ବନ୍ଧୁଗଣ କରୋନା ମହାମାରୀ ସଂପୂର୍ଣ୍ଣ ଦେଶକୁ ବ-ର-ବା-ଦ କରି ସାରିଛି । ଏହି ଭାଇରସ ପାଇଁ ଦେଶର ଅବସ୍ତା ଜଟିଳ ହୋଇଯାଇଛି । ଦେଶରେ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଇଥିବା ବେଳେ ଏହି ଭାଇରସର ସଂ-କ୍ର-ମ-ଣ ହାର କମୁନାହିଁ ।
ସଂ-କ୍ର-ମ-ଣ ହାର କମୁ ନଥିବାରୁ ଭାରତ ସରକାର ଗତ ବର୍ଷ ପରି ଏହି ମଧ୍ୟ ମଧ୍ୟ ଲକଡାଉନ ଘୋଷଣା କରିଛନ୍ତି । କିଛିଟା ଅମାନିଆ ଲୋକ ଯେଉଁ ମାନେ ଗାଇଡଲାଇନର ନିୟମକୁ ଉ-ଲଂ-ଘ-ନ କରୁଛନ୍ତି ସେମାନଙ୍କ ପାଇଁ ସଂ-କ୍ର-ମ-ଣ ହାର ତୀବ୍ର ଗତିରେ ବଢିବାରେ ଲାଗିଛି ।
ବନ୍ଧୁଗଣ ସରକାରଙ୍କ ଗାଇଡଲାଇନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି ବିଶେଷ ନିୟମ ରହିଛି । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଖବର ବିଷୟରେ କହିବୁ ତାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଡ୍ୟାନ୍ସ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ କିଛି ମହିଳା ଓ ପୁରୁଷ ମାନେ ହାତ ଧରାଧରି ହୋଇ ହସ ଖୁସିରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।
ବନ୍ଧୁଗଣ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ କାରଣ ଏହି ଖବରଟି କରୋନା ନିୟମରୁ ଉଲଂଘନକୁ ଦର୍ଶାଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ କିଛି ମହିଳା ଓ ପୁରୁଷ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଭିଡିଓରେ ନାଲି ଶାଢୀ ପିନ୍ଧିଥିବା ମହିଳା ଜଣକ ହେଉଛନ୍ତି ମାଲକାନ ଗିରି ଜିଲାର BEO ମ୍ୟାଡମ । ବନ୍ଧୁଗଣ ଏଠାରେ କରୋନା କଟକଣାକୁ ନମାନିବା ସହ ସରକାରୀ ପଦବୀର ଅ-ପ-ବ୍ୟ-ବ-ହା-ର ମଧ୍ୟ କରାଯାଇଛି ।
ଏହି ଭିଡିଓଟି ହେଉଛି ସରକାରୀ ଅତିଥି ଭବନର । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ମାଲକାନ ଗିରି ଜିଲ୍ଲା କୁଡୁମୁଳୁ ଗୁମାର ବ୍ଲକ ଶିକ୍ଷା ଅଧିକାରୀଙ୍କ ଡ୍ୟାନ୍ସ ଭିଡିଓ । ଏହି ସ୍ଥାନରେ କରୋନା ନିୟମର ଉ-ଲଂ-ଘ-ନ କରି ବିନା ମାସ୍କରେ ନାଚ ଗୀତ କରୁଛନ୍ତି ସରକାରୀ କର୍ମଚାରୀ ।
ହେଲେ ବନ୍ଧୁଗଣ ଏହି ଭିଡିଓଟି କେଉଁ ତାରିଖର ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପର୍ଷ୍ଟ ହୋଇ ନାହିଁ । କିନ୍ତୁ କରୋନା କଟକଣା ମଧ୍ୟରେ ହିଁ ଏହି ଭିଡିଓ ବନା ଯାଇଥିବାର ସୂଚନା ମିଳିଛି । ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ସରକାରୀ କର୍ମଚାରୀ ମାନେ ନିଜେ ସରକାରଙ୍କ ନିୟମର ଉ-ଲଂ-ଘ-ନ କରୁଛନ୍ତି । ଯଦି ବନ୍ଧୁଗଣ ସରକାରଙ୍କ ନିୟମର ଉ-ଲଂ-ଘ-ନ ସରକାରୀ କର୍ମଚାରୀ ମାନେ କରିବେ ତା ହେଲେ ସାଧାରଣ ଜନତା ମାନେ କଣ କରିବେ ।
ଯଦି ସାଧାରଣ ଜନତା ଏମିତି କରିବେ ତା ହେଲେ ସେମାନଙ୍କ ଉପରେ ପୋ-ଲି-ସ ଚଢାଉ କରି ଅନେକ ଫା-ଇ-ନ- ଆଦାୟ କରିବ । ଭିଡିଓରେ ନଜର ଆସୁଥିବା BEO ମ୍ୟାଡମଙ୍କ ନାମ ହେଉଛି ସୁଶ୍ରୀ ଗାୟତ୍ରୀ ଦେବୀ । ତାଙ୍କୁ ଏହି ଘଟଣା ସମ୍ପର୍କରେ ପଚରା ଉଚରା ପାଇଁ ବାରମ୍ବାର ଫୋନ କରାଯାଉଛି ହେଲେ ସେ ଫୋନ ଉଠାଇ ନାହାନ୍ତି ବୋଲି ଜଣା ପଡିଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।