ACF Soumya Ranjana ଙ୍କ ମୃତ୍ୟୁ ମାମଲାରେ ଏମିତି କଣ ଗେମ ଖେଳୁଛନ୍ତି ବିଦ୍ୟା ? କଣ ଅଟେ ସୌମ୍ୟ ଓ ବିଦ୍ୟାଙ୍କ ଅଡିଓ ରେକର୍ଡିଂ ର ରହସ୍ୟ ?

ବନ୍ଧୁଗଣ ସୋମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାକୁ ନେଇ ବର୍ତ୍ତମାନ ବହୁତ ବଡ ବଡ ରହସ୍ୟର ଖୁଲାସା ହେଉଛି । ସୋମ୍ୟଙ୍କ ହତ୍ୟାକୁ ଏକ ଷଡଯନ୍ତ୍ରର ରୂପ ଦିଆ ହେଉଛି । ସୋମ୍ୟଙ୍କ ପରିବାର ଲୋକ ବିଦ୍ୟାଙ୍କ ଉପରେ କେତେକ ଅଭିଯୋଗ ଆଣିଛନ୍ତି ।

ବନ୍ଧୁଗଣ ଗତ କିଛି ସମୟ ପୂର୍ବରୁ ସୋମ୍ୟ ଓ ବିଦ୍ୟାଙ୍କର ଏକ ଅଡିଓ କଲ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ସେ ନେଇ ବର୍ତ୍ତମାନ ଏକ ବଡ ପ୍ରଶ୍ନ ଉଠିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ ।

ଗତ କିଛି ସମୟ ପୂର୍ବରୁ ବିଦ୍ୟା ଏକ କଲ୍ ରେକର୍ଡ ମିଡିଆକୁ ଦେଇଥିଲେ । ସେହି କଲ୍ ରେକର୍ଡରେ ବିଦ୍ୟା ବାରମ୍ବାର ସୋମ୍ୟଙ୍କ ଉପରେ ସନ୍ଧେହ କରି ଫୋନ ମାଗୁଛନ୍ତି ହେଲେ ସୋମ୍ୟ ନିଜ କିଛି ଭୁଲ କାମ କରି ନାହାନ୍ତି ବୋଲି କହୁଛନ୍ତି । ଏହି କଲ୍ ରେକର୍ଡକୁ ନେଇ ବର୍ତ୍ତମାନ ବହୁତ ପ୍ରଶ୍ନ ଉଠୁଛି । ବିଦ୍ୟା ଭାରତୀଙ୍କ ଡ୍ରାମା ସମସ୍ତଙ୍କୁ ଚକିତ କରୁଛି ।

କାରଣ ବନ୍ଧୁଗଣ ପ୍ରଥମ ଦିନରୁ ନିଜ ସ୍ଵାମୀଙ୍କ ଚରିତ୍ରକୁ ନେଇ କାହିଁକି ମୁହଁ ଖୋଲୁ ନଥିଲେ ବିଦ୍ୟା । ସ୍ଵାମୀର ମୃତ୍ୟୁ ପରେ ସେହି ଅଡିଓ କଲ୍ କୁ ବିଦ୍ୟା ଗଣ ମାଧ୍ୟମ ପାଖକୁ ଆଣିଥିଲେ । ବର୍ତ୍ତମାନ ଏକ ବଡ ପ୍ରଶ୍ନ ସାମ୍ନାକୁ ଆସୁଛି । ଯଦି ବିଦ୍ୟା ଅଡିଓ କଲ୍ ରେକର୍ଡ କରିଥିଲେ ତା ହେଲେ କାହିଁକି କରିଥିଲେ ?, ସ୍ଵାମୀ ସ୍ତ୍ରୀଙ୍କ ପର୍ଶନାଲ କଥା ଗୁଡିକୁ କେଉଁ ଉଦ୍ଦେଶ୍ୟରେ ରେକର୍ଡ କରିଥିଲେ ବିଦ୍ୟା ଭାରତୀ ।

ବିଦ୍ୟା ଏହି ଅଡିଓ କଲ୍ କୁ ପ୍ରଥମ ଦିନରେ କାହିଁକି ସାମ୍ନାକୁ ଆଣି ନଥିଲେ । ବିଦ୍ୟା ଭାରତୀ କଣ ଜାଣିଥିଲେ ଏଭଳି କିଛି ଅଘଟଣା ଘଟିବ ଯାହାଦ୍ୱାରା ଶଶୁର ଘର ଲୋକେ ବିଦ୍ୟାଙ୍କ ଉପରେ ଅଭିଯୋଗ କରିବେ ଓ ସେହି ସମୟରେ ଏହି କଲ୍ ରେକର୍ଡଟି ତାଙ୍କୁ ବଞ୍ଚେଇବ । ଯଦି ବିଦ୍ୟା ନିଜ ସ୍ଵାମୀଙ୍କ ଉପରେ ସନ୍ଦେହ କରୁଥିଲେ ତା ହେଲେ ସେ ନିଜ ଘର ଲୋକଙ୍କୁ ଏହା ବିଷୟରେ ନିଶ୍ଚୟ କହିଥିବେ ।

ହେଲେ ବିଦ୍ୟାଙ୍କ ବାପା ସୋମ୍ୟ ଓ ବିଦ୍ୟାଙ୍କ ଫଟୋ ଦେଖାଇ କହୁଛନ୍ତି- ଆମ ଜ୍ଵାଇଁ ବହୁତ ଭଲ ଥିଲେ । ଏହା ସହିତ ସେ କହୁଛନ୍ତି ସୋମ୍ୟଙ୍କ ଘର ଲୋକଙ୍କ ବିରୋଧରେ ତାଙ୍କର କୌଣସି ଅଭିଯୋଗ ନାହିଁ । ଅନ୍ୟ ପକ୍ଷରେ କହୁଛନ୍ତି ଝିଅ ଓ ଜ୍ଵାଇଁର ସମ୍ପର୍କ ଭଲ ଥିଲା । ବନ୍ଧୁଗଣ ଯଦି ସେହି ଦୁଇଜଣଙ୍କ ସମ୍ପର୍କ ଭଲ ଥିଲା ତା ହେଲେ ବିଦ୍ୟା କଣ ସମସ୍ତଙ୍କ ସାମ୍ନାରେ ଡ୍ରାମା କରୁଛନ୍ତି ।

ବିଦ୍ୟାଙ୍କର ଏହି ଡ୍ରାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ହେଲେ ବହୁତ ଶୀଘ୍ର ବିଦ୍ୟାଙ୍କ କଳା କର୍ଣ୍ଣାମାର ପରଦାଫାସ ହେଇଯିବ । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *