ଦେଖନ୍ତୁ Video: ଧଣ୍ଡ ଦମ୍ପତିଙ୍କ ରୋମାଣ୍ଟିକ ଡ୍ୟାନ୍ସ, ଯାହା ଏବେ ସୋସିଆଲ ମିଡିଆରେ ନିଆଁ ପରି ହେଉଛି ଭାଇରାଲ

ବନ୍ଧୁଗଣ ପ୍ରକୃତିର ଖେଳ ବି ବିଚିତ୍ର ଅଟେ । ଏହି ଦୁନିଆରେ ଥିବା ସମସ୍ତ ଜୀବ ଜନ୍ତୁଙ୍କ ଆକାର ଓ ଶରୀର ଗଠନ ଭିନ୍ନ ଭିନ୍ନ ହୋଇଥାଏ । ଆପଣ ମାନେ ସମସ୍ତେ ଦୁଇଟି ସାପ ନାଚୁଥିବା ସମୟର ଦୃଶ୍ୟ ନିଶ୍ଚୟ ଦେଖିଥିବେ ।

ସାପ ନାଚୁଥିବାର ଦୃଶ୍ୟ ବହୁତ ବିଚିତ୍ର ହୋଇଥାଏ ଓ ଲୋକମାନେ ଏହି ଦୃଶ୍ୟ ଦେଖି ବହୁତ ଆନନ୍ଦ ଉଠାଇ ଥାନ୍ତି । ହେଲେ ବନ୍ଧୁଗଣ ଦୁଇଟି ସାପ ନାଚୁ ଥିବାର ଦୃଶ୍ୟ ବହୁତ କମ ଦେଖିବାକୁ ମିଳିଥାଏ । ନାଗ ସାପକୁ ଶିବଙ୍କର ପ୍ରତୀକ ବୋଲି ମାନା ଯାଇଥାଏ ଓ ନାଗ ସାପକୁ ଲୋକମାନେ ପୂଜା ମଧ୍ୟ କରିଥାନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଦୁଇଟି ଧଣ୍ଡ ସାପଙ୍କ ବିଷୟରେ କହିବାକୁ ଯାଉଛୁ । ସାପ ମାନଙ୍କର ଅନେକ ପ୍ରଜାତି ରହିଛି । ସେଥି ମଧ୍ୟରୁ ଗୋଟେ ପ୍ରଜାତି ହେଉଛି ଧଣ୍ଡ ସାପ । ଧଣ୍ଡ ସାପ ଏକ ଛୋଟ ସାପ ହୋଇଥାଏ ଓ ଏହି ସାପଟି ମଣିଷଙ୍କ ପାଇଁ ଅଧିକ କ୍ଷତି କାରକ ହୋଇ ନଥାଏ । ସମସ୍ତ ସ୍ଥାନରେ ଏହି ସାପ ଅତି ସହଜରେ ଦେଖିବାକୁ ମିଳେ ।

ଗତ କିଛି ସମୟ ହେବ ବନ୍ଧୁଗଣ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓଟିକୁ ଦେଖି ଲୋକମାନେ ଖୁସି ହୋଇଯାଉଛନ୍ତି ଓ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ଦୁଇଟି ଧଣ୍ଡ ସାପ ରୋମାଣ୍ଟିକ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ବର୍ତ୍ତମାନ ବର୍ଷା ଋତୁର ସମୟ ଚାଲିଛି । ବର୍ଷା ଋତୁ ପାଇଁ ସମସ୍ତ ସ୍ଥାନର ପାଣିପାଗ ବହୁତ ଭଲ ରହିଛି ।

କେତେବେଳେ ବର୍ଷା ହେଉଛି ତ କେତେବେଳେ ଖରା ହେଉଛି । ଏପରି ପରିସ୍ଥିତିରେ କେବଳ ମଣିଷ ନୁହେଁ ଜୀବ ଜନ୍ତୁ ଓ ପଶୁ ପକ୍ଷୀ ମାନେ ମଧ୍ୟ ରୋମାଣ୍ଟିକ ମୁଡରେ ଅଛନ୍ତି । ଆଜି ସଖାଳ ସମୟରେ ବଲାଙ୍ଗୀରର ସୁନ୍ଦର ପରିବେଶକୁ ଉପଭୋଗ କରୁଥିଲେ ଧଣ୍ଡ ସାପ ଦମ୍ପତ୍ତି ।

ବଲାଙ୍ଗିର ରିଜର୍ବ ପୋଲିସ ଗ୍ରାଉଣ୍ଡ ଠାରେ ଦୀର୍ଘ ସମୟ ଧରି ଦୁଇଟି ଧଣ୍ଡ ସାପ ନୃତ୍ୟ କରୁଥିଲେ । ସେହି ନୃତ୍ୟକୁ ବହୁତ ସମୟ ପର୍ଯ୍ୟନ୍ତ ଉପଭୋଗ କରୁଥିଲେ ଲୋକମାନେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଧଣ୍ଡ ସାପର ନୃତ୍ୟ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *