ଇଏ ହେଉଛନ୍ତି ପ୍ରଧାନ ମନ୍ତ୍ରୀ Narendra Modi ଙ୍କ କ୍ଯାବିନେଟ ର ସବୁଠୁ ଗରିବ ମନ୍ତ୍ରୀ, ଯାହାଙ୍କ ପାଖରେ ଅଛି ମାତ୍ର ଏତିକି ସମ୍ପତି… ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ର ବିସ୍ତାର କରି ୪୩ ସଂସଦ ର ମନ୍ତ୍ରୀ ବନାଇଛନ୍ତି । ମନ୍ତ୍ରୀ ପରିଷଦ ରେ ୩୬ ଟି ନୂଆ ଚେହେରା ସାମିଲ କରାଗଲା । ଯେଉଁଥିରେ ୧୫ କ୍ୟାବିନେଟ ଏବଂ ୨୮ ରାଜ୍ୟ ମନ୍ତ୍ରୀ ବନାଗଲା ।

ମୋଦି ଙ୍କ ଦ୍ୱାରା ଏହି ଫେରବ ଦଳ ର ଆୟୋଜନ ପରେ ମନ୍ତ୍ରୀ ପରିଷଦ ର ସର୍ବମୋଟ ସଦସ୍ୟ ସଂଖ୍ୟା ୭୮ ହୋଇଗଲା । ଯେଉଁଥିରେ ମହିଳା ମନ୍ତ୍ରୀ ଙ୍କ ସଂଖ୍ୟା ୧୧ ଅଟେ । ଏହି ମନ୍ତ୍ରୀ ମାନଙ୍କ ମଧ୍ୟରୁ କେତେକ ମନ୍ତ୍ରୀ ବହୁତ ଧନୀ ଅଟନ୍ତି ଏବଂ କିଛି ଜଣ ଗରିବ । ଏହି ଏଭଳି ୪ ଜଣ ମନ୍ତ୍ରୀ ଅଛନ୍ତି ଯେଉଁମାନେ ୫୦ କୋଟି ଟଙ୍କା ସମ୍ପତ୍ତି ର ମାଲିକ ଅଟନ୍ତି ଏବଂ କିଛି ଜଣ ଏକ କୋଟି ସମ୍ପତ୍ତି ର ଅଧିକାରୀ ମଧ୍ୟ ନୁହନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଙ୍କ ଦ୍ଵାରା ନୂତନ କ୍ୟାବିନେଟ ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କୁ ନାଗରିକ ଉନ୍ମୟନ ମନ୍ତ୍ରାଳୟ ଦିଆଯାଇଛି । ମୋଦି ଙ୍କ ମନ୍ତ୍ରୀ ମଣ୍ଡଳ ରେ ସବୁଠାରୁ ଅଧିକ ଧନୀ ଏହି ମନ୍ତ୍ରୀ ଅଟନ୍ତି । ଏହି ମନ୍ତ୍ରୀ ସର୍ବମୋଟ ୩୭୯ କୋଟି ସମ୍ପତ୍ତି ର ମାଲିକ ଅଟନ୍ତି । ତାଙ୍କୁ ଏହି ସମ୍ପତ୍ତି ନିଜ ପୂର୍ବ ପୁରୁଷ ଙ୍କ ଠାରୁ ମିଳିଛି । ସେ ଜଣେ ରାଜକୀୟ ପରିବାର ରୁ ଆସିଛନ୍ତି ।

ଜ୍ୟୋତିରାଦିତ୍ୟ କଂଗ୍ରେସ ଦଳ ତ୍ୟାଗ କରି ବିଜେପି ରେ ମିସିଛନ୍ତି । ଯାହାଦ୍ୱାରା କଂଗ୍ରେସ ସରକାର ଭାଙ୍ଗି ଯାଇଛି । ମୋଦି ଙ୍କ କ୍ୟାବିନେଟ ରେ ଦ୍ୱିତୀୟ ଧନୀ ମନ୍ତ୍ରୀ ପିୟୁସ ଗୋଏଲ ଅଟନ୍ତି । ପିୟୁସ ଗୋଏଲ ଙ୍କ ପାଖରେ ସର୍ବମୋଟ ୯୫ କୋଟି ଟଙ୍କା ର ସମ୍ପତ୍ତି ରହିଛି । ସେ ବର୍ତ୍ତମାନ ଦୁଇଟି ମନ୍ତ୍ରାଳୟ କୁ ସମ୍ଭାଳୁଛନ୍ତି । ଏହି ମନ୍ତ୍ରୀ ଙ୍କୁ ମୋଦି ଜି ଙ୍କ ଦ୍ଵାରା ପ୍ରମୋସନ କରାଯାଇଛି ।

ମୋଦି ଙ୍କ କ୍ୟାବିନେଟ ରେ ତୃତୀୟ ଧନୀ ମନ୍ତ୍ରୀ ଅଟନ୍ତି ନାରାୟଣ ରାଣେ । ଏହି ମନ୍ତ୍ରୀ ଙ୍କ ପାଖରେ ୮୭.୭୭ କୋଟି ଟଙ୍କା ର ସମ୍ପତ୍ତି ରହିଛି । ଏହି ମନ୍ତ୍ରୀ ଙ୍କୁ ମୋଦି ଙ୍କ ଦ୍ଵାରା ମଇକ୍ରୋ, ସ୍ମଲ ଓ ମିଡିୟମ ମନ୍ତ୍ରାଳୟ ର ଦାୟିତ୍ୱ ଦିଆଯାଇଛି । ସେ କାଲି ନିଜ ପଦ କୁ ସମ୍ଭାଳୁଛନ୍ତି ଏବଂ କାମକାଜ ଆରମ୍ଭ କରିଦେଇଛନ୍ତି ।

ବିଜେପି ମହିଳା ସାଂସଦ ପ୍ରତିଭା ଭୌମିକ ଙ୍କ ପାଖରେ ସବୁଠାରୁ କମ ସମ୍ପତ୍ତି ରହିଛି । ସେ ମାତ୍ର ୧୦ ଲକ୍ଷ ଟଙ୍କା ସମ୍ପତ୍ତି ର ମାଲିକ ଅଟନ୍ତି । ସେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି । ସେ ପୂର୍ବ ଥର ଲୋକସଭା ରେ ପଶ୍ଚିମ ତ୍ରିପୁରା ଲୋକସଭା କ୍ଷେତ୍ର ରେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ସେ ଭାରତୀୟ ଜନତା ପାର୍ଟି ର ତ୍ରିପୁରା ଇକାଇ ର ମହାସଚିବ ଥିଲେ । କିନ୍ତୁ ସାଂସଦ ଚୟନ ହେବା ପରେ ସେ ପଦ ତ୍ୟାଗ କରିଥିଲେ । ବର୍ତ୍ତମାନ ସେ ରାଜ୍ୟ ଇକାଇ ର ଉପାଧ୍ୟକ୍ଷ ଅଟନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *