ଆ-ତ୍ମ-ହ-ତ୍ୟା କରିବା ପୂର୍ବରୁ ନିଜ ସ୍ତ୍ରୀ କୁ କିଛି ଏମିତି ଲେଖିଲା ସ୍ଵାମୀ କି ପଢି ଆପଣ ବି କାନ୍ଦି ପକେଇବେ “ମୁଁ ମରୁଛି, କିନ୍ତୁ ମୋ….

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଝାଂସି ରେ ଆ-ତ୍ମ-ହ-ତ୍ୟା କରିବା ପୂର୍ବରୁ ଜଣେ ବ୍ୟକ୍ତି ସୁ-ଇ-ସା-ଇ-ଡ଼ ନୋ-ଟ୍ ରେ ନିଜ ଗର୍ଭବତୀ ପତ୍ନୀ ଙ୍କ ପାଇଁ ଯାହା ଲେଖିଛନ୍ତି ତାହା ଜାଣିଲେ ହୁଏତ ଆପଣଙ୍କ ଆଖିରେ ଲୁହ ଚାଲି ଆସିବ ।

ସିଟି କୋତବାଲି ଥାନା ଅଞ୍ଚଳ ର ବେନଗଞ୍ଜ ରେ ରହୁଥିବା ଜଣେ ଯୁବକ ନି-ଖୋ-ଜ ହୋଇଯାଇଥିଲେ । ୧୮ ଜୁନ ରେ ଉକ୍ତ ଯୁବକ ଙ୍କ ପରିବାର ସଦସ୍ୟ ଥାନା ରେ ଆସି ଅ-ଭି-ଯୋ-ଗ ଲେଖାଇଥିଲେ । ପୋ-ଲି-ସ ବର୍ତ୍ତମାନ ସେହି ଯୁବକ ଙ୍କ ଡେ-ଡ୍ ବ-ଡି କୁ ମୁମ୍ବାଇ ରେ-ଳ ଲା-ଇ-ନ କଡ଼ ରୁ ଉ-ଦ୍ଧା-ର କରିଛି । ର-କ୍ତ ରେ ଭି-ଜି ଯାଇଥିବା ଯୁବକ ଙ୍କ ଶ-ବ କୁ ଯେବେ ଯାଞ୍ଚ କରା ଯାଇଥିଲା ସେତେବେଳେ ଏକ ସୁ-ଇ-ସା-ଇ-ଡ଼ ନୋଟ୍ ମିଳିଥିଲା ।

ଯେଉଁଥିରେ ଛତରପୁର ର ଯୁବକ ନି-ଖୋ-ଜ ହୋଇଥିବାର ଜଣା ପଡିଥିଲା । ତାଙ୍କ ନାମ ଉପେନ୍ଦ୍ର ଯାଦବ ଓ ବୟସ ୩୦ ବର୍ଷ ବୋଲି ଜଣା ପଡିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମ-ରି-ବା ପୂର୍ବରୁ ଉପେନ୍ଦ୍ର ତାଙ୍କ ପତ୍ନୀ ଙ୍କ ଉଦ୍ଦେଶ୍ୟ ରେ ଲେଖିଥିବା ଭାବପୂର୍ଣ୍ଣ ସୁ-ଇ-ସା-ଇ-ଡ଼ ନୋ-ଟ୍ ।

ସେ ନିଜ ସୁ-ଇ-ସା-ଇ-ଡ଼ ନୋ-ଟ୍ ରେ ଲେଖିଛନ୍ତି ଯେ, ମୁଁ ଆ-ତ୍ମ-ହ-ତ୍ୟା କରିବାକୁ ଯାଉଛି । ମୋର ମୃ-ତ ଶ-ରୀ-ର କୁ ଘରେ ପହଞ୍ଚାଇ ଦିଅନ୍ତୁ । ମୋ ପତ୍ନୀ ଙ୍କ ପାଖରେ ଯିଏ ଘରେ ଅଛନ୍ତି । ମୋ ପତ୍ନୀ ଙ୍କ ନାମ ହେଉଛି ମା-ରୀ-ୟମ ବାନୋ । ପିତାଙ୍କ ନାମ ଅହମ୍ମଦ ଅଜାଦ । ଯିଏ ଟିକମଗଡ଼ ରେ ରୁହନ୍ତି । ସେ ଲେଖିଛନ୍ତି ଯେ, “ମେ-ରୀ-ୟ-ମ ମୁଁ ତୁମକୁ ବହୁତ ଭଲ ପାଏ । ତୁମେ ଆଦୋୖ ମୋ ଚିନ୍ତା କରିବ ନାହିଁ ।

ମୁଁ ସଦାବେଳେ ତୁମ ସହିତ ଅଛି । ତୁମେ ଆମ ସନ୍ତାନ କୁ ନିଶ୍ଚିତ ଭାବରେ ଜନ୍ମ ଦେବ । କାରଣ ସେ ଆମ ପ୍ରେମ ର ଶେଷ ସନ୍ତକ । ମୁଁ ମ-ରି-ବି ନିଶ୍ଚୟ । କିନ୍ତୁ ସବୁବେଳେ ତୁମ ହୃଦୟ ରେ ଏବଂ ତୁମ ସାଥି ରେ ରହିଥିବି । ମୋ ସହିତ କଣ ଘ-ଟି-ଛି ଏବଂ ମୁଁ କଣ ପାଇଁ ଆ-ତ୍ମ-ହ-ତ୍ୟା କରିଛି ଏହି ସ-ମ୍ବ-ନ୍ଧ-ରେ ଆପଣ ମାନଙ୍କୁ ମୋ ପତ୍ନୀ ମା-ରୀ-ୟ-ମ କହିବେ ।

ମୋର ଅ-ନ୍ତି-ମ ଇ-ଚ୍ଛା ହେଉଛି ମୋର ଅ-ନ୍ତି-ମ ସଂ-ସ୍କା-ର ମୋ ପତ୍ନୀ ମା-ରୀ-ୟ-ମ ଙ୍କ ହାତରେ ହେଉ । ଅନ୍ୟ କେହି କରିଲେ ମୋ ଆତ୍ମା ଶାନ୍ତି ପାଇବ ନାହିଁ । ଆଉ ହଁ, ମା-ରୀ-ୟ-ମ ତୁମକୁ ମୋର ଅନୁରୋଧ ମୁଁ ମ-ରି-ବା ପରେ ତୁମେ ଅନ୍ୟ କାହାକୁ ବିବାହ କରିବ ନାହିଁ । କାରଣ ମୁଁ ଉପରେ ଥାଇ ଏହା ଦେଖି ସ-ହି ପା-ରି-ବି ନାହିଁ । ”

ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ 

Leave a Reply

Your email address will not be published. Required fields are marked *