ମହିଳା ଜଣଙ୍କୁ ଏକୁଟିଆ ଦେଖି ବ୍ୟକ୍ତି ଜଣକ କରିଲା ଏମିତି କାଣ୍ଡ, ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Shocking ଭାଇରାଲ Video

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଏହି ସବୁ ଘ-ଟ-ଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ଘ-ଟ-ଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଏପରି ଭି-ଡି-ଓ ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଜାଣିଥିବେ ଯେ ପ୍ରେମ ଅ-ନ୍ଧ ହୋଇଥାଏ । ପ୍ରେମର ପ୍ରମାଣକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରରେ ଭାଇରାଲ ହେଉଛି । ଏହି ଭିଡିଓରେ ଦୁଇଟି ଲଭର ପରସ୍ପରକୁ ହ-ଗ୍ କରି ଧରିଥିବାର ନଜର ଆସୁଛନ୍ତି । ଏହି ଦୁଇଜଣଙ୍କୁ କିଛି ଲୋକ ଅଲଗା କରିବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ଦୁଇଜଣଙ୍କୁ କେହି ବି ଅଲଗା କରିପାରୁ ନାହାନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ।


୨. ବନ୍ଧୁଗଣ ଆମ ଦ୍ଵିତୀୟ ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେଉଛି ଓ ଏହି ଭିଡିଓଟି ସିସି ଟିଭି କ୍ୟାମେରା ଦ୍ଵାରା ରେକର୍ଡ ହୋଇଛି । ଏହି ଭିଡିଓଟି ହେଉଛି ଏକ ଧାର୍ମିକ ସ୍ଥଳର ଭିଡିଓ । ଏହି ଭିଡିଓରେ ଏକ ମହିଳା ସୋଇଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ପାଖରେ ଯିବା ଆସିବା କରୁଥିବାର ନଜର ଆସୁଛନ୍ତି । କିଛି ସମୟ ସେହି ସ୍ଥାନରେ ବୁଲିବା ପରେ ବ୍ୟକ୍ତି ଜଣକ ଅତି ଚତୁରତାର ସହ ମହିଳାଙ୍କ ପର୍ସକୁ ଚୋ-ରୀ କରିଦେଉଛି ।

୩. ବନ୍ଧୁଗଣ ଆପଣ ମାନେ ସମସ୍ତେ କ-ପ-ଲ୍ସ ମାନଙ୍କର ରୋ-ମା-ନ୍ସ ନିଶ୍ଚୟ ଦେଖିଥିବେ । ହେଲେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଏହି ଭିଡିଓରେ ଗୋଟେ ଦମ୍ପତ୍ତି ନିଜ ଗାଡିରେ ଯାଉଥିବାର ନଜର ଆସୁଛନ୍ତି । ସ୍ଵାମୀ ନିଜ ସ୍ତ୍ରୀର ହାତ ଗୋଡ ବାନ୍ଧି ଗାଡି ଆଗରେ ବସାଇ ଥିବାର ନଜର ଆସୁଛି ଓ ଅନ୍ୟ ଏକ କପଡାରେ କୁକୁରକୁ ବା-ନ୍ଧି ବୁଲିବାକୁ ଯାଉଛନ୍ତି । ସେମାନଙ୍କ ମତରେ ସେମାନେ ଏମିତି ରୋ-ମା-ନ୍ସ କରୁଥିଲେ ।

୪. ବନ୍ଧୁଗଣ ଆମର ଶେଷ ଭିଡିଓରେ ଗୋଟେ ମନ୍ଦିର ସାମ୍ନାରେ ଏକ ଝିଅ ନିଜ ଗାଡି ଷ୍ଟାର୍ଟ କରୁଥିବାର ନଜର ଆସୁଛି । ଝିଅଟି ଗାଡି ଷ୍ଟାର୍ଟ କରିବା ପରେ ହଠାତ ଏକ୍ସିଲେଟରକୁ ବହୁତ ଜୋର ସେ ଚିପି ଦେଉଛି ଯାହା ଫଳରେ ଝିଅଟି ସିଧା ନିଜ ଗାଡି ସହ ମନ୍ଦିର ଭିତରକୁ ପଶି ଆସୁଛି ଓ ମୁହଁ ମା-ଡି ପ-ଡୁ-ଛି । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *