ଯେକୌଣସି ଅ-ପ-ରେ-ସ-ନ ସମୟରେ ସାଧାରଣ ଲୋକ ଡାକ୍ତରଙ୍କ ଉପରେ ଭରସା ରଖିଥାଏ । ଅ-ପ-ରେ-ସ-ନ ସଫଳ ଭାବେ ଶେଷ ହେଉ ବୋଲି ସମସ୍ତେ ଆଶା ରଖିଥାଉ । କେବେ କେବେ ଡାକ୍ତରଙ୍କ ସାମାନ୍ୟ ଭୁଲ୍ ଯୋଗୁଁ ଆମକୁ ଆତ୍ମୀୟଙ୍କୁ ହରାଇବାକୁ ପଡ଼ିଥାଏ ତ ଆଉ କେବେ ଚାରିଆଡ଼େ ଡାକ୍ତରଙ୍କ ଚର୍ଚ୍ଚା ଚାଲେ ।
ତେବେ ଆଜି ଆମେ ଆପଣଙ୍କୁ ଏକ ଘଟଣା ବିଷୟରେ ଜଣାଇବୁ ଯେଉଁଠି ପ୍ର-ସୂ-ତି-ଙ୍କ ଗ-ର୍ଭ ଭିତରେ ଅଟକି ଯାଇଥିଲା ଡାକ୍ତରଙ୍କ ହାତ । ଏହି ଘ-ଟ-ଣା-ଟି ଶୁଣିଲେ ଆପଣ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ହସିବେ ମଧ୍ୟ । ଆମେରିକାର କାଲିଫର୍ଣ୍ଣିଆରେ ଜଣେ ମହିଳା ପ୍ର-ସ-ବ କରୁଥିବା ବେଳେ ଏପରି କିଛି ଘଟିଲା ଯାହା ଦେଖି ପ୍ର-ସ-ବ କରାଉଥିବା ଡାକ୍ତର, ନର୍ସ, ହସ୍ପିଟାଲର ସମସ୍ତ ଷ୍ଟାଫ୍ ଓ ପ୍ରସୂତିଙ୍କ ସ୍ଵାମୀଙ୍କ ମଧ୍ୟ ହୋସ୍ ଉଡିଗଲା ।
ପ୍ରସୂତିଙ୍କ ସିଜରିଆନ ଡେଲିଭେରୀ ବେଳେ ଘଟିଥିଲା ଏପରି ଏକ ଅଜବ ଘଟଣା । ଯାହା ବିଶ୍ୱରେ ହୁଏତ ପ୍ରଥମ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏପରି ଅଦ୍ଭୁତ ଘଟଣା ଆପଣ ମଧ୍ୟ କେବେ ଶୁଣି ନ ଥିବେ । ଅ-ପ-ରେ-ସ-ନ କରୁଥିବା ସମୟରେ ଡାକ୍ତରଙ୍କ ହାତ ହଠାତ୍ ପେଟ ଭିତରେ ରହି ଯାଇଥିଲା । ଡାକ୍ତରଙ୍କ ଏପରି ଅନୁଭବ ହେଉଥିଲା ଯେପରି ମହିଳାଙ୍କ ଗର୍ଭାଶୟରେ କେହି ଜଣେ ତାଙ୍କ ଆଙ୍ଗୁଠିକୁ ଭିଡ଼ି କରି ଧରିଛି ।
କିଛି ସମୟ ପାଇଁ ଡାକ୍ତର ଜଣଙ୍କ ମଧ୍ୟ ବିସ୍ମୟ ମଧ୍ୟରେ ରହି ଯାଇଥିଲେ । ଡାକ୍ତରଙ୍କୁ ସାହାଯ୍ୟ କରୁଥିବା ନର୍ସ ଓ ଷ୍ଟାଫ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ହଠାତ୍ କେହି କିଛି ବୁଝି ପାରି ନ ଥିଲେ କି କଣ ହେଉଛି ବୋଲି ।
ତା ପରେ ଡାକ୍ତର ଜଣଙ୍କ ଜାଣି ପାରି ଥିଲେ ଯେ ଦୁନିଆକୁ ଏବେ ଯାଏ ଆସୁ ନ ଥିବା ଓ ମା ର ଗର୍ଭରେ ହିଁ ଥିବା ସେହି କୁନି ଶିଶୁ କନ୍ୟାଟି ତାଙ୍କ ଆଙ୍ଗୁଠିକୁ ତାର କୁନି ହାତରେ ଜାବୁଡ଼ି ଧରିଛି । ଏ କଥା ଜାଣିବା ପରେ ଓଟି ଭିତରେ ଉପସ୍ଥିତ ଥିବା ସମସ୍ତେ ଆବାକ୍ ହୋଇ ଯାଇଥିଲେ ।
ଡାକ୍ତର ଓ ତାଙ୍କ ସହକର୍ମୀ ଓଟି ଭିତରେ ଥିବା ସମସ୍ତେ ଏହି ଘଟଣାରେ ଖୁସିରେ ହସି ପକାଇଥିଲେ । ଏହି ସ୍ମରଣୀୟ ମୁହୂର୍ତ୍ତକୁ ଶିଶୁ କନ୍ୟାଙ୍କ ପିତା କ୍ୟାମେରାରେ କଏଦ କରି ନେଇଥିଲେ । ଘଟଣା ଟି ଏକ ସଂଯୋଗ ହୋଇପାରେ, କିନ୍ତୁ ଏକ ବିସ୍ମୟ ମଧ୍ୟ ନିଶ୍ଚିତ । ଏପରି ମା ର ଗର୍ଭ ଭିତରେ ଶିଶୁ ଟି ର ଏପରି କାର୍ଯ୍ୟର ଖବର ଆପଣ ମଧ୍ୟ ନିଶ୍ଚିତ ଭାବେ କେବେ ଶୁଣି ନ ଥିବେ ।ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ