ବନ୍ଧୁଗଣ ଆଜିକାଲି ଦୁନିଆରେ ପ୍ରାୟତଃ ସମସ୍ତ ଲୋକ ସୋସିଆଲ ମିଡିଆ ଦ୍ଵାରା ଦେଶର ସମସ୍ତ ଛୋଟ ବଡ ଘଟଣା ବିଷୟରେ ବହୁତ ସହଜରେ ଜାଣି ପାରୁଛନ୍ତି । ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁତ ଚର୍ଚାରେ ରହିଛି ।
ବନ୍ଧୁଗଣ ଏହି ଘଟଣା ବିଷୟରେ ଜାଣି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଓ ଏହା ସହିତ ଲୋକମାନେ ଘଟଣା ପ୍ରତି ଭିନ୍ନ ଭିନ୍ନ ମତ ଦେଉଛନ୍ତି । ବନ୍ଧୁଗଣ ଆପଣ ମାନେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜିଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଏହି ଘଟଣାଟି ହେଉଛି ଏକ ମହିଳା ତାଙ୍କ ରୋଷେଇ ଘରେ କାମ କରୁଥିବା ସମୟରେ ଏକ ସାପକୁ ଦେଖିଥିଲେ । ଏହାପରେ ମହିଳା ଜଣକ ନିଜ ଜୀବନ ବଞ୍ଚାଇ ସେହି ସାପଟିକୁ ଧରେଇଥିଲେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ହେଉଛି ଭଦ୍ରକ ଜିଲ୍ଲାର ଏକ ଗାଁର । ଏହି ଗାଁର ଏକ ମହିଳା ସବୁଦିନ ନିଜ ରୋଷେଇ ଘରେ କାମ କରନ୍ତି ।
ହେଲେ ଗତ କିଛି ଦିନ ତଳେ ସେହି ମହିଳା ଜଣକ ରୋଷେଇ ଘରେ କାମ କରୁଥିବା ସମୟରେ ହଠାତ ଏକ ନାଗ ସାପକୁ ଦେଖି ଥିଲେ ।ସାପ ଦେଖିବା ପରେ ମହିଳା ଜଣକଙ୍କ ହୋସ ଉଡିଗଲା । ଏହାପରେ ମହିଳା ଜଣକ ଭୟରେ ନିଜ ଜୀବନ ବଞ୍ଚେଇବାକୁ ଯାଇ ଘର ବାହାରକୁ ଚାଲି ଆସି ଥିଲେ । ବନ୍ଧୁଗଣ ଏହା ମହିଳା ମହିଳା ଜଣକ ନିଜ ଆଖ ପାଖରେ ଥିବା ଲୋକ ମାନଙ୍କୁ ଡାକି ଥିଲେ ଓ ସ୍ନେକ ହେଲ୍ପ ଲାଇନ ନମ୍ବରକୁ କଲ୍ କରି ବନ ବିଭାଗ କର୍ମଚାରୀ ମାନଙ୍କୁ ଡକେଇ ଥିଲେ ।
ଘଟଣାର କିଛି ସମୟ ପରେ ଭଦ୍ରକ ଜିଲ୍ଲାର ସାପଧାରା ଏକ୍ସପର୍ଟ ମିର୍ଜା ନାମକ ଜଣେ ବ୍ୟକ୍ତି ଆସି ସେହି ସ୍ଥାନରେ ପହଞ୍ଚି ଥିଲେ ଓ ଘର ଭିତରୁ ସାପଟିକୁ ଧରି ଥିଲେ । ବନ୍ଧୁଗଣ ସାପ ସହ ଜଡିତ ଅନେକ କାହାଣୀ ଆପଣ ମାନେ ଶୁଣିଥିବେ । ଅବଶ୍ୟ କିଛି ଟା ସାପ ମଣିଷ ମାନଙ୍କ ପାଇଁ ଘାତକ ଅଟେ ହେଲେ ସମସ୍ତ ସାପ ମଣିଷଙ୍କର ହାନି କରି ନଥାନ୍ତି ।
ତେଣୁ ଆମ ମାନଙ୍କୁ ମଧ୍ୟ ଏହି କଥାର ବିଶେଷ ଧ୍ୟାନ ରଖିବା ଉଚିତ ଓ ସାପ ମାନଙ୍କୁ ମାରିବା ଉଚିତ ନୁହେଁ । ସୋସିଆଲ ମିଡିଆରେ ଏହି ଘଟଣାଟି ବହୁତ ଚର୍ଚାରେ ରହିଛି ଓ ଲୋକମାନେ ଏହି ଘଟଣା ପ୍ରତି ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।