ବନ୍ଧୁଗଣ ବର୍ତ୍ତମାନର ସମୟରେ କରୋନା ମହାମାରୀ ପାଇଁ ସମସ୍ତ ଲୋକ ଚିନ୍ତାରେ ଅଛନ୍ତି । ଲୋକମାନେ ଘରେ ରହି ସୋସିଆଲ ମିଡିଆ ଦ୍ଵାରା ନିଜର ମନୋରଞ୍ଜନ କରୁଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଖୋର୍ଦ୍ଧା ନିଆଳିର ଛାତ୍ର ତ୍ରୈଲୋକ୍ୟଙ୍କୁ ନିଶ୍ଚୟ ଜାଣିଥିବେ ।
ଗତ କିଛି ଦିନ ତଳେ ତ୍ରୈଲୋକ୍ୟ ଏକ ଗୀତ ଗାଇ ସୋସିଆଲ ମିଡିଆରେ ରାତିଆ ରାତି ଫେମସ ହୋଇଯାଇଥିଲେ । ସେ ‘ମୁ ପ୍ରଥମ ଶ୍ରେଣୀରେ ପଢୁଛି’ ନାମକ ଏକ ଗୀତ ଗାଇ ସମସ୍ତଙ୍କ ମନକୁ ଜିତି ଥିଲେ । ସେହି ଗୀତଟିକୁ କଣ୍ଠ ଶିଳ୍ପୀ ଅଭିଜିତ ମଜୁନ୍ଦାର ନିର୍ଦେଶନା କରିଥିଲେ । ସେହି ଗୀତଟିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ ।
ବନ୍ଧୁଗଣ ଗତ କିଛି ସମୟ ହେବ ତ୍ରୈଲୋକ୍ୟ ନିଜର ଅନ୍ୟ ଏକ ଗୀତ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛନ୍ତି । ଆଜିଆମେ ଆପଣ ମାନଙ୍କୁ ସେହି ଗୀତ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ତ୍ରୈଲୋକ୍ୟଙ୍କର ଏହି ନୂଆ ଗୀତଟିର ନାମ ହେଉଛି ‘ମୁ କଣ ଶୁଣୁଛି ତୃତୀୟ ଲହର ମାଡି ଆସିଛୁ’ ।
ଏହି ଗୀତଟି ବହୁତ ସୁନ୍ଦର ଭାବରେ କମ୍ପୋସ କରାଯାଇଛି । ଅଭିଜିତ ମଜୁନ୍ଦାର ଏହି ଗୀତରେ ମଧ୍ୟ କଣ୍ଠ ଦାନ କରିଛନ୍ତି ଓ ନିର୍ଦେଶନା ଦେଇଛନ୍ତି । ବର୍ତ୍ତମାନ କରୋନା କାଳ ଚାଲିଛି ଓ ଏହି ସମୟରେ ସରକାର ଜନସାଧାରଣ ମାନଙ୍କୁ କିଛି ଗାଇଡଲାଇନ ପାଳନ କରିବା ପାଇଁ ନିର୍ଦେଶ ଦେଛନ୍ତି ।
ସାଧାରଣ ଗାଇଡଲାଇନ ଗୁଡିକ ହେଉଛି ମାସ୍କ ପିନ୍ଧିବା, ହାତ ଧୋଇବା ଓ ଘରେ ରହିବା । ଏହି ସବୁ ଗାଇଡଲାଇନ ଗୁଡିକୁ ଆଖି ଆଗରେ ରାଖୀ ତ୍ରୈଲୋକ୍ୟ ଏହି ଗୀତଟିକୁ ଗାଇଛନ୍ତି । ଗୀତରେ ତ୍ରୈଲୋକ୍ୟ କରୋନା ଗାଇଡଲାଇନ ବିଷୟରେ କହୁଛନ୍ତି । ବନ୍ଧୁଗଣ ଏହି ଗୀତଟି ସଂପୂର୍ଣ୍ଣ ରୂପେ କରୋନା ମହାମରି ଉପରେ ଆଧାରିତ ରହିଛି ।
ଏହି ଗୀତଟି ଦ୍ଵାରା ଅଭିଜିତ ଜନସାଧାରଣ ମାନଙ୍କୁ ସଚେତନ କରାଇଛନ୍ତି । ବହୁତ ନିଆରା ଢଙରେ ଏହି ଗୀତଟି ହୋଇଛି ଓ ତ୍ରୈଲୋକ୍ୟ ମଧ୍ୟ ବହୁତ ସୁନ୍ଦର ଭାବରେ ଗୀତଟିକୁ ଗାଇଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଗୀତଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଏହି ଗୀତ ପ୍ରତି ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି ।
ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଗୀତଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ