Odia Jokes- ବାହାଘର ର ପ୍ରଥମ ରାତିରେ ସ୍ତ୍ରୀ ରୋମାଣ୍ଟିକ ମୁଡ଼ ହୋଇ ଶାଢ଼ୀ ଖୋଲିଲା, ସ୍ୱାମୀ ଙ୍କୁ ଦେଖି କହିଲା ଜାଣିଛ ନା କଣ କରିବାର ଅଛି…

ନମସ୍କାର ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ଦ୍ଵାରା ଆପଣ ବହୁତ ହସିବେ । ହସିବା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଯେଉଁମାନେ ଜୋକ୍ସ ପଢୁ ନାହାନ୍ତି ସେମାନେ ମଧ୍ୟ ଏହି ଜୋକ୍ସକୁ ପାଢୀ ନିଶ୍ଚୟ ହସିବେ ।

୧. ସ୍ତ୍ରୀ- ଆରେ ଶୁଣୁଛ ଯେତେବେଳେ ଆମର ନୂଆ ନୂଆ ବାହାଘର ହୋଇଥିଲା ମୁ ଖାଇବା ନେଇ ଆସୁଥିଲି,

ହେଲେ ତମେ ମତେ ଅଧିକ ଖୁଆଇ ଦେଉଥିଲ, ନିଜେ କମ ଖାଉଥିଲ ।

ସ୍ଵାମୀ- ତା ହେଲେ ?

ସ୍ତ୍ରୀ- ତେବେ ଏବେ ତମେ ଏମିତି କାହିଁକି କରୁନ ?

ସ୍ଵାମୀ- କାରଣ ଏବେ ତମେ ବହୁତ ଭଲ ଖାଇବା ତିଆରି କରୁଛ ।

୨. ସ୍ଵାମୀ- ଦିନ ସାରା ଶୋଇ ରହୁଛ ।

ସ୍ତ୍ରୀ- ତା ହେଲେ କଣ ଆରାମ ମଧ୍ୟ କରିବି ନାହିଁ

ସ୍ଵାମୀ- ଚାହା ବନେଇ ଦିଅ ଶୀଘ୍ର

ସ୍ତ୍ରୀ- ନିଜେ ବନେଇ ଦିଅ

ସ୍ଵାମୀ- ମୋ ମୁଣ୍ଡ ବିନ୍ଧୁଛି

ସ୍ତ୍ରୀ- ହଁ ତା ହେଲେ ମୋର ବି ବେକ ବିନ୍ଧୁଛି ।

ସ୍ଵାମୀ- ଠିକ ଅଛି ତା ହେଲେ ତମେ ମୋ ପାଖକୁ ଆସ, ତମେ ମୋର ମୁଣ୍ଡ ଚିପି ଦିଅ ଆଉ ମୁ ତୁମର ବେକ ଚିପି ଦେଉଛି ।

୩. ସ୍ତ୍ରୀ- ହେଇ ଶୁଣୁଛ, ରଇଜ ଫିଲ୍ମ ଦେଖିବାକୁ ଯିବା ?

ସ୍ଵାମୀ- ମୁଁ ସେତିକି କାବିଲ ନାହିଁ ।

ସ୍ତ୍ରୀ- ତା ହେଲେ କାବିଲ ଦେଖିବାକୁ ଚାଲ ?

ସ୍ଵାମୀ- ମୁଁ ଏତେ ରଇଜ ନୁହେଁ … ଏହା ପରେ ତାଙ୍କ ପିଲାମାନେ ଘର ମଧ୍ୟରେ ଦଙ୍ଗଲ ଫିଲ୍ମ ଦେଖିଲେ ।

୪. ସ୍ତ୍ରୀ : (ଫୋନ ରେ ) ମୁଁ ବଜାର ଆସିଛି କିଣା କିଣି କରିବାକୁ ତୁମ ପାଇଁ କଣ ନେବିକି?

ସ୍ଵାମୀ: ହଁ ହଁ ମତେ ଜୀବନର ମାନେ ଦରକାର,

ଜୀବନ ସାର୍ଥକ କେମିତି ହବ ସେ ଦରକାର ,

ଆତ୍ମାର ଶାନ୍ତି ଦରକାର, ମତେ ମୋର ଅସ୍ଥିତ୍ଵ ଖୋଜିବାର ଅଛି …

ସ୍ତ୍ରୀ : (କିଛି ସମୟ ଚୁପ ରହିଲା ପରେ ପି) ଆରେ ଆରେ ଠିକ ଅଛି

କଉଟା ଆଣିବି ? କିଙ୍ଗଫିସର… ନା ଫାଷ୍ଟର …

୫. ଦୁଇଟି ସାଙ୍ଗ ବହୁତ ଦିନ ପରେ ଦେଖା ହେଲେ

ପ୍ରଥମ ସାଙ୍ଗ- ପୁଅ ମାନଙ୍କ ଉପରେ ମୋର ଆଉ ତିଳେ ମାତ୍ର ବିଶ୍ଵାସ ନାହିଁ ।

ଦ୍ଵିତୀୟ ସାଙ୍ଗ- କାହିଁକି, ଏମିତି କଣ କରିଲେ ପୁଅ ମାନେ ତୋର ?

ପ୍ରଥମ ସାଙ୍ଗ- ଆରେ ସାଙ୍ଗ ଆଉ କଣ କହିବି, କାଲି ମୋର ବୟଫ୍ରେଣ୍ଡ ମତେ ଧୋକା ଦେଇଦେଲା ।

ଦ୍ଵିତୀୟ ସାଙ୍ଗ- କେମିତି ?

ପ୍ରଥମ ସାଙ୍ଗ- କାରଣ କାଲି ମୋର ବୟଫ୍ରେଣ୍ଡ ମୋର ଦ୍ଵିତୀୟ ବୟଫ୍ରେଣ୍ଡ ସହ ମତେ ଦେଖିଦେଲା ।

୬. ବାହାଘର ର ପ୍ରଥମ ରାତିରେ ସ୍ତ୍ରୀ ରୋମାଣ୍ଟିକ ମୁଡ଼ ହୋଇ ଶାଢ଼ୀ ଖୋଲିଲା …

ସ୍ୱାମୀ ଙ୍କୁ ଦେଖି କହିଲା ଜାଣିଛ ନା କଣ କରିବାର ଅଛି…

ସ୍ୱାମୀ – ହେ ଯା ଏତେ ରାତିରେ ମୁଁ କେଭେ ବି ଲୁଗା ଧୋଇବାକୁ ଯିବିନି….

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *