ଦେଖନ୍ତୁ ଭାଇରାଲ Video: ନିଜ ପୁଅ ବିରୁଦ୍ଧରେ ଅଭିଯୋଗ ଆଣିଲେ ମା”, “କହିଲେ ସୈତାନ ସାଜିଲା ମୋ ପୁଅ, ଘୃଣା ଲାଗୁଛି ତାକୁ ପୁଅ କହିବାକୁ, ପର ସ୍ତ୍ରୀ ପ୍ରେମରେ ପଡି ମୋ…”

ନମସ୍କାର ବନ୍ଧୁଗଣ ଆପଣ ପ୍ରତିଦିନ କିଛି ନା କିଛି ଦୁ-ର୍ଘ-ଟ-ଣା ର ଖବର ନିଶ୍ଚିତ ଶୁଣିଥିବେ । ଅଧିକତର ଆପଣ ନା-ରୀ ନି-ର୍ଯ୍ୟା-ତ-ନା କିମ୍ବା ବ-ଧୂ ହ-ତ୍ୟା ଭଳି ଖବର ଶୁଣିବାକୁ ଏବଂ ଦେଖିବାକୁ ପାଉଥିବେ ।

କେତେବେଳେ ଯୌ-ତୁ-କ ପାଇଁ ତ କେତେବେଳେ ଅନ୍ୟ କୌଣସି କାରଣ ପାଇଁ ସ୍ୱାମୀ ନିଜ ସ୍ତ୍ରୀ କୁ ନି-ର୍ଯ୍ୟା-ତ-ନା ଦେଇଥାଏ କିମ୍ବା ତାଙ୍କୁ ମା-ରି ମଧ୍ୟ ଦେଇଥାଏ । ତେବେ ଏହି ଭଳି ଘ-ଟ-ଣା ବର୍ତ୍ତମାନ ସାମ୍ନା କୁ ଆସିଛି । ଯେଉଁଠି ଜଣେ ସ୍ୱାମୀ ଅନ୍ୟ ଝିଅ ପାଇଁ ନିଜ ସ୍ତ୍ରୀ କୁ ମ-ର୍ଡ-ର କରିଦେଇଛି । ତେବେ ଆସନ୍ତୁ ବିସ୍ତାର ପୁର୍ବକ ଆଲୋଚନା କରିନେବା ଏହି ଘ-ଟ-ଣା ସମ୍ପର୍କରେ ।

ତେବେ ଘ-ଟ-ଣା ଟି ଏଭଳି ଜଣେ ଯୁବକ ତିନି ବର୍ଷ ହେବ ବିବାହ କରିଥିଲେ କିନ୍ତୁ ସୂଚନା ଅନୁଯାୟୀ ତାଙ୍କର ଅ-ନ୍ୟ ସ୍ତ୍ରୀ -ସହ ସ-ମ୍ପ-ର୍କ ରହିଥିଲା । ଏହି କାରଣ ଯୋଗୁଁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବହୁତ ଝ-ଗ-ଡା ଏବଂ ମା-ଡ଼-ଗ-ଳ ମଧ୍ୟ ହୋଇଥାଏ । ତେବେ ପୁଅ ର ମାଆ ମଧ୍ୟ ଏହାର ପ୍ର-ତି-ବା-ଦ କରିବାରୁ ସେ ତାଙ୍କ ମାଆ ଙ୍କୁ ମଧ୍ୟ ମା-ଡ଼ ମା-ରି-ଥି-ଲା ।

ପୁଅ ର ମାଆ ଙ୍କ ଅନୁସାରେ ତାଙ୍କ ପୁଅ ର ଅ-ନ୍ୟ ଝି-ଅ ଯା-ହା-ର ନାମ ସେ ମିତା ବାଇ ବୋଲି କହୁଛନ୍ତି ତା ସହ ତାଙ୍କ ପୁଅ ର ସ-ମ୍ପ-ର୍କ ରହିଥିଲା । ଘର କଥା ନ ବୁଝି ଏବଂ ନିଜ ସ୍ତ୍ରୀ ଖବର କିମ୍ବା ତାର ଦେଖାଶୁଣା ନ କରି ସେ ମିତାବାଇ ଘରେ ସବୁ ଜିନିଷ ଦେ-ବା ସହ ସେଠାରେ ହିଁ ଅଧିକ ସମୟ ବି-ତା-ଉ-ଥିଲା ।

ତେବେ ତାଙ୍କ ମାଆ ନିଜ ପୁଅ କୁ ବହୁତ ବା-ର-ଣ କରିଥିଲେ ଏବଂ ତାକୁ ଛାଡି ନିଜ ସ୍ତ୍ରୀ ର ଦେଖାଶୁଣା କରିବା ପାଇଁ କହିଥିଲେ କିନ୍ତୁ ତାଙ୍କ ପୁଅ କୌଣସି କଥା ଶୁଣୁ ନଥିଲା କିମ୍ବା ମାନି ନଥିଲା । ତେଣୁ ତାଙ୍କ ଅନୁସାରେ କାଲି ରାତିରେ ତାଙ୍କ ପୁଅ ଏବଂ ସେ ଝିଅ ତଥା ତାଙ୍କ ସ୍ୱାମୀ ମି-ଶି ତାଙ୍କ ବୋହୂ କୁ ମା-ରି ଦେ-ଇ-ଛ-ନ୍ତି ତେଣୁ ସେ ସେହି ସମସ୍ତଙ୍କ ନାମ ରେ ଲିଖିତ ଅ-ଭି-ଯୋ-ଗ କରିଛନ୍ତି ।

ତେବେ ଏହା ମଧ୍ୟ ଜଣା ପଡ଼ିଛି କି ସେହି ଯୁବକ ଜଣକ ନିଜ ସ୍ତ୍ରୀ ଉପରେ ଯୌ-ତୁ-କ ନି-ର୍ଯ୍ୟା-ତ-ନା ମଧ୍ୟ ଦେ-ଉ-ଥି-ଲେ ମା-ରୁ-ଥି-ଲେ ମଧ୍ୟ ଏବଂ ତା ସହିତ ଅନ୍ୟ ଝିଅ ମାନଙ୍କ ସହ ସ-ମ୍ପ-ର୍କ ମଧ୍ୟ ରଖୁଥିଲେ । ତେଣୁ ସେ ରା-ଗ ଏବଂ ନିଜ ରାସ୍ତା ର କ-ଣ୍ଟା ଭାବି ନିଜ ସ୍ତ୍ରୀ ଙ୍କୁ ମା-ରି ଦେ-ଇ-ଛ-ନ୍ତି ଏବଂ ଏହି ଖବର ଜଣାପଡିବା ପରେ ପୁଅ ର ମାଆ ଥା-ନା ରେ ଲିଖିତ ଅ-ଭି-ଯୋ-ଗ କରିଛନ୍ତି ଏବଂ ଆଶା ରଖିଛନ୍ତି କି ତାଙ୍କୁ ବୋ-ହୂ- ର ହ-ତ-ୟା-କା-ରୀ ମାନଂକୁ ଉଚିତ ଦ-ଣ୍ଡ ମିଳୁ ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *