ନମସ୍କାର ବନ୍ଧୁଗଣ ଏବେ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟ୍ଯୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ ।
ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି । ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଅ-ଦ୍ଭୁ-ତ ଦୁ-ର୍ଘ-ଟ-ଣା ଘ-ଟୁ-ଥି-ବା-ର ନଜର ଆସୁଛି ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଡରି ମଧ୍ୟ ଯାଉଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ଭାଇରାଲ ଭିଡିଓ ରେ ଘଟୁଥିବା ଦୁ-ର୍ଘ-ଟ-ଣା ବିଷୟରେ ।
ଆପଣ ମାନେ ଅନେକ ଭିଡିଓ ରେ ଦେଖିଥିବେ କି ଲୋକମାନେ ଟ୍ରେନ ରେ କିପରି ଅଦ୍ଭୁତ ଅଦ୍ଭୁତ କାର୍ଯ୍ୟ କରିଥାନ୍ତି । କିଏ ଗେଟ ପାଖରେ ମୁଣ୍ଡ ବାହାର କରି ଛିଡା ହୁଏ କିମ୍ବା କିଏ ଟ୍ରେନ ର ଛାତ କୁ ଚଢି ବାକୁ ଚେଷ୍ଟା କରିଥାନ୍ତି କିମ୍ବା କେହି ଚଲା ଟ୍ରେନ ରୁ ଓଲାହି ଯାଏ ତ ଆଉ କେହି ଚଲା ଟ୍ରେନ ରେ ଚଢ଼ିବା ପାଇଁ ଚେଷ୍ଟା କରିଥାନ୍ତି ।
ତେବେ ସେହି ଭଳି ଜଣେ ବ୍ୟକ୍ତି ଚଲା ଟ୍ରେନ ରୁ ଓଲାହିବା ପାଇଁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କ ଗୋଡ଼ ଖସି ଯାଇଥିଲା ଏବଂ ସେ ପଡି ମଧ୍ୟ ଯାଇଥିଲେ ଏବଂ ସେହି ସମୟରେ ସେହି ଷ୍ଟ୍ରେ-ସ-ନ ରେ ଥିବା ପୋ-ଲି-ସ ଅ-ଧି-କା-ରୀ ଏବଂ କିଛି ଲୋକ ଦୌଡ଼ି ଆସି ସେହି ବ୍ୟକ୍ତି କୁ ସଙ୍ଗେ ସଙ୍ଗେ ଉ-ଦ୍ଧା-ର କରିଦେଲେ ଏବଂ ବଡ଼ ଦୁ-ର୍ଘ-ଟ-ଣା ରୁ ବଞ୍ଚି ଗଲା ।
ତେବେ ଏହି ଦୃଶ୍ୟ ସବୁ ରେଳ ଷ୍ଟେ-ସ-ନ ରେ ଥିବା ସିସି ଟିଭି କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା ଏବଂ ସେହି ରେକର୍ଡ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି । ଲୋକମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେବା ସହ ସେଠାରେ ଥିବା ପୋ-ଲି-ସ କ-ର୍ମ-ଚା-ରୀ ଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି । ତେବେ ଏହି ଭଳି ଚଲା ଟ୍ରେନ ରୁ ଓଲାହିବା ର ମୂର୍ଖାମୀ କାର୍ଯ୍ୟ ବନ୍ଦ କରିବା ଆବଶ୍ୟକ ନଚେତ ଏହି ଭଳି ଦୁ-ର୍ଘ-ଟ-ଣା ଘ-ଟି- ପା-ରେ ।
ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ ।