ବନ୍ଧୁଗଣ ଆପଣ ମାନେ ସମସ୍ତେ ଭୁବନେଶ୍ଵରରେ ଘ-ଟି-ଥି-ବା ପ୍ରିୟଙ୍କାଙ୍କ ହ-ତ-ୟା-କା-ଣ୍ଡ କେ-ସ ବିଷୟରେ ବହୁତ ଭଲ ଭାବରେ ଜାଣିଥିବେ । ବନ୍ଧୁଗଣ ଏହି କରୋନା କାଳ ସମୟରେ ଏହି ଘ-ଟ-ଣା-ଟି ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛି ।
ପ୍ରିୟଙ୍କାଙ୍କ ହ-ତ-ୟା-କା-ଣ୍ଡ କୁ ନେଇ ପୋ-ଲି-ସ ତ-ଦ-ନ୍ତ ଆରମ୍ଭ କରିସାରିଛି ଓ କେତେକ ନୂଆ ନୂଆ ର-ହ-ସ୍ୟ ସାମ୍ନାକୁ ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ହ-ତ-ୟା-କା-ଣ୍ଡ କୁ ନେଇ କିଛି ଏପରି ରହସ୍ୟ ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଗତ କିଛି ଦିନ ହେବ ଏହି ମା-ମ-ଲା-ର ତ-ଦ-ନ୍ତ ଏୟାର ଫିଲ୍ଡ ପୋ-ଲି-ସ କରୁଛନ୍ତି ।
ଅଭିଯୁକ୍ତ ଜଗନ୍ନାଥ ଓ ପ୍ରିୟାଙ୍କାଙ୍କ ୱାଟସପ୍ ଚା-ଟି-ଙ୍ଗ ବିଷୟରେ ପୋ-ଲି-ସ ଖୁଲାସା କରିଛି । ଜଗନ୍ନାଥଙ୍କ ମୋବାଇଲରେ ସମସ୍ତ ଚା-ଟି-ଙ୍ଗ ଓ ଫଟୋ ଭିଡିଓ ଆଦି ରହିଛି ହେଲେ ପ୍ରିୟାଙ୍କା ନିଜ ମୋବାଇଲରୁ ଏସବୁ ଚା-ଟି-ଙ୍ଗ ଓ ଫଟୋ ଭିଡିଓକୁ ଡି-ଲେ-ଟ କରିଦେଇଛନ୍ତି ।
ଘ-ଟ-ଣା ସ୍ଥଳରେ ପୋ-ଲି-ସ ଏହି ଦୁଇଜଣଙ୍କ ମୋବାଇଲକୁ ଜ-ବ-ତ କରିଥିଲା । ଜଗନ୍ନାଥଙ୍କ ମୋବାଇଲରୁ ୧୫୦ରୁ ଅଧିକ ଫଟୋ ଓ ୩୦ରୁ ଅଧିକ ଭିଡିଓ ମିଳିଛି । ସମସ୍ତ ଫଟୋ ଭିଡିଓ କଲେଜ ପାଠ ପଢା ବେଳର ବୋଲି ଜଣା ପଡିଛି । କୌଣସି ଭିଡିଓ କି ଫଟୋ ଅ-ଶ୍ଳୀ-ଳ ନୁହେଁ । ହେଲେ ଉଭୟଙ୍କ ବୁଲାବୁଲି ସମୟର ଫଟୋ ଭିଡିଓକୁ ଅ-ପ-ବ୍ଯ-ବ-ହା-ର କରିବା ପାଇଁ ଯୋ-ଜ-ନା କରିଥିଲେ ଜଗନ୍ନାଥ ।
ବାହାଘର ପରେ ପ୍ରିୟଙ୍କାଙ୍କ ମୋବାଇଲ୍କୁ ଫଟୋଗୁଡି଼କ ପଠାଇ ଏହାକୁ ଭାଇରାଲ୍ କରିବାର ଧ-ମ-କ ଦେଇଥିଲା । ପ୍ରିୟଙ୍କା ଏସବୁ ଫଟୋ ଦେଖି ଡ-ରି ଯାଇଥିଲେ । ଯାହାର ଭରପୁର ଫାଇଦା ଉଠାଇଥିଲା ଜଗନ୍ନାଥ । ପ୍ରତିଦିନ ସ୍ୱାମୀ ରାକେଶ ଅଫିସ୍ ଯିବା ପରେ ଜଗନ୍ନାଥ ବାରମ୍ବାର ପ୍ରିୟଙ୍କାଙ୍କୁ ଫୋନ୍ କରୁଥିଲା । ତାଙ୍କ ସହ ଜ-ବ-ର-ଦ-ସ୍ତି ଘଣ୍ଟା ଘଣ୍ଟା ଧରି ଗପୁଥିଲା । ଭାଇରାଲ ଭୟରେ ପ୍ରିୟଙ୍କା ଜଗନ୍ନାଥଙ୍କ ନ-ଖ-ରା-ମୀ-କୁ ବି-ରୋ-ଧ କରି ପାରୁନଥିଲେ, କି ତାଙ୍କ ସ୍ୱାମୀଙ୍କୁ କିଛି କହିପାରୁ ନଥିଲେ ।
ଜଗନ୍ନାଥ ପ୍ରିୟାଙ୍କାଙ୍କୁ ଫୋନ କରି-‘ଆଜି ହଁ ତ କାଲି ନାଁ । ତୋର ଏ ନ-ଖ-ରା-ମୀ ଆଉ ଚଳିବନି । ମୋ ସହ ତୋର ଢ଼େର୍ ଫଟୋ, ଭିଡିଓ ମୋବାଇଲ୍ରେ ରଖିଛି । ମତେ ବା-ଧ୍ୟ କ-ର-ନି । ମୋ ସହ କଥା ନହେଲେ ଫଟୋ ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ କରିଦେବି । ଆଉ ରାସ୍ତାରେ ମୁହଁ ଟେ-କି ଚାଲି ପାରିବୁନି’ ଆଦି କହି ବ୍ଲା-କ-ମେ-ଲ କରୁଥିଲେ ।
କିଛି ମାସ ଏମିତି ପ୍ରିୟାଙ୍କାଙ୍କ ସହ କଥା ହେବା ପରେ ଜଗନ୍ନାଥ ମୁ-ଣ୍ଡ-ରେ ପୁଣି ପା-ଗ-ଳା-ମୀ ପ-ଶି-ଲା । ଭାଇରାଲର ଡ-ରା-ଣି ଦେଖାଇ ଭୀମଟାଙ୍ଗୀସ୍ଥିତ ପ୍ରିୟଙ୍କାଙ୍କ ଭଡ଼ାଘର ଏରୁଣ୍ଡି ବନ୍ଧ ଡେଇଁଥିଲା ଜଗନ୍ନାଥ । ପ୍ରିୟଙ୍କାଙ୍କ ସହ ଗପସପ କରି ସ୍ୱାମୀ ଫେରିବା ପୂର୍ବରୁ ଘରୁ ବାହାରି ଯାଉଥିଲା । ଭାଇରାଲ ଧ-ମ-କ ଦେଇ ଜଗନ୍ନାଥ ବେଳେବେଳେ ପ୍ରିୟଙ୍କାଙ୍କ ଠୁ ଟଙ୍କା ବି ନେଇଥିବା ଜଣାପଡ଼ିଛି ।
ହେଲେ ବନ୍ଧୁଗଣ ଗତବର୍ଷ କରୋନା ମହାମାରୀ ପାଇଁ ସ୍ଵାମୀଙ୍କର ‘ୱାର୍କ ଫ୍ରମ ହୋମ୍’ ଆରମ୍ଭ ହେଲା । ଯାହାଫଳରେ ଜଗନ୍ନାଥ ଫୋନ କରୁଥିଲେ ପ୍ରିୟଙ୍କା ଉଠାଉ ନଥିଲେ । ହେଲେ ଲକଡାଉନ ସରିବା ପରେ ପ୍ରିୟଙ୍କା ପୁଣି କଥା ହେଲେ । ଅନ୍ୟ ପକ୍ଷରେ ତାଙ୍କ କୁନି ପୁଅଟି ବଡ ହେଉଥିବାରୁ ଜଗନ୍ନାଥଙ୍କୁ ଘରେ ନ ପ-ଶେ-ଇ-ବା ପାଇଁ ପ୍ରିୟଙ୍କା ନିଷ୍ପତ୍ତି ନେଲେ ।
ହେଲେ ପା-ଗ-ଳା-ମି-ରେ ପଡି ଜଗନ୍ନାଥ ଏହିପରି କାମ କରିଛନ୍ତି ବୋଲି ଜଣା ପଡିଛି । ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣଙ୍କ ମତ କଣ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ