ମୃତ୍ୟୁ ର ୨୦ ମିନିଟ ପରେ ହଠାତ ଜିଇଁ ଉଠିଲେ ଏହି ବ୍ୟକ୍ତି ଓ କହିଲେ ନିଜର ଅନୁଭୂତି, ମୃତ୍ୟୁ ପରେ କିପରି ହୋଇଥାଏ ମଣିଷର ପାପ-ପୂଣ୍ୟ କର୍ମର ହିସାବ

ବନ୍ଧୁଗଣ ମୃ-ତ୍ୟୁ ପରର ଦୁନିଆ କିପରି ରହିଥାଏ ତାହା ବିଷୟରେ କୌଣସି ଲୋକ ଜାଣି ନାହାନ୍ତି । ଏହାକୁ ନେଇ ସମସ୍ତଙ୍କର ଭିନ୍ନ ଭିନ୍ନ ମାନ୍ୟତା ରହିଛି । ହେଲେ ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳି ନାହିଁ ।

ଆଜିଆମେ ଆପଣ ମାନଙ୍କୁ ଏକ ଏପରି ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ମୃ-ତ୍ୟୁ ପରର ଦୁନିଆକୁ ଦେଖିଛନ୍ତି ବୋଲି କହିଛନ୍ତି । ୨୦ ମିନିଟ ପାଇଁ ମରି ଏହି ବ୍ୟକ୍ତି ଜଣକ ପୁଣି ବଞ୍ଚି ଯାଇଥିଲେ । ବ୍ୟକ୍ତି ଜଣକ ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ ମୃ-ତ୍ୟୁ ପରର ଜୀବନ ବିଷୟରେ ଖୁଲାସା କରିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୬୦ ବର୍ଷୀୟ ସ୍କର୍ଟ ଡ୍ରମୋଣ୍ଡ ଯେତେବେଳେ ୨୮ ବର୍ଷର ଥିଲେ ସେତେବେଳେ ତାଙ୍କର ଏକ ଆ-କ୍ସି-ଡେ-ଣ୍ଟ ହୋଇଥିଲା । ସେହି ଆ-କ୍ସି-ଡେ-ଣ୍ଟ-ରେ ତାଙ୍କ ଆଙ୍ଗୁଠି ଆ-ଘା-ତ ଲାଗିଥିଲା ଓ ସେଥିପାଇଁ ତାଙ୍କ ଆଙ୍ଗୁଠିର ଅ-ପ-ରେ-ସ-ନ ମଧ୍ୟ ହୋଇଥିଲା । ସେହି ଅ-ପ-ରେ-ସ-ନ ପାଇଁ ତାଙ୍କୁ ମୃ-ତ ଘୋଷଣା କରଯାଇଥିଲା । ହେଲେ ସେହି ଅ-ପ-ରେ-ସ-ନ-ର ୨୦ ମିନିଟ ପରେ ବଞ୍ଚିଗଲେ ।

ନିଜର ସେହି ଅନୁଭୃତିକୁ ସେୟାର କରି ସ୍କର୍ଟ କହିଥିଲେ-‘ଯେତେବେଳେ ମୁ ମ-ରି-ଯା-ଇ-ଥିଲି ସେତେବେଳେ ମୁ ନର୍ସକୁ ଅପରେସନ ଥିଏଟରରେ ଚିତ୍କାର କରୁଥିବାର ଦେଖିଥିଲି । ନର୍ସ କହୁଥିଲା’ମୁ ତାଙ୍କୁ ମା-ରି-ଦେ-ଲି’ । ଅ-ପ-ରେ-ସ-ନ ସମୟରେ ମୋ ହାତ ଓ ମୋ ହାର୍ଟରୁ କିଛି ଗୋଟେ ଯାଉଥିବାର ମୁ ଅନୁଭବ କରୁଥିଲି’ ।

ଏହା ପରେ ଆଗକୁ ସ୍କର୍ଟ କହିଛନ୍ତି-‘ଅ-ପ-ରେ-ସ-ନ ଦ୍ଵାରା ମୋ ଆଙ୍ଗୁଠିରେ ଟାଙ୍କା ଲଗା ଯାଉଥିବାର ମୁ ଦେଖିଥିଲି । ମୁ ମୋ ପାଖରେ ଏକ ବ୍ୟକ୍ତିକୁ ଅନୁଭବ କରୁଥିଲି । ବୋଧେ ସେହି ବ୍ୟକ୍ତି ଜଣକ ଭଗବାନ ଥିଲେ । ସେହି ସମୟରେ ନର୍ସକୁ ଲାଗିଲା ମୁ ମ-ରି-ଯା-ଇଛି । ସେଥିପାଇଁ ନର୍ସ କାନ୍ଦି କାନ୍ଦି ଅ-ପ-ରେ-ସ-ନ ଥିଏଟରରୁ ଚାଲି ଯାଇଥିଲା । ଏହାପରେ ମୁ ଏକ ସୁନ୍ଦର ଫୁଲ ଥିବା ବଗିଚା ଓ ସବୁଜ ଘାସ ଥିବା ସ୍ଥାନକୁ ଚାଲି ଯାଇଥିଲି’ ।

ଆଗକୁ ସ୍କର୍ଟ କହିଲେ-‘ମୁ ସେହି ସମୟରେ ପଛକୁ ଚାହିଁ ଦେଖି ନଥିଲି । ବୋଧେ ମୋତେ ପଛକୁ ନ ଚାହିଁବା ପାଇଁ କିଏ ଜଣେ ଆଦେଶ ଦେଇଥିଲା । ଏହା ପରେ ମୁ ଏକ କ୍ଷେତକୁ ଚାଲି ଯାଇଥିଲି । ସେହି ବ୍ୟକ୍ତି ବା ଭଗବାନ ମୋ ପାଖରେ ଛିଡା ହୋଇଥିଲେ । ହେଲେ ମୁ ତାଙ୍କୁ ଦେଖି ପାରି ନଥିଲି । ମୋ ବାମ ପଟରେ କିଛି ବଡ ବଡ ଗଛ ଥିଲା’।

ଆଗକୁ ସ୍କର୍ଟ କହିଲେ-‘ଯେଉଁ ବ୍ୟକ୍ତି ଜଣକ ମତେ ସେହି ସ୍ଥାନକୁ ନେଇ ଯାଇଥିଲେ ତାଙ୍କ ଛଡା ଆଉ କେହି ସେହି ସ୍ଥାନରେ ନଥିଲେ । ସେହି ସମୟରେ ହଠାତ ମୋ ଜୀବନରେ ଘ-ଟି-ଥି-ବା ସମସ୍ତ ଘ-ଟ-ଣା ବିଷୟରେ ମନ ପଡିଯାଇଥିଲା । ମୁ ମୋ ଜୀବନରେ ଯାହାବି ଭଲ ଆଉ ଖରାପ କାମ କରିଛି ତାହାର ନ୍ୟାୟ ହେଉଥିଲା । ମୁ ସେହି ସ୍ଥାନରୁ ଫେରିକି ଆସିବାକୁ ଚାହୁଁ ନଥିଲି । ଯେତେବେଳେ ମୋତେ ହୋସ ଆସିଲା ସେତେବେଳେ ମୁ ୨୦ ମିନିଟ ପାଇଁ ମ-ରି-ଯା-ଇ-ଥିଲି ବୋଲି ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲି’ ।

ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ 

Leave a Reply

Your email address will not be published. Required fields are marked *