ବନ୍ଧୁଗଣ ନମସ୍କାର, ବାପା ଝିଅ ହେଲେ ମୁହାଁମୁହିଁ । ୟୁପି ର ଝିଅ ଓଡ଼ିଶା ରେ ମାଗୁଛି ନ୍ୟାୟ । ମୋ ବାପା ମୋତେ ମା-ରି ଦେବାକୁ ଚାହୁଁଛନ୍ତି । ଏ ନେଇ କମିଶନରେଟ ପୋ-ଲି-ସ ର ଦ୍ୱାରସ୍ଥ ହୋଇଛନ୍ତି ଝିଅ । କମିଶନରେଟ ପୋ-ଲି-ସ ସମସ୍ତ କାଗଜପତ୍ର ଯାଞ୍ଚ କାର୍ଯ୍ୟ ଜାରି ରଖିଛନ୍ତି ।
ତେବେ ଝିଅ ଙ୍କ ବୟାନ ଅନୁସାରେ, ମୁଁ ସାବାଳିକା, କିନ୍ତୁ ମୋତେ ନାବାଳିକା ଦର୍ଶାଇ ୟୁପି ପୋ-ଲି-ସ ଜରିଆ ରେ ମୋତେ ଓଡ଼ିଶା ରୁ ଉଠାଇ ନେବାକୁ ଚାହୁଁଛନ୍ତି ବାପା । ମନର ମଣିଷ କୁ ବିବାହ କରି ସାରିବା ପରେ, ମୁଁ ବର୍ତ୍ତମାନ ମୋ ସ୍ୱାମୀ ଙ୍କ ସହିତ ରହିବାକୁ ଚାହୁଁଛି । କିନ୍ତୁ ମୋ ବାପା ୟୁପି ର ଜଣେ ପ୍ରଭାବଶାଳୀ ଲୋକ ହୋଇ ଥିବାରୁ ମୋତେ ପୋ-ଲି-ସ ଜରିଆରେ ଉଠାଇ ନେବାକୁ ଚାହୁଁଛନ୍ତି । କୋର୍ଟ ରେ ମୁଁ ମୋ ବୟାନ ରଖିବି ବୋଲି କହିଛନ୍ତି ଯୁବତୀ ।
ଅନ୍ୟ ପକ୍ଷରେ ନିଜର ସମସ୍ତ ଡକ୍ୟୁମେଣ୍ଟ ପୋ-ଲି-ସ କୁ ଦେଇଛନ୍ତି । ତାଙ୍କୁ ୧୮+ ବୋଲି କମିଶନରେଟ ପୋ-ଲି-ସ ଜାଣି ସାରିଛନ୍ତି । ଯୁବତୀ ଜଣକ କହିଛନ୍ତି ଯେ ୟୁପି ପୋ-ଲି-ସ ଯୋଗୁଁ ସେ ଯେପରି ନିଜ ଘରକୁ ଫେରି ନ ଯାଆନ୍ତି, ତେଣୁ ମୁଁ ଓଡ଼ିଶା ପୋ-ଲି-ସ ର ଦ୍ୱାରସ୍ଥ ହୋଇଛି । ମୋତେ ଏଠାରୁ ଉଠାଇ ନେବା ପରେ ସେମାନେ ମା-ରି ଦେବେ । ଓଡ଼ିଶା ର ଭୁବନେଶ୍ୱର ରେ ଥିବା ଏହି ଝିଅ ବର୍ତ୍ତମାନ ନ୍ୟାୟ ମାଗୁଛନ୍ତି ।
ସେହିପରି ଝିଅ ଙ୍କ ଅ-ଭି-ଯୋ-ଗ ଆଧାର ରେ କମିଶନରେଟ ପୋ-ଲି-ସ ତଦନ୍ତ ଆରମ୍ଭ କରିଛି । ଏୟାର ଫିଲ୍ଡ ଥାନା ପୋ-ଲି-ସ ଉକ୍ତ ଯୁବତୀ ଙ୍କ ୧୬୪ ଧାରା ରେ ବୟାନ ରେକର୍ଡ କରି କୋର୍ଟ ନିର୍ଦ୍ଧେଶ ଅନୁସାରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛି ।
ତା ହେଲେ ବନ୍ଧୁଗଣ ଆପଣ ମାନଙ୍କ ଏଥିରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହେଇ ରୁହନ୍ତୁ । ଧନ୍ୟବାଦ