Special Report: ଦେଉର ଏବଂ ଦେଢଶୁରଙ୍କ ସହ ବି ଶୋଇବାକୁ ପଡେ ଏଠାକାର ସ୍ତ୍ରୀଲୋକଙ୍କୁ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ପୁରାଣ କଥା ବିଷୟରେ ନିଶ୍ଚୟ ଜାଣିଥିବେ । ପୁରାଣ ଯୁଗରେ ଦ୍ରୌପତି ନିଜର ପାଞ୍ଚଟି ସ୍ଵାମୀଙ୍କ ସହ ସ-ମ୍ବ-ନ୍ଧ ରଖିଥିଲେ । ହେଲେ ବନ୍ଧୁଗଣ କଳିଯୁଗରେ ଏହା ହୁଏ ନାହିଁ ।

ଯଦି କୌଣସି ମହିଳା କଳିଯୁଗରେ ଗୋଟେରୁ ଅଧିକ ପୁରୁଷଙ୍କ ସହ ସ-ମ୍ବ-ନ୍ଧ ରଖେ ତା ହେଲେ ସେହି ମହିଳାକୁ ସମାଜର ଅନେକ ସମସ୍ୟା ଓ ଅ-ପ-ମା-ନର ସମ୍ମୁଖୀନ ହେବାକୁ ପଡେ । କଳିଯୁଗରେ ଯଦି ଗୋଟିଏ ସ୍ତ୍ରୀର ଅନେକ ସ୍ଵାମୀ ଥିବେ ତା ହେଲେ ତାଙ୍କୁ ସତୀ ବୋଲି କୁହାଯାଏ ନାହିଁ । ବନ୍ଧୁଗଣ ଭାରତରେ ଏକ ଏପରି ସ୍ଥାନ ରହିଛି ଯେଉଁଠି ସ୍ତ୍ରୀ ମାନେ ନିଜ ସ୍ଵାମୀଙ୍କ ସହିତ ତାଙ୍କ ଦି-ଅ-ର ମାନଙ୍କ ସହ ମଧ୍ୟ ସ-ମ୍ବ-ନ୍ଧ ରଖନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଭାରତର ରାଜସ୍ଥାନ ରାଜ୍ୟର ଆଲ୍ୱାରର ଏକ ଗାଁରେ ଏହି ପରି କିଛି ପ୍ରଥା ରହିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଏହି ସ୍ଥାନରେ ଯଦି କୌଣସି ମହିଳା ବିବାହ ବନ୍ଧନରେ ବାନ୍ଧି ହୁଏ ତା ହେଲେ ସେହି ମହିଳାଙ୍କୁ ତାଙ୍କ ଦିଅର ଓ ଦେ-ଢ-ଶୁ-ରଙ୍କ ସହ ମଧ୍ୟ ଶା-ରୀ-ରି-କ ସ-ମ୍ପ-ର୍କ ରଖିବାକୁ ପଡେ । ଏହି ସ୍ତ୍ରୀ ମାନଙ୍କୁ ଏହିପରି ନିଜ ସ୍ଵାମୀଙ୍କ ସହିତ ଅନ୍ୟ ଲୋକଙ୍କ ସହ ସ-ମ୍ବ-ନ୍ଧ ରଖିବାର କଣ କାରଣ ରହିଥିବ । ବନ୍ଧୁଗଣ ସେହି ଗାଁରେ ଏହି ପରିକା ନିୟମ ରହିଛି । ଯଦି କୌଣସି ସ୍ଵାମୀ ବା ସ୍ତ୍ରୀ ଏହି ନିୟମକୁ ନ ମାନିବେ ତା ହେଲେ ତାଙ୍କୁ ଏଥିପାଇଁ କ-ଠୋ-ର ଦ-ଣ୍ଡ ମଧ୍ୟ ମିଳିବ ।

ଏହି ସ୍ଥାନରେ ଯେତେବେଳେ କୌଣସି ମହିଳା ବିବାହ କରି ନିଜ ଶାଶୁ ଘରକୁ ଯାଇଥାଏ ସେତେବେଳେ ତାର ନିଜ ସ୍ଵାମୀ ଓ ଶାଶୁ ଅନ୍ୟ ବ୍ୟକ୍ତିଙ୍କ ସହ ସ-ମ୍ବ-ନ୍ଧ ରଖିବା ପାଇଁ ବାଧ୍ୟ କରେଇଥାନ୍ତି । ସ୍ତ୍ରୀଙ୍କୁ ସ୍ଵାମୀ ସହିତ ନିଜ ଦେଢଶୁର ଓ ନିଜ ଦିଅର ସହ ମଧ୍ୟ ସ-ମ୍ବ-ନ୍ଧ ରଖିବାକୁ ପଡିଥାଏ । ଏହା କରିବାର ମୁଖ୍ୟ କାରଣ ହେଉଛି ସେହି ସ୍ଥାନରେ ଜାଗା ର ଅଭାବ ରହିଛି । ଯଦି ସମସ୍ତ ପୁରୁଷ ବିବାହ କରିବେ ତା ହେଲେ ସେମାନେ ଅଲଗା ଅଲଗା ଘର କରି ରହିବେ ଯାହାକି ସମ୍ଭବ ନୁହେଁ ।

ତେଣୁ ଯଦି ଗୋଟିଏ ମହିଳା ଘରର ସମସ୍ତ ପୁରୁଷଙ୍କୁ ଶା-ରୀ-ରି-କ ସୁ-ଖ ଦେବ ତା ହେଲେ ସେମାନଙ୍କୁ ବିବାହ କରିବାକୁ ପଡିବ ନାହିଁ ଓ ଘରକୁ ବାଣ୍ଟିବାକୁ ପଡିବ ନାହିଁ । ବନ୍ଧୁଗଣ ଏହି ଗାଁର ଏହି ପରମ୍ପରାକୁ ଆଜି ପର୍ଯ୍ୟନ୍ତ କେହି ବନ୍ଦ କରିପାରି ନାହାନ୍ତି । ଆପଣ ମାନେ ନିଶ୍ଚୟ ଏହି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଥିବେ ହେଲେ ଏହା ସତ ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *