ବିବାହରେ Bollywood ଷ୍ଟାର ମାନଙ୍କ ତରଫରୁ Yami Goutam ଙ୍କୁ ମିଳିଲା ଏହି ସବୁ ଦାମୀ ଗିଫ୍ଟ , ମା’ Anjali Goutam ଦେଲେ ମହଙ୍ଗା ଗିଫ୍ଟ, ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସବୁ ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଓ ନିଜ ବିବାହ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତ୍ରୀ ୟାମି ଗୌତମଙ୍କୁ ନିଶ୍ଚୟ ଜାଣିଥିବେ । ୟାମି ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଚର୍ଚାରେ ରହିବାର ବଡ କାରଣ ହେଉଛି ୟାମି ଗତ ଶୁକ୍ରବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ବନ୍ଧୁଗଣ ସୋସିଆଲ ମିଡିଆରେ ୟାମିଙ୍କ ବିବାହ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ବିବାହ ପାଇଁ ୟାମିଙ୍କୁ କେତେକ ଏକ୍ସ ପେନ୍ସିବ ଗିଫ୍ଟ ମଧ୍ୟ ମିଳିଛି । ଆଜିଆମେ ଆପଣ ମାନଙ୍କୁ ୟାମିଙ୍କୁ ମିଳିଥିବା ଏହି ସବୁ ଏକ୍ସ ପେନ୍ସିବ ଗିଫ୍ଟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅଞ୍ଜଲି ଗୌତମ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ୟାମିଙ୍କ ମା ଅଞ୍ଜଲି ଗୌତମ । ବିବାହ ଖୁସିରେ ଅଞ୍ଜଲି ନିଜ ଝିଅକୁ ଏକ ଡାଇମଣ୍ଡ ସେଟ ଗିଫ୍ଟ କରିଛନ୍ତି ଓ ଏହା ସହିତ ମୁମ୍ବାଇରେ ଏକ ଲକ୍ସରି ଆପାର୍ଟମେଣ୍ଟ ମଧ୍ୟ ଗିଫ୍ଟ କରିଛନ୍ତି । ଏହି ଦୁଇଟି ଗିଫ୍ଟର ଦାମ ହେଉଛି 30 କୋଟି ଟଙ୍କା ।

ମୁକେଶ ଗୌତମ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ୟାମିଙ୍କ ବାପା ମୁକେଶ ଗୌତମ । ବିବାହ ଖୁସିରେ ମୁକେଶ ନିଜ ଝିଅକୁ ଏକ ଲାମ୍ବରଗିନି ଆଭାଣ୍ଟାଡୋର କାର ଗିଫ୍ଟ କରିଛନ୍ତି । ଏହି କାରର ଦାମ ହେଉଛି 7 କୋଟି ଟଙ୍କା ।

ଆୟୁଷ୍ମାନ ଖୁରାନା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଆୟୁଷ୍ମାନ ଖୁରାନା । ଆୟୁଷ୍ମାନ ଓ ୟାମି ଏକା ସହ ଅନେକ ଫିଲ୍ମରେ କାମ କରିଛନ୍ତି । ଏହି ଦୁଇଜଣଙ୍କ ଭଲ ସାଙ୍ଗ ମଧ୍ୟ ଅଟନ୍ତି । ବିବାହ ଖୁସିରେ ଆୟୁଷ୍ମାନ ୟାମିଙ୍କୁ ଅନେକ ଶୁବେଛା ଜଣାଇଥିଲେ ଓ ଏହା ସହିତ ୟାମିଙ୍କୁ ଟିସୋଟ କମ୍ପାନୀର ଏକ ଏକ୍ସ ପେନ୍ସିବ ୱାଚ ଗିଫ୍ଟ କରିଛନ୍ତି । ଏହି ଘଣ୍ଟାର ଦାମ ହେଉଛି 10 ଲକ୍ଷ ଟଙ୍କା ।

ହ୍ରୀତିକ ରୋଷନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ହ୍ରୀତିକ ରୋଷନ । ୟାମି ଓ ହ୍ରୀତିକ ଏକା ସହ ‘କାବିଲ’ ଫିଲ୍ମରେ କାମ କରିଥିଲେ । ବିବାହ ଖୁସିରେ ହ୍ରୀତିକ ୟାମିଙ୍କୁ ଏକ ଏକ୍ସ ପେନ୍ସିବ ଶାଢୀ ଗିଫ୍ଟ କରିଛନ୍ତି ଯାହାର ଦାମ ହେଉଛି 12 ଲକ୍ଷ ଟଙ୍କା ।

ଉର୍ବଶୀ ରୋଟେଲା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଉର୍ବଶୀ ରୋଟେଲା । ଉର୍ବଶୀ ଓ ୟାମି ଏକା ସହ ଫିଲ୍ମ ‘ସନମ ରେ’ରେ କାମ କରିଥିଲେ । ବିବାହ ପାଇଁ ଉର୍ବଶୀ ୟାମିଙ୍କୁ ଅନେକ ଶୁବେଛା ଜଣାଇଥିଲେ ଓ ମାଲଦିବ୍ସର ଭେକେସନ ଟ୍ରିପ ଟିକେଟ ଗିଫ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *