ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସମସ୍ତ ଲୋକ ନିଜ କାମରେ ବ୍ୟସ୍ତ ରହୁଛନ୍ତି । ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନେ ନିଜ ମନୋରଞ୍ଜନ ଉପରେ ମଧ୍ୟ ଗୁରୁତ୍ଵ ଦେଇ ପାରୁ ନାହାନ୍ତି ।
ଯଦି ଗୋଟେ ଲୋକର ମନ ଖୁସି ରହିବ ତା ହେଲେ ତାର ଦିନ ବହୁତ ଭଲ ଯିବ ଓ ସେ ନିଜର ସମସ୍ତ କାମ ଖୁସିରେ ପୂରଣ କରିବ । ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜିଆମେ ଆସିଛୁ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢି ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ସ୍ଵାମୀ ରାତିରେ ଧୀରେ ସେ ଯାଇ ବେଡ ଉପରେ ନିଜ ସ୍ତ୍ରୀ ପାଖରେ ଶୋଇ ପଡିଲା…
ସ୍ଵାମୀ- ଡାର୍ଲିଙ୍ଗ ଆଜି ପୁଣି ହାନିମୁନ କରିବା ପାଇଁ ଇଛା ହାଉଛି ।
ସ୍ତ୍ରୀଚିଡିକି- ଥାଉ ଦରକାର ନାହିଁ, ରାତିରେ ହିଁ ତୁମ ପ୍ରେମ ମୋ ପ୍ରତି ଉଛୁଳୁଛି । ଦିନରେ କାହିଁ ମୋ ବିଷୟରେ ଭାବୁ ନାହିଁ ?
ସ୍ଵାମୀ ମୁହଁରୁ ସତ ବାହାରି ଗଲା- କାରଣ ଦିନରେ ତୁମ ମୁହଁକୁ ଦେଖିଲେ ମୋର ମୁଡ ଭାଙ୍ଗି ଯାଉଛି । ରାତିରେ ଅନ୍ଧାରରେ ମୁହଁ ଦେଖାଯିବ ନାହିଁ ନା ।
୨. ସ୍ତ୍ରୀ ସ୍ଵାମୀକୁ ଏକ ଚାପୁଡା ମା-ରି-ଦେ-ଲା…
ସ୍ଵାମୀ କିଛି ବୁଝି ପାରିଲା ନାହିଁ ଓ କହିଲା…
ସ୍ଵାମୀ- ଆରେ ମୁ କଣ ଭୁଲ କରିଦେଲି ?
ସ୍ତ୍ରୀ- ତମେ କିଛି ଭୁଲ କରିବ ଆଉ ମୁ ତୁମର ଅପେକ୍ଷା କରିବି ।
୩. ପପୁର ସ୍ତ୍ରୀକୁ ଡ-କା-ୟ-ତ ମାନେ ଉଠାଇ ନେଇଗଲେ, ଯେତେବେଳେ ପପୁ ନିଜ ସ୍ତ୍ରୀକୁ ଆଣିବାକୁ ଗଲା ସେତେବେଳେ ଗାଁ ଲୋକ କହିଲେ…
ଗାଁ ଲୋକ- ଖାଲି ହାତରେ କାହିଁକି ଯାଉଛ ?
ଏହା ଶୁଣିବା ପରେ ପପୁ ଦୁଇ କିଲୋ ସେଓ ନେଇ ଗଲା ।
୪. ସ୍ତ୍ରୀ ରୋଷେଇ ଘରେ ରୁଟି ବନାଉ ଥିବା ସମୟରେ ସ୍ଵାମୀ ଯାଇ କହିଲା…
ସ୍ଵାମୀ- ତମେ କଣ କରୁଛ ? ଏମିତି କାହିଁକି ରୁଟି କରୁଛ ଜଳି ଯିବ ରୁଟି… ଟିକେ ଶୀଘ୍ର ଶୀଘ୍ର କର ।
ସ୍ତ୍ରୀ ରାଗିକି- ଏବେ ତମେ ମୋତେ ଶିଖେଇବ ରୁଟି କେମିତି କରନ୍ତି ?
ସ୍ଵାମୀ- ନାହିଁ ମୁ ତ ଖାଲି ବୁଝାଉ ଥିଲି, ଯେତେବେଳେ ମୁ ଡ୍ରାଇଭିଙ୍ଗ କରେ ସେତେବେଳେ ତମେ ମୋତେ ଯାହା କୁହ ତାହା ବିଷୟରେ ଟିକେ ଚିନ୍ତା କର ।
୫. ପପୁ ଚିଣ୍ଟୁକୁ ଗୋଟେ ପ୍ରଶ୍ନ ପଚାରିଲା…
ପପୁ- ନୂଆ ବର୍ଷରେ ମୁ ତତେ ଗୋଟେ ପ୍ରଶ୍ନ ପଚାରୁଛି ତୁ ଉତ୍ତର ଦେବୁ, ସ୍ତ୍ରୀ ଆଉ ମିଡିଆ ମଧ୍ୟରେ କଣ ଅନ୍ତର ରହିଥାଏ ?
ଚିଣ୍ଟୁ- ଦୁଇଜଣ ଯେତେବେଳ ପର୍ଯ୍ୟନ୍ତ ଗୋଟିଏ କଥାକୁ ହଜାର ଥର ନପଚାରିବେ ତାଙ୍କୁ ଶାନ୍ତି ମିଳିବ ନାହିଁ ।
୬. ଝିଅ ପପୁକୁ ଗୋଟେ ପ୍ରଶ୍ନ ପଚାରିଲା…
ଝିଅଟି ପପୁକୁ- ତାହା କଣ ଯାହା ଗାଈ ପାଖରେ 4 ଓ ମୋ ପାଖରେ 2 ଟି ?
ପପୁ- ପାଦ…
ଝିଅ- ତାହା କଣ ଯାହା ତୁମ ପ୍ଯାଣ୍ଟ ଭିତରେ ଅଛି ଓ ମୋ ପ୍ଯାଣ୍ଟ ରେ ନାହିଁ ?
ପପୁ- ଟଙ୍କା …
ଝିଅ- ତାହା କଣ ଯାହାକୁ ଲୋକ ଦିନରେ ନକରି ରାତିରେ ସେଜ ଉପରେ କରନ୍ତି ?
ପପୁ- ନିଦ ପୁରା କରନ୍ତି …
ଝିଅ- ତାହା କଣ ଯାହାକୁ ଝିଅ ପ୍ରଥମ ଥର କରିଲେ କଷ୍ଟ ହେବାରୁ କାନ୍ଦିଥାଏ ?
ପପୁ- କାନ କଣା କରିବା ବେଳେ
ଆପଣ ବି ନିଜ ମନକୁ ପପୁ ଭଳି ସଫା ରଖନ୍ତୁ
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ