୍କର ରହସ୍ୟ ଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ସୌମ୍ୟ ଙ୍କ ବାପା ମାଆ ନିଜ ବୋହୁ ବିଦ୍ୟା ଭାରତୀ ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି କି ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କୌଣସି ଭଲ ସମ୍ପର୍କ ନଥିଲା । ବିଦ୍ୟା ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କ ସହ ଅନୈତିକ ସମ୍ପର୍କ ରହିଛି ଏବଂ ସେ ତାଙ୍କ ପୁଅ ଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ।

ଏହା ଛଡା ସୌମ୍ୟ ଙ୍କୁ ଯେତେବେଳେ ହସ୍ପିଟାଲରେ ନେବା ବେଳେ ଆମ୍ବୁଲାନ୍ସ କୁ ଅଟକାଇ ଘର ଭିତରକୁ ଯାଇ ସୁନା ଗହଣା ଏବଂ ମୋବାଇଲ ନେବାକୁ ଯାଇଥିଲେ ଏବଂ ସେହି ବ୍ୟାଗ କୁ ନେଇ ବିଦ୍ୟା ନିଜ ମାଆ ଙ୍କୁ ଦେଇଥିଲେ । ତେଣୁ ସୌମ୍ୟ ଙ୍କ ମାତା ପିତା ନିଜ ବୋହୁ ଙ୍କୁ ସନ୍ଦେହ ଦୃଷ୍ଟି ରେ ଦେଖିଛନ୍ତି ତେବେ ଏହି ସବୁ ଅଭିଯୋଗ କୁ ଖାରଜ କରିଛନ୍ତି ।

ପୋଲିସ ଏହି ସମ୍ବନ୍ଧରେ ନିଜର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସୌମ୍ୟ ଙ୍କ ମୃତ୍ୟୁ ର କାରଣ କଣ ତାହା ସ୍ପଷ୍ଟ ରୂପରେ ଜଣା ପଡ଼ିନାହିଁ । ଏସସିଫ ସୌମ୍ୟ ଙ୍କ ମୃତ୍ୟୁ କୁ ନେଇ ଯେତେବେଳେ କଂଗ୍ରେସ ନେତା ସୁର ରାଉତରାୟ ଙ୍କୁ ତାଙ୍କ ମତ ପଚରା ଯାଇଥିଲା, ସେତେବେଳେ ସେ କହିଛନ୍ତି ଯେ, କଣ ପାଇଁ ସୌମ୍ୟ ଙ୍କ ମୃତ୍ୟୁ କୁ ନେଇ ଏତେ ଡ୍ରାମା କରା ଯାଉଛି ।

ଏହା ସ୍ପଷ୍ଟ ରୂପରେ ଜଣା ପଡୁଛି ଯେ, ତାଙ୍କର ମର୍ଡର କରାଯାଇଛି । ପୋଲିସ ବାରମ୍ବାର ତାଙ୍କ ସ୍ତ୍ରୀ କୁ ଜେରା କରୁଛନ୍ତି କିନ୍ତୁ କୌଣସି ଲାଭ ହେଉ ନାହିଁ । ଏତେ ସବୁ ଡ୍ରାମା ର କୌଣସି ଆବଶ୍ୟକତା ନାହିଁ । ଏହା ପଛରେ ବୋଧହୁଏ ସରକାର ଲୋକ ଅଛନ୍ତି । ନଚେତ ଏତେ ସବୁ ଡ୍ରାମା କରିବା କଣ ଦରକାର । ସୌମ୍ୟ ଙ୍କୁ ପ୍ଲାନ କରାଯାଇ ମର୍ଡର କରାଯାଇଛି ।

ଏହା ଆ-ତ୍ମ-ହ-ତ୍ୟା ଅଥବା କୌଣସି ଦୁର୍ଘଟଣା ନୁହେଁ । ତେଣୁ ସରକାର ଏହି ସମ୍ବନ୍ଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ତାଙ୍କ ହତ୍ୟାକାରୀ ଙ୍କୁ ତୁରନ୍ତ ଆରେଷ୍ଟ କରନ୍ତୁ । ଏପରି କରିବା ଦ୍ୱାରା ହିଁ ସୌମ୍ୟ ଓ ତାଙ୍କ ପରିବାର କୁ ଉଚିତ ନ୍ୟାୟ ମିଳିବ । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *