ଆମ ଦୈନନ୍ଦିନ ଜୀବନରେ ମୋବାଇଲ ଫୋନ ଏକ ଅତି ବ୍ୟବହାର୍ଜ୍ୟ ଓ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ସାରିଛି । ଫୋନ ବିନା ଆମେ ଘରୁ ବାହାରୁ ନାହୁଁ । ମଣିଷର ସବୁଠୁ ବଡ ଉଦ୍ଭାବନ ଗୁଡିକ ମଧ୍ୟରେ ସ୍ମାର୍ଟ ଫୋନ ଏକ ବରଦାନ ପରି ଅଟେ ।
କିନ୍ତୁ ଯେମିତି କୁହାଯାଏ ଲେମ୍ବୁ ଅତି ଚିପୁଡିଲେ ପିତା, ସେହି ଭଳି ଏହି ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର ମଧ୍ୟ ଆମ ପାଇଁ ଭୟଙ୍କର କ୍ଷ-ତି-କା-ର-କ ଅଟେ । ମଣିଷକୁ ମୋବାଇଲ ଯେତେ ସୁବିଧା ଆଣି ଦେଉଛି ସେତିକି ମାତ୍ରାରେ ତାର ହା-ନି କରୁଛି । ବିଶେଷ କରି ପାଠ ପଢୁଥିବା ଛୋଟ ପିଲାଙ୍କ ପାଇଁ ଏହା ପ୍ରା-ଣ-ନା-ଶ-କ ମଧ୍ୟ ସା-ବ୍ୟ-ସ୍ତ ହେଉଛି । ହେଲେ ବି ବୁଝି ପାରୁ ନାହାନ୍ତି ବାପା ମା । ଏପରି ଏକ ମ-ର୍ମ-ନ୍ତୁ-ଦ ଘ-ଟ-ଣା-ର ଏକ ଭିଡିଓ ସାମନାକୁ ଆସିଛି ।
ମା ଟିଏ ତା ପୁଅକୁ ଫେରେଇ ଆଣିବାକୁ କହି କାନ୍ଦି କାନ୍ଦି ଗ-ଡୁ-ଛି । ମା ଜଣଙ୍କର ଏପରି ହୃଦୟ ବି-ଦା-ର-କ କ୍ର-ନ୍ଦ-ନ ଦେଖିଲେ ଆପଣ ମଧ୍ୟ ଭୋ ଭୋ ହୋଇ କାନ୍ଦି ପକାଇବେ । ପିଲାଟି ପ୍ରାୟତଃ ସାଙ୍ଗ ସାଥିଙ୍କ ସହ ଘର ପାଖରେ ଥିବା ଟ୍ରେନ ଲାଇନ ପାଖେ ଯାଇ ଖ-ଟି କରେ ଓ ସେମାନେ ସେଠି ଫୋନରେ ଗେ-ମ ମଧ୍ୟ ଖେଳନ୍ତି । ତେବେ ନିକଟରେ ସେହି ପିଲାଟି ଓ ତା ସାଙ୍ଗ ସାଥିମାନେ ଏକାଠି ହୋଇ ସେଠାକୁ ଯାଇଥିବା ବେଳେ, ପିଲାଟି କାନରେ ଇୟରଫୋନ ଦେଇ ଗୀତ ଶୁଣି ଶୁଣି ସାଙ୍ଗ ମାନଙ୍କୁ ପଛରେ ଛାଡି କିଛି ବାଟ ଆଗକୁ ଚାଲି ଯାଇଥିଲା ।
ତେବେ ସେ ଇୟରଫୋନ ଲଗାଇ ଫୋନରେ ବ୍ୟସ୍ତ ଥିବା ବେଳେ ଜାଣି ପାରି ନ ଥିଲା କି ପଛରୁ ଆସୁଛି ମୃ-ତ୍ୟୁ । ପିଲାଟି ଚି-ନ୍ତା-ଶୂ-ନ୍ୟ ହୋଇ ଫୋନରେ ମଜି ରହିଥିବା ବେଳେ ପଛରୁ ଦ୍ରୁତ ଗତିରେ ମା-ଡି ଆସିଥିଲା ଏକ ଟ୍ରେନ । ପିଲାଟି ଅନ୍ଯମନସ୍କ ହୋଇ କେତେବେଳେ ଟ୍ରେନ ଲାଇନ ଉପରେ ଚାଲୁଥିଲା ସେ ନିଜେ ମଧ୍ୟ ଜାଣି ପାରି ନ ଥିଲା ।
ଏହିପରି ସମୟରେ ତାକୁ ସାଙ୍ଗମାନେ ସ-ତ-ର୍କ କରାଇବା ଆଗରୁ ହିଁ ଧ-କ୍କା ଦେଇଥିଲା ଟ୍ରେନ ଓ ସେହି କ୍ଷଣି ହିଁ ଅତି ମ-ର୍ମ-ନ୍ତୁ-ଦ ଭାବେ ଚାଲି ଯାଇଥିଲା ନିରୀହ ପିଲାଟିର ଜୀବନ । ତେବେ ତା ମାଆ ଏହି ଖବର ପାଇବା ପରେ ସେଠାକୁ ଧାଇଁ ଆସି ଛା-ତି ଫ-ଟା-ଇ କା-ନ୍ଦୁ-ଥି-ଲେ ଓ କାନ୍ଦି କାନ୍ଦି କହୁଥିଲେ, ‘ମୋ ପୁଅକୁ ବଞ୍ଚାଇ ଦିଅ , ମୋ ଧନକୁ ଫେରାଇ ଆଣ ।
ପୁଅର ଏପରି ଅକାରଣ ମୃ-ତ୍ୟୁ-ରେ ଅସମ୍ଭାଳ ହୋଇ କାନ୍ଦୁଥିଲେ ମା । ତାଙ୍କ ପିଲାର ମୋବାଇଲ ଫୋନ ଦିନେ ତାଙ୍କ ପୁଅର ଜୀବନ ନେଇଯିବ ବୋଲି କେବେ ମଧ୍ୟ ଭାବି ପାରି ନ ଥିଲେ ମାଆ । ତେବେ କିଏ ସେହି ମାଙ୍କୁ ବୁଝାଇବ ଯେ ଆଉ ଯେତେ ଛାତି ପି-ଟି କାନ୍ଦିଲେ ମଧ୍ୟ ଆଉ ତାଙ୍କ ପୁଅ ଫେରି ଆସିବନି ? ତେବେ ପୋ-ଲି-ସ ଘ-ଟ-ଣା ସ୍ଥଳରେ ପହଞ୍ଚି ଘଟଣାର ତ-ଦ-ନ୍ତ କରିଛି ।
ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ