ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ଦିନକୁ ଦିନ ଜଟିଳ ହୋଇ ଯାଉଛି । କାରଣ ଦେଶରେ କରୋନା ମହାମରିର ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟରେ ରାଜ୍ୟ ସରକାର ମାନେ ଲକଡାଉନ ଘୋଷଣା କରିଛନ୍ତି ।
ହେଲେ ବନ୍ଧୁଗଣ ଏହି ଲକଡାଉନ କରିବା ଦ୍ଵାରା ଅନେକ ଲୋକ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକ ମାନେ ଘରେ ବସି ଚିନ୍ତାରେ ରହୁଛନ୍ତି ଓ ଏହି କରୋନା କାଳ ସମୟରେ ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ଘ-ଟ-ଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।
ଗତ କିଛି ସମୟ ପୂର୍ବରୁ ରାଜ୍ୟର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରଭାତ ନଳିନୀଙ୍କ କରୋନାରେ ଦେ-ହା-ନ୍ତ ହୋଇଯାଇଛି । ବନ୍ଧୁଗଣ ଦେ-ହା-ନ୍ତ ପୂର୍ବରୁ ସେ ଏକ ବଡ ଟ୍ବିଟ କରିଥିଲେ । ତେବେ କରୋନାକୁ ନେଇ ସେ କରିଥିବା ଶେଷ ଟୁଇଟ ଏବେ ବହୁତ ଚର୍ଚ୍ଚାରେ ରହିଛି ।
ପ୍ରଭାତ ନଳିନୀ ସେହି ଟ୍ବିଟରେ ଲେଖିଥିଲେ ଯେ-‘କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମୃ-ତଦେହକୁ ଜଳାଇ ନଦେଇ ଗବେଷଣା କରିବା ପାଇଁ ସଂରକ୍ଷିତ ରଖିବା ଉଚିତ୍ । ଯାହାଦ୍ୱାରା କରୋନା ସଂକ୍ରମିତଙ୍କ ମୃ-ତ୍ୟୁର ପ୍ରକୃତ କାରଣ ଜଣା ପଡିବ’ । ତେବେ ଦୁର୍ଭାଗ୍ୟ ଏ ସଂପର୍କରେ ସେ ସ୍ୱର ଉଠାଇବା କିଛି ଦିନ ପରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ପ୍ରା-ଣ ହରାଇଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଡାକ୍ତର ପ୍ରଭାତ ନଳିନୀ ମହାନ୍ତି ହେଉଛନ୍ତି ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ । କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ଦେ-ହା-ନ୍ତ ହୋଇସାରିଛି ହେଲେ ତାଙ୍କର ଶେଷ ଟ୍ୱିଟ ଏବେ ଚର୍ଚ୍ଚାକୁ ଆସିଛି ।
ସେହି ଟ୍ୱିଟରେ ପ୍ରଭାତ ନଳିନୀ ଲେଖିଛନ୍ତି-‘ ଫୁସଫୁସରେ ଅଧିକ ପ୍ରଭାବ ପଡିବା କାରଣରୁ କରୋନାରେ ବହୁ ସଂଖ୍ୟାରେ ଲୋକ ମାନଙ୍କର ଦେ-ହା-ନ୍ତ ହେଉଛି ଏବଂ ଦେ-ହା-ନ୍ତ ପରେ ମୃ-ତ-ଦେ-ହ ସବୁକୁ ତୁରନ୍ତ ପୋଡି ଦିଆଯାଉଛି । ହେଲେ ପୋଡିବା ପୂର୍ବରୁ ସମସ୍ତ ଶ-ବ ଗୁଡିକର ପରୀକ୍ଷଣ କରାଯିବା ଦରକାର । ତେବେ ଯାଇ ମୃ-ତ୍ୟୁର ଅସଲ କାରଣ ପାଖରେ ଚିକିତ୍ସା ବିଜ୍ଞାନ ପହଞ୍ଚିପାରିବ’ ।
ପ୍ରଭାତଙ୍କ ଏହି ଟ୍ବିଟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛି ଓ ଲୋକମାନେ ଏହି ଟ୍ବିଟକୁ ଦେଖି ନିଜର ଭିନ୍ନ ଭିନ୍ନ ପ୍ରରିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ପ୍ରଭାତଙ୍କ ଟ୍ବିଟ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ, ଧନ୍ୟବାଦ ।