ବନ୍ଧୁଗଣ ବର୍ତ୍ତମାନର ସମୟରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ବନ୍ଧୁଗଣ ଏହି କରୋନା କାଳ ସମୟରେ ଏକ ଚା-ଞ୍ଚ-ଲ୍ୟକା-ର ଘ-ଟ-ଣା ଗତ କିଛି ଦିନ ପୂର୍ବରୁ ସାମ୍ନାକୁ ଆସିଥିଲା ।
ଗତ କିଛି ଦିନ ତଳେ ପାରଳାଖେମୁଣ୍ଡିରେ ଘଟିଥିବା ଏକ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ସାମ୍ନାକୁ ଆସିଥିଲା । ଗତ କିଛି ଦିନ ତଳେ ଏସିଏଫ ସୋମ୍ୟ ରଞ୍ଜନ ନିଜ ଘରେ ଜ-ଳି ମ-ରି-ଯା-ଇଥିଲେ । ବନ୍ଧୁଗଣ ପ୍ରଥମେ ଏହାକୁ ଏକ ଆ-କ-ସ୍ମି-କ ଦୁ-ର୍ଘ-ଟ-ଣା ବୋଲି କୁହାଯାଉଥିଲା ହେଲେ ବର୍ତ୍ତମାନ ଏହାକୁ ଷ-ଡ-ଯ-ନ୍ତ୍ର କୁହାଯାଉଛି । ପାରଳାଖେମୁଣ୍ଡିର ଏକ ସରକାରୀ କ୍ଵାଟରରେ ସୋମ୍ୟ ଜ-ଳି ମୃ-ତ୍ୟୁ ବ-ର-ଣ କରିଥିଲେ ।
ହେଲେ ବନ୍ଧୁଗଣ ସେହି ସ୍ଥାନରେ ସୋମ୍ୟ ଜ-ଳି ମ-ରି-ଥି-ବାର କୌଣସି ସଠିକ ସୁ-ରା-ଗ ମିଳି ନଥିଲା । ବନ୍ଧୁଗଣ ସୋମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଙ୍କ ମଧ୍ୟରେ ପାରିବାରିକ କ-ଳ-ହ ଲାଗି ରହିଥିବାରୁ ସୋମ୍ୟଙ୍କ ମୁ-ତ୍ୟୁ ପାଇଁ ବିଦ୍ୟାଙ୍କୁ ଦା-ୟୀ କରାଯାଉଛି ।
ଗତ କାଲି ସୋମ୍ୟଙ୍କ ମା ମିଡିଆ ସାମ୍ନାରେ ଏକ ବଡ ବୟାନ ଦେଇଥିଲେ । ସେହି ବୟାନରେ ବିଦ୍ୟା ଓ ସୋମ୍ୟଙ୍କ ମଧ୍ୟରେ ଥିବା ପାରିବାରିକ କ-ଳ-ହ ବିଷୟରେ ବହୁତ କିଛି ଜଣା ପଡିଥିଲା । ବର୍ତ୍ତମାନ ସୋମ୍ୟଙ୍କ ମାଇଁ ବିଦ୍ୟାଙ୍କ ଉପରେ ଏକ ବଡ ବୟାନ ଦେଇଛନ୍ତି ବନ୍ଧୁଗଣ ଏହି ବୟାନ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ତାଙ୍କ ମାଇଁଙ୍କ ସେହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ସୋମ୍ୟଙ୍କ ମାଇଁଙ୍କ ମତରେ-‘ବିଦ୍ୟା ଥରେ ମୋତେ ଫୋନ କରି କହିଲା ମଣ୍ଡପ ପାଖକୁ ଯିବା ପାଇଁ । ଆଉ ଥରେ କାନ୍ଦି କାନ୍ଦି ଫୋନ କରି କହିଲା ମୋର ମା-ନ-ସି-କ ଯ-ନ୍ତ୍ର-ଣା ରହୁଛି । ତମେ ଯାଇ ଟିକେ ମଣ୍ଡପ ପାଖରେ ମାନସିକ କରି ଆସ । ବାବା ତ କହିଛନ୍ତି ମୋର ସବୁ ଭଲ ତା ହେଲେ କାହିଁକି ମୋର ଏ ମା-ନ-ସି-କ ଯ-ନ୍ତ୍ର-ଣା ହେଉଛି । ମୁ ତାକୁ ପଚାରିଲି କଣ ଅଶାନ୍ତି ହେଉଛି, ସେ କହିଲା ମୁ ଘର ପାଖକୁ ଗଲେ ତମକୁ ସବୁ କହିବି’ ।
ଏହାପରେ ଆଗକୁ ମାଇଁ କହିଲେ-‘ଏହା ପରେ ସେ ଟ୍ରେନିଙ୍ଗ ସମୟରେ ଥରେ ମୂ-ର୍ଚ୍ଛା ହୋଇ ପ-ଡି-ଗ-ଲା ସେତେବେଳେ ସେ ଏହି କଥା କହିବା ପାଇଁ ତା ମା’କୁ ମନା କରିଥିଲା ହେଲେ ତା ମା ସହ ମୁ କଥା ହୋଇ ଏ ସବୁ କଥା ବିଷୟରେ ଜାଣିଥିଲି । ସେ ବଲାଙ୍ଗୀର ଯାଇ ଏଲଆଇ ପାଇଁ ଟ୍ରେନିଙ୍ଗ ନେଉଥିଲା ହେଲେ ଆମେ ତାକୁ ଚାକିରି କରିବା ପାଇଁ ମନା କରିଥିଲୁ । ହେଲେ ସେ ଜିଦି କରି ଟ୍ରେ-ନି-ଙ୍ଗ-କୁ ଯାଉଥିଲା’ ।
ଏହାପରେ ଆଗକୁ ମାଇଁ କହିଲେ-‘ ଯେତେବେଳେ ମୁ ମୋ ଭଣଜା ସହ କଥା ହେଲି ସେତେବେଳେ ସେ ବହୁତ ଦୁଃଖ ପ୍ରକାଶ କରି କହିଲା ମୋ ସ୍ତ୍ରୀ ଡିଏଫଓ ସହ ସମ୍ପର୍କ ରଖିଛି । ରୋଷେଇଆ ଘରେ ରୋଷେଇ କରୁଛି ହେଲେ ବିଦ୍ୟାକୁ ବାରମ୍ବାର ରୋଷେଇ ଘରକୁ ଯିବା କଣ ଦରକାର ।
ହେଲେ ସେ ବାରମ୍ବାର ରୋଷେଇଆ ପାଖକୁ ଯାଉଥିଲା । ଡିଏଫଓ ମଧ୍ୟ ମୁ ନଥିବା ବେଳେ ଆମ ଘରକୁ ଆସି ଖାଇ ପିଇ ଯାଉଥିଲେ’ । ବନ୍ଧୁଗଣ ସୋମ୍ୟଙ୍କ ମାଇଁ ଏହି ବଡ ବୟାନ ଦେବା ସହ କହିଛନ୍ତି ତାଙ୍କ ପୁଅକୁ ନ୍ୟାୟ ଦେବା ପାଇଁ । ତେବେ ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ