ଦେଖନ୍ତୁ Shocking ଭାଇରାଲ Video: ହଠାତ କାର ଉପରେ ହେଲା ଭୟଙ୍କର ବଜ୍ରପାତ, ଆକାଶରୁ ଖସିଲା ନିଆଁ ପିଣ୍ଡୁଳା, ଆଖି ପିଛୁଳାକେ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କାର୍ ରେ ବସି ଏକ ପରିବାର ର ସଦସ୍ୟ ହସ ଖୁସିରେ ଯାଉଥିଲେ । ପ୍ରବଳ ବର୍ଷା ହେଉଥିଲା । କିନ୍ତୁ କାର୍ ସାମ୍ନା ରେ ଅଚାନକ ଆକାଶ ରୁ ଖସିଲା ବ-ଜ୍ର-ପା-ତ । ଏପରି ଲାଗିଲା ଯେପରି କାର୍ ଟି ମଧ୍ୟ ଅ-ଗ୍ନି ପି-ଣ୍ଡୁ-ଳା ପାଲଟି ଯିବ ।

ସୌଭାଗ୍ୟବଶତଃ, କାର୍ ର କୌଣସି କ୍ଷ-ତି ହୋଇନଥିଲା ଏବଂ ସେହି କାର୍ ରେ ବସିଥିବା ୫ଜଣ ସଦସ୍ୟ ଅଳ୍ପକରେ ମୃ-ତ୍ୟୁ ମୁଖ ରୁ ବଞ୍ଚି ଯାଇଥିଲେ । ଏହି ଘ-ଟ-ଣା ଟି ଆମେରିକା ର କନସାନ ସହର ୱେଭରାଲି ନିକଟରେ ଜୁନ ମାସ ୨୫ ତାରିଖରେ ଘଟିଛି । ଏହି ଘ-ଟ-ଣା କୁ କାର୍ଲ ହୋବି ନିଜ କ୍ୟାମେରା ରେ କଏଦ କରିଥିଲେ । ଯିଏ କାର୍ ର ଠିକ ପଛରେ ଥିଲେ । ଏହି ଘ-ଟ-ଣା-ର ଭିଡିଓ ସାମାଜିକ ଗଣ ମାଧ୍ୟମରେ ଖୁବ ମାତ୍ରାରେ ଭା-ଇ-ରା-ଲ ହୋଇଛି ।

୫୭ ସେକେଣ୍ଡ ର ଏହି ଭାଇରାଲ ଭିଡିଓ ରେ ସର୍ବ ପ୍ରଥମେ ପ୍ରବଳ ବର୍ଷା ରେ କାର୍ ଯାଉଥିବାର ଦେଖିବାକୁ ମିଳିଛି । ଏମିତି ବର୍ଷା ରେ ଗାଡ଼ି ଚଳାଇବା ମୁସ୍କିଲ ହୋଇପଡିଥିଲା । ଅଚାନକ ଏକ କଳା ରଙ୍ଗର ଏସୟୁଭି କାର୍ ସାମ୍ନା ରେ ବ-ଜ୍ର-ପା-ତ ଘଟିଥିଲା । ବ-ଜ୍ର-ପା-ତ ବେଳେ ନି-ଆଁ ପି-ଣ୍ଡୁ-ଳା କାର୍ ଉପରେ ପ-ଡି-ଥି-ଲା ଏବଂ କା-ର୍ ଟି ହଠାତ ଅ-ଟ-କି ଯାଇଥିଲା । ଏହି ଘଟଣା ଦେଖି ସମସ୍ତେ ସ୍ତ-ବ୍ଧ ହୋଇପଡିଥିଲେ ।

ଏହି କାର୍ ରେ ବସିଥିବା ୫ ଜଣ ସଦସ୍ୟ ମାନଙ୍କ ମଧ୍ୟରେ ଆଠ ମାସର ଶିଶୁ, ତିନି ବର୍ଷ ର ଏବଂ ଦେଢ଼ ବର୍ଷ ର ଶିଶୁ ସାମିଲ ଥିଲେ । ପରିବାର ର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି । କିନ୍ତୁ ଏହି ଘ-ଟ-ଣା ସେମାନଙ୍କୁ ଭୟଭୀତ କରିଦେଇଛି ।

ସମାଚାର ସାଇଟ୍ ସହ ଆଲୋଚନା ବେଳେ ହୋବି କହିଛନ୍ତି ପରିବାର ପ୍ରଥମେ ସ୍ତ-ବ୍ଧ ହୋଇ ପଡ଼ିଥିଲେ । କିନ୍ତୁ ଅଭିଭାବକ ଙ୍କ ମୁଖ୍ୟ ଧ୍ୟାନ ଏହା ସୁନିଶ୍ଚିତ କରିବାର ଥିଲା ଯେ, ପିଲାମାନେ କେମିତି ସୁରକ୍ଷିତ ରହିବେ ।

କିନ୍ତୁ କାର୍ ଭାଗ୍ୟଶାଳୀ ନଥିଲା । ସେ କହିଛନ୍ତି ଯେ ବ-ଜ୍ରା-ଘା-ତ ରେ କା-ର୍ ଅଚଳ ହୋଇପଡିଥିଲା । ଲୋକମାନେ ଧ-କ୍କା ଦେବା ପରେ ମଧ୍ୟ କାର୍ ଗଡ଼ି ନଥିଲା । ପରିବାର ସଦସ୍ୟ ଙ୍କୁ କାର୍ ମଧ୍ୟରୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *