ପ୍ରେମିକାକୁ ଦେଖା କରିବା ପାଇଁ ଆସିଥିଲା ପ୍ରେମିକ, କିନ୍ତୁ ହେଲା କିଛି ଏମିତି କି ଚପଲରେ ସେକିଲା ପ୍ରେମିକା, ଦେଖନ୍ତୁ Shocking ଭାଇରାଲ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆ ରେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି ପ୍ରେମିକ ନିଜ ପ୍ରେମିକା ଙ୍କୁ ଦେଖା କରିବାକୁ ଯାଇଥିଲେ କିନ୍ତୁ ସେଠାରେ ସେ ଚ-ପ-ଲ ରେ ମା-ଡ଼ ଖାଉଛନ୍ତି ଏବଂ ସ୍ଥାନୀୟ ଲୋକ ରୁ-ଣ୍ଡ ହୋଇ ଏହି ଦୃଶ୍ୟ କୁ ଉପଭୋଗ କରୁଛନ୍ତି ।

ସବୁଠାରୁ ଦୟନୀୟ କଥା ହେଉଛି ଏହା ଯେ, ସ୍ୱୟଂ ପ୍ରେମିକା ହିଁ ନିଜ ପ୍ରେମିକ ଙ୍କୁ ଚ-ପ-ଲ ରେ ମା-ଡ଼ ମା-ରୁ-ଛ-ନ୍ତି । ତେବେ ଯାଜପୁର ଜିଲ୍ଲା ର ଦଶରଥ ପୁର ବ୍ଲକ ଅଞ୍ଚଳର ଏହି ଘ-ଟ-ଣା । ମଙ୍ଗଳପୁର ପୋ-ଲି-ସ ଥା-ନା ଅଧିନ କନିକା ପଡ଼ା ପଞ୍ଚାୟତ ମାନସିଂପାଟଣା ଗାଁ ରେ ଘ-ଟି-ଥି-ବା ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ନିଜ ପ୍ରେମିକା ଙ୍କୁ ଦେଖା କରିବାକୁ ଆସିଥିବା ଜଣେ ଯୁବକ ଏଭଳି ଦୟନୀୟ ଅବସ୍ଥା ଭୋଗିଛି ।

ଏହା ସହିତ ଯୁବକ ସହିତ ଆସିଥିବା ତା’ର ସାଙ୍ଗ ମଧ୍ୟ ବିନା କୌଣସି ଭୁଲ ରେ ମା-ଡ଼ ଖା-ଇ-ଛି । କିଛି ଲୋକ ଏହାକୁ ରୋକିବା ପାଇଁ ଚେଷ୍ଟା କରୁଥିବା ବେଳେ ଆଉ କିଛି ଲୋକ ସେମାନଙ୍କୁ ଆହୁରି ମା-ରି-ବା ପାଇଁ ଉତ୍ସାହିତ କରୁଛନ୍ତି । ମା-ଡ଼ ତ ଖା-ଇ-ଲେ ପୁଣି ଶେଷରେ ପୋ-ଲି-ସ ସେହି ଯୁବକ ଙ୍କୁ ଥା-ନା କୁ ବା-ନ୍ଧି ନେଇଗଲା । ଯାଜପୁର ବିଞ୍ଝାରପୁର ଥାନା ସହିଦପୁର ଗ୍ରାମ ର ଜଣେ ଯୁବକ ଉକ୍ତ ଗ୍ରାମର ଯୁବତୀ ଙ୍କୁ ଭଲ ପାଉଥିଲେ । କିନ୍ତୁ କୌଣସି କାରଣ ବଶତଃ ଉଭୟ ଙ୍କ ସମ୍ପର୍କ କଟି ଯାଇଥିଲା ।

 

ଯୁବତୀ ଜଣକ ମାନସିଂପାଟଣା ଗାଁ କୁ ନିଜ ସାଙ୍ଗ ଙ୍କ ଘରକୁ ବୁଲିବାକୁ ଆସିଥିଲେ । ଏହି ସ-ମ୍ବ-ନ୍ଧ-ରେ ଯୁବକ ଜଣକ ଖବର ପାଇ ମଙ୍ଗଳବାର ଦିନ ଅପରାହ୍ନରେ ଯୁବତୀ କୁ ଦେଖା କରିବାକୁ ଆସିଥିଲେ । ସେଠାରେ ଏହି ଯୁବକ ଯୁବତୀ ଙ୍କ ବନ୍ଧୁ ଙ୍କ ପରିବାର ଙ୍କ ହାବୁଡ଼ା ରେ ପଡ଼ିଗଲେ । ପରେ ସେଠି ଚାଲିଲା କଥା କ-ଟା-କ-ଟି ଏବଂ ଯୁ-କ୍ତି-ତ-ର୍କ ।

ଏହାପରେ ଯୁବତୀ ଙ୍କ ବନ୍ଧୁ ଙ୍କ ପରିବାର ଦୁଇ ଯୁବକ ଙ୍କୁ ଅଟକ ରଖି ମା-ର-ପି-ଟ କରିଥିଲେ ଏବଂ ସେଠାରେ ଗାଁ ଲୋକ ମଧ୍ୟ ରୁ-ଣ୍ଡ ହୋଇଥିଲେ । ସେହି ଯୁବତୀ ଜଣକ ସ୍ୱୟଂ ଯୁବକ ଙ୍କୁ ଚ-ପ-ଲ ରେ ମା-ଡ଼ ମା-ରି-ଥି-ଲେ । ପରେ ଗ୍ରାମ ବାସୀ ଦୁଇ ଯୁବକ ଙ୍କୁ ମଙ୍ଗଳପୁର ଥାନା ପୋ-ଲି-ସ ଙ୍କ ଜି-ମା ଦେଇ ଦେଇଥିଲେ ।

ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଜାଣିବା ପରେ ଆପଣ ମାନଙ୍କୁ ସତର୍କ କଟାଇବାକୁ ଚାହିଁବୁ ଯେ, ପ୍ରେମ କରିବାକୁ କେହି ମନା କରୁ ନାହାନ୍ତି । କିନ୍ତୁ ପ୍ରେମ ନି-ଶା ରେ ଏଭଳି କୌଣସି ଭୁଲ କରନ୍ତୁ ନାହିଁ । ନଚେତ ଆପଣଙ୍କ ଅବସ୍ଥା ମଧ୍ୟ ଠିକ ଏହି ଯୁବକ ଙ୍କ ଭଳି ଦୟନୀୟ ହୋଇଯିବ ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *