Odia Jokes- ଚଉଠି ରାତିର ପର ଦିନ ଝିଅର ସାଙ୍ଗ ପଚାରିଲା (ମଜା ନେବା ପାଇଁ) -କାଲି ସବୁ କେମିତି ଥିଲା ? ଝିଅ- ସେ ଆସିଲେ ଓ ରୁମ ର କବାଟ ଦେଇଦେଲେ ଓ ମୋର …

ବନ୍ଧୁଗଣ ଆଜିକାଲିର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ଟଙ୍କା କମାଇବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ରହିଯାଉଛନ୍ତି ଯେ, ସେମାନେ ନିଜ ବିଷୟରେ ଭାବୁ ନାହାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆଜିଆମେ ଆସିଛୁ । ଆଜିଆମେ ଆପଣ ମାନଙ୍କ ପାଇଁ ଏପରି କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢି ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଓଡିଆ ମଜାଦାର ଜୋକ୍ସ ବିଷୟରେ ।

୧. ମାଷ୍ଟର- ଝିଅ ମାନେ ଯଦି ପର ଧନ ହୋଇଥାନ୍ତି ତା ହେଲେ ପୁଅ ମାନେ କଣ ହୁଅନ୍ତି ?

ପପୁ- ସାର ପୁଅ ମାନେ ଚୋର ହୋଇଥାନ୍ତି ।

ମାଷ୍ଟର- କେମିତି ପପୁ ?

ପପୁ- କାରଣ ଚୋର ମାନଙ୍କ ନଜର ସବୁବେଳେ ପର ଧନ ଉପରେ ରହିଥାଏ ।

୨. ଏହି ଦୁନିଆରେ ମୁଣ୍ଡ ହେଉଛି ଏକ ଏପରି ଜିନିଷ ଯାହାକୁ ଖାଇ ହେବ, ଚାଟି ହେବ, ଥଣ୍ଡା କରିହେବ ଓ ଖରାପ କରିହେବ । କେବଳ ଏତିକି ନୁହେଁ ଏଥିରେ ଗୋବର ଏବଂ ନଡା ମଧ୍ୟ ଭରିହେବ ।

୩. ଗୋଟେ ପୁଅ ଏକ ଚାଇନିସ ଝିଅ ସହ ବିବାହ କରିଦେଲା, ଯେତେବେଳେ ସେ ନିଜ ସ୍ତ୍ରୀକୁ ନେଇ ନିଜ ମା ପାଖକୁ ଗଲା…

ମା ଡରିକି କହିଲା- ଆରେ ପୁଅ କଣ ନେଇ ଆସିଲୁ ଘରକୁ ।

ପୁଅ ଖୁସିରେ କହିଲା- ମା ଆପଣ ତ କହିଥିଲେ ଘରକୁ ଆସିବା ବେଳେ ଚିନୀ ଆଣିବା ପାଇଁ ।

୪. ଗୋଟେ ଲୋକ ଓକିଲ ପାଖକୁ ଯାଇ କହିଲା…

ଲୋକ- ମୋତେ ମୋ ସ୍ତ୍ରୀ ଠାରୁ ତଲାକ ଦରକାର ।

ଓକିଲ- ଗୋଟେ ଥର ଭଲ ଭାବରେ ଚିନ୍ତା କର, ଏମିତିଆ ସ୍ତ୍ରୀ ବାରମ୍ବାର ମିଳିବେ ନାହିଁ ।

୫. ଗୋଟେ ଗରିବ ଲୋକ କହିଲା- ଏମିତି ଜୀବନରୁ ତ ମରିଯିବା ଭଲ…

ସେହି ସମୟରେ ହଠାତ ଯମଦୂତ ଆସି କହିଲା- ତମର ଏହି ଇଛାକୁ ପୂରଣ କରିବା ପାଇଁ ମୁ ଆସିଛି ।

ଗରିବ ଲୋକ- ହେଇ ଦେଖ, ଏବେ ଗରିବ ଲୋକ ମଜାକ ବି କରିପାରିବ ନାହିଁ ।

୬. ଗୋଟେ ଭିକାରି ନିଜ ଦୁଇ ହାତରେ ଦୁଇଟି ତାଟିଆ ଧରି ଭିକ ମାଗୁଥିଲା…

ପପୁ ଭିକାରିର ତାଟିଆରେ ଏକ ପାଞ୍ଚ ଟଙ୍କା ପକାଇ ଦେଲା ଓ ପଚାରିଲା ।

ପପୁ- ତମେ ଦୁଇଟି ତାଟିଆ କାହିଁକି ଧରିଚ ?

ଭିକାରି- ମୁ ମୋର ଧନ୍ଦାକୁ ବଡ କରିବାକୁ ଚାହୁଁଛି । ସେଥିପାଇଁ ମୁ ଆଉ ଗୋଟେ ବ୍ରାଞ୍ଚ ଏଇଠି ଖୋଲି ଦେଇଛି ।

୭. ସ୍ତ୍ରୀ ତାର ସ୍ଵାମୀକୁ କହିଲା…

ସ୍ତ୍ରୀ ରାଗିକି- ମୋ ପାଖରେ ପ୍ରମାଣ ଅଛି ଯେ, ତମର ଚକର ପଡୋଶୀ ସହ ଚାଲିଛି ।

ସ୍ଵାମୀ- କଣ ପ୍ରମାଣ ଅଛି ତମ ପାଖରେ ?

ସ୍ତ୍ରୀ- ତାର ସ୍ଵାମୀ ଗତ କାଲି ତମର ଅଣ୍ଡର ୱେର ପିନ୍ଧି ଆମ ଘରକୁ ଆସିଥିଲା ।

୮. ଚଉଠି ରାତିର ପର ଦିନ ଝିଅର ସାଙ୍ଗ ପଚାରିଲା (ମଜା ନେବା ପାଇଁ) – କାଲୀ ସବୁ କେମିତି ଥିଲା ?

ଝିଅ- କିଛି ଖାସ ନୁହେଁ

ସାଙ୍ଗ- କିଛି ଖାସ ନୁହଁ ମାନେ ?

କହ ନା…କଣ ହେଲା ?

ଝିଅ- କହିଲି ନା କିଛି ନୁହେଁ

ସାଙ୍ଗ- ପ୍ଳିଜ, ପ୍ଳିଜ କହ ନା କଣ ହେଲା ?

ଝିଅ- ତେବେ ଶୁଣ

ସେ ଆସିଲେ ଓ ରୁମ ର କବାଟ ଦେଇଦେଲେ

ସାଙ୍ଗ- ପୁଣି କଣ ହେଲା ?

ଝିଅ- ପୁଣି ସେ ନିଜର କୋଟ ଖୋଲି ଖୁଣ୍ଟିରେ ଟାଙ୍ଗିଦେଲେ

ସାଙ୍ଗ- ଆରେ ଜଲ୍ଦି କହ ପୁଣି କଣ ହେଲା ?

ଝିଅ- ପୁଣି ସେ ନିଜର ପ୍ୟାଣ୍ଟ ବି ଓଲ୍ହାଇ ଖୁଣ୍ଟିରେ ଟାଙ୍ଗିଲେ

ସାଙ୍ଗ- ଓଃ କହ ନା ପୁଣି କଣ ହେଲା ?

ଝିଅ – ପୁଣି ସେ ନିଜ ସାର୍ଟ ବି ଓଲ୍ହେଇ ଖୁଣ୍ଟିରେ ଟାଙ୍ଗିଲେ

ସାଙ୍ଗ – ଜଲ୍ଦି କହ ପୁଣି କଣ ହେଲା ?

ଝିଅ- ପୁଣି କଣ ହେଲା ନା ଯେମିତି ହିଁ ସେ ନିଜ ବନିୟାନ ଓଲ୍ହେଇ ଖୁଣ୍ଟିରେ ଟାଙ୍ଗିଲେ, ଖୁଣ୍ଟି ଭାଙ୍ଗି ଗଲା ଓ ସେ ସାରା ରାତି ଖୁଣ୍ଟି ହିଁ ପିଟୁ ଥିଲେ

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *