ମହିଳାଙ୍କୁ ମାଡି ବସିଲେ ପୋଲିସ ବାବୁ, ଆଉ ତା’ ପରେ ଯାହା ହେଲା….ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଏହି ସୋସିଆଲ ମିଡ଼ିଆ ଉପସ୍ଥିତ ଥିବେ । ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ ।

ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି । ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି ।

ତେବେ କିଛି ଭାଇରାଲ ଭିଡିଓ ରେ ସାଧାରଣ ଜନତା ନୁହେଁ ବରଂ ଖାକି ପୋଷାକ ପିନ୍ଧିଥିବା ପୋଲିସ ମାନଙ୍କ ର କିଛି ଅଦ୍ଭୁତ କାର୍ଯ୍ୟ ଦେଖିବାକୁ ମିଳିଥାଏ । ତେବେ ପୋଲିସ ଆମ ସୁରକ୍ଷା ପାଇଁ ରହିଥାନ୍ତି ଏବଂ ଦେଶ ର ସୁରକ୍ଷା ପାଇଁ ନିଜ ର ବଳିଦାନ ମଧ୍ୟ ଦେଇ ଦିଅନ୍ତି ।

କିନ୍ତୁ କିଛି ପୋଲିସ କର୍ମଚାରୀ ଙ୍କ ଯୋଗୁଁ ସମ୍ପୂର୍ଣ୍ଣ ପୋଲିସ ଡ଼ିପାର୍ଟମେଂଟ ବଦନାମ ହୋଇ ଯାଇଛି ତେବେ ଆସନ୍ତୁ ଆଜି ସେହି ପୋଲିସ ମାନଙ୍କ ର ଏକ ଅଦ୍ଭୁତ ଘଟଣା ର ସମ୍ପର୍କରେ ଆଲୋଚନା କରି ନେବା । ଉତ୍ତରପ୍ରଦେଶର ଦେହାତ ପୋଲିସ ର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି । ଭିଡିଓ ରେ ଦେଖିବାକୁ ମିଳୁଛି ଜଣେ ପୋଲିସ କର୍ମଚାରୀ ଜଣେ ମହିଳା ଙ୍କୁ ଉପରେ ବସି ତାଙ୍କୁ ମାଡି ବସିଛନ୍ତି ।

ଏହି ସମୟର ଏକ ଫୋଟୋ କୁ ସମାଜବାଦୀ ପାର୍ଟି ର ମୁଖ୍ୟ ଅଖିଳେଶ ୟାଦବ ସୋସିଆଲ ମିଡ଼ିଆ ରେ ସେୟାର କରିବା ସହ ବିଜେପି ସରକାର ଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି । ଘଟଣା ଟି ହେଉଛି ଭୋଗିନ ପୁର ଥାନା ପୁଖରାୟ ଛକ ର । ସେଠା କାର ପୋଲିସ କର୍ମଚାରୀ ମାନେ ଦୁର୍ଗା ଦାସପୁର ଗାଁ କୁ ଜଣେ ଅଭିଯୁକ୍ତ କୁ ଗିରଫ ପାଇଁ ଯାଇଥିଲେ ।

ସେପଟେ ଘଟଣା କୁ ନେଇ କାନପୁର ଦେହାତ ଏସିପି ସଫେଇ ଦେଇଛନ୍ତି କି ଏହି ଫୋଟୋ ରେ ଦେଖା ଯାଉଥିବା ମହିଳା ଜଣକ ହେଉଛନ୍ତି ସେହି ଅଭିଯୁକ୍ତ ଙ୍କ ସମ୍ପର୍କୀୟ । ସେହି ମହିଳା ଜଣଙ୍କ ପୋଲିସ କର୍ମଚାରୀ ଙ୍କ କଲର ଟାଣିବାରୁ ପୋଲିସ ଜଣକ ତଳେ ପଡିଯାଇଥିଲେ ଏବଂ ମହିଳା ଜଣକ ତଳେ ରହି ଯାଇଥିଲେ । ପରେ ମହିଳା ଜଣକ କଲର ଛାଡି ଦେବାରୁ ପୋଲିସ ସେଠାରୁ ଚାଲି ଯାଇଥିଲେ ।

ତେବେ କାନପୁର ପୋଲିସ ମଧ୍ୟ ଲେଖିଛନ୍ତି କି ଅଭିଯୁକ୍ତ ଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ତାଙ୍କ ପରିବାର ଲୋକ ରାଗରେ ପୋଲିସ ଙ୍କ ଉପରେ ଆକ୍ରମଣ କରି ତାଙ୍କ କଲର ଭିଡି ଦେଇଥିଲେ ତେଣୁ ପୋଲିସ କର୍ମଚାରୀ ଜଣକ ମହିଳା ଙ୍କ ଉପରେ ପଡି ଯାଇଥିଲେ । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ଏବଂ ଭାଇରାଲ ହେଉଛି ।  ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *