ଦେଖନ୍ତୁ Video: ରତ୍ନ ଭଣ୍ଡାର ବିଷୟରେ ମହାରଣା ସେବାୟତ ଜଣକ କହିଲେ କିଛି ଏମିତି କଥା, ଶୁଣିଲେ ଆପଣ ବିଶ୍ଵାସ ବି କରି ପାରିବେନି

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଓଡିଶା ର ପୁରୀ ଜଗନ୍ନାଥ ମନ୍ଦିର କୁ ସମଗ୍ର ବିଶ୍ୱ ରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ସେମାନେ ମନ୍ଦିର ରେ ନିଜର ଗୁହାରି ଜଣାଇ ଥାଆନ୍ତି ଓ ପ୍ରସାଦ ସେବନ କରି ମନ୍ଦିର ର ସୌନ୍ଦର୍ଯ୍ୟ କୁ ଉପଭୋଗ କରିଥାନ୍ତି ।

ପୁରୀ ର ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ସମଗ୍ର ବିଶ୍ୱ ରେ ବହୁତ ପରିଚିତ । ରଥ ଯାତ୍ରା ପାଇଁ ପ୍ରଭୁ ଙ୍କ ରଥ ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଥାଏ । ଏହି ରଥ ନିର୍ମାଣ କାର୍ଯ୍ୟ ରେ ଅନେକ କାରିଗର ସାମିଲ ହୋଇଥାଆନ୍ତି । ଯେଉଁ ମାନେ ରଥ କୁ ନିର୍ମାଣ କରିଥାନ୍ତି ସେମାନଂକୁ ମହାରଣା ସେବାୟତ କୁହାଯାଏ । ରଥ ନିର୍ମାଣ କାର୍ଯ୍ୟ ସମୟ ରେ ଜଣେ ସେବାୟତ ନିଜର ଅଭିଜ୍ଞତା କୁ ପ୍ରକାଶ କରିଛନ୍ତି ।

ରଥ ନିର୍ମାଣ କାର୍ଯ୍ୟ ସମୟ ରେ ଭାଗୀରଥି ମହାରଣା ନାମକ ଜଣେ ମହାରଣା ସେବାୟତ ନିଜର ଅଭିଜ୍ଞତା କୁ ପ୍ରକାଶ କରି କହିଛନ୍ତି ତାଙ୍କ ପୂର୍ବ ରୁ ତାଙ୍କ ବାପା ଏହି କାମ କରୁଥିଲେ । ସେ ବର୍ତ୍ତମାନ ୪ ଟି ନବକଳେବର ରେ କାମ କରିସାରିଲେଣି । ପୂର୍ବ ରୁ ତାଙ୍କ ବାପା ଗୋଟିଏ ନବକଳେବର କରୁଥିବା ସମୟ ରେ ସେ ଦେଖିଥିଲେ ।

ନବକଳେବର ରେ ତାଙ୍କୁ ପ୍ରଭୁ ଙ୍କ ଠାରୁ ଆଦେଶ ଆସିବା ପରେ ସେ ଦାରୁ ଚିନ୍ହଟ ପାଇଁ ଯାଇଥିଲେ । ସେ ବଡ଼ ଠାକୁର ବଳଭଦ୍ର, ସୁଭଦ୍ରା,ଜଗନ୍ନାଥ ଓ ସୁଦର୍ଶନ ଙ୍କ ଦାରୁ କୁ ଚିନ୍ହଟ କରି ଆଣିଥିଲେ । ପ୍ରଭୁ ଙ୍କ ଶକ୍ତି ରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି । ସେ ବର୍ତ୍ତମାନ ବୃଦ୍ଧ ହେଲେଣି ତାଙ୍କ ଠାରେ ଆଉ କାମ କରିବାକୁ ଶକ୍ତି ନାହିଁ କେବଳ ମହାପ୍ରଭୁ ତାଙ୍କୁ ଶକ୍ତି ଦେଉଥିବାରୁ ସେ କାମ କରୁଛନ୍ତି ବୋଲି କହି କାନ୍ଦି ପକାଇଥିଲେ ଭାଗୀରଥି ।

ଏତେ ବୃଦ୍ଧ ବୟସ ରେ ମଧ୍ୟ ସେ ମହାପ୍ରଭୁଙ୍କ କୃପାରୁ ରଥ ଉପରେ ଚଢ଼ି ମଧ୍ୟ କାମ କରି ପାରୁଛନ୍ତି ବୋଲି କହିଥିଲେ । ସେ କହିଥିଲେ ସେ ଥରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଭିତର କୁ ଯାଇଥିଲେ । ସେ ହଟାତ ଦେଖିଲା ବେଳକୁ ଗୋଟିଏ ସ୍ଥାନ ରେ ନାଲି ,ନେଳି ପଥର ସବୁ ରଖା ଯାଇଛି । ସେହି ପଥର ପାର୍ଶ୍ଵରେ ସୁନାର ଛତା ରଖା ଯାଇଛି ଓ ଏହା ସହିତ ଏକ ବଡ଼ ଧନୁତୀର ମଧ୍ୟ ରଖା ଯାଇଛି ।

ସେ ପ୍ରଥମେ ଏହାକୁ ଦେଖି କିଛି ବୁଝି ପାରିଲେ ନାହିଁ । ପରେ ଯେତେବେଳେ ବାହାରକୁ ଆସି ସେ ଅନ୍ୟ ସେବାୟତ ମାନଙ୍କୁ ଏହି ବିଷୟ ରେ ଜଣାଇଲେ ସେତେବେଳେ ସେମାନେ ତାଙ୍କୁ କହିଲେ ଆରେ ତୋର କି ଭାଗ୍ୟ ତୁ କାଳିଆ ର ରଘୁନାଥ ବେଶ ଦେଖିପାରିଲୁ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ

Leave a Reply

Your email address will not be published. Required fields are marked *