ଧାନ ବିଲରେ ଚାଲିଛି ଏମିତି ଭ-ୟ-ଙ୍କ-ର କା-ଣ୍ଡ, ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ଅଛି । କରୋନା ମହାମାରୀର ଦ୍ଵିତୀୟ ଲହର ଦେଶରେ ନିଜ କୋପ ବର୍ଷାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟରେ ରାଜ୍ୟ ସରକାର ମାନେ ଲକଡାଉନ ଘୋଷଣା କରିଛନ୍ତି ।

ହେଲେ ଏହି କରୋନା କାଳ ସମୟରେ ଏପରି କିଛି ଆଶ୍ଚର୍ଯ୍ୟ ଜନକ ଭିଡିଓ ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ କିଛି ମହିଳା ମାନେ ଏକ ଛୋଟ ଘରକୁ ଢେଲା ପଥର ମା-ରି ଭା-ଙ୍ଗୁ ଥିବାର ନଜର ଆସୁଛି ।

ଏହି ଭିଡିଓର ପ୍ରକୃତ ରହସ୍ୟ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ କିଛି ମହିଳା ମାନେ ଏକ ଛୋଟ ଘରକୁ ଦ୍ରୁତ ଗତିରେ ଢେ-ଲା ପ-ଥ-ର ମା-ଡ କରୁଛନ୍ତି ।

ଅନ୍ୟ ପକ୍ଷରେ ସେହି ଘରଟି ବାହାରୁ ବନ୍ଦ ଥିବାରୁ ଘର ମଧ୍ୟରେ କୌଣସି ଲୋକ ଭିତରୁ ପି-ଟୁ ଥିବାର ନଜର ଆସୁଛି । ଢେଲା ପଥର ମାଡ ପରେ କିଛି ବ୍ୟକ୍ତି ସେହି ଭିଡିଓରେ ଦୌଡୁ ଥିବାର ନଜର ଆସୁଛନ୍ତି । ହେଲେ ସେହି ବ୍ୟକ୍ତି ମାନଙ୍କୁ ମହିଳା ମାନେ ଧରି ଚା-ପୁ-ଡା ଓ ତ-ଣ୍ଟି-ଆ ଆଦି ମା-ଡ ମା-ରୁ-ଛ-ନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଏହି ଘ-ଟ-ଣା-ଟି ହେଉଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର କୁରକୁରା ଗାଁ । ବନ୍ଧୁଗଣ ଏହି ଗାଁ ମୁଣ୍ଡରେ ଏକ ନୂଆ ମ-ଦ ଦୋକାନ ଖୋଲିଥିଲା ।

ଗାଁ ଲୋକମାନେ ଏହାକୁ ବି-ରୋ-ଧ କରି ଭ-ଙ୍ଗା-ରୁ-ଜା କରୁଛନ୍ତି । ସେହି ମ-ଦ ଦୋକାନଟି ଠିକ ଭାବରେ ପୂରଣ ମଧ୍ୟ ହୋଇନଥିଲା ହେଲେ ଗାଁ ଲୋକ ତାକୁ ଭା-ଙ୍ଗି ଚୁ-ର-ମା-ର କରିଦେଲେ । ଗାଁର ମହିଳା ମାନେ ସେହି ମ-ଦ ଦୋକାନ ଉପରେ ଚ-ଢା-ଉ କରି ଦୋକାନକୁ ଭା-ଙ୍ଗି ଥିଲେ ।

ଭା-ଙ୍ଗି-ବା ପ-ରେ ସମସ୍ତ ମ-ଦ ପେ-ଟି-କୁ ବାହାରେ ଆଣି ନ-ଷ୍ଟ କରିଥିଲେ । ବନ୍ଧୁଗଣ ମ-ଦ ଦୋ-କା-ନରେ ଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ମହିଳା ମାନେ ଚା-ପୁ-ଡା ଓ ତ-ଣ୍ଟି-ଆ ଆଦି ମା-ଡ କରିଥିଲେ । ବନ୍ଧୁଗଣ ବାହାରେ ପ-ଡି-ଥି-ବା ମ-ଦ ବୋତଲ ଗୁଡିକୁ ଗାଁ ଲୋକମାନେ ଉଠାଇ ନେଇଯାଇଥିଲେ ।

ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି କରୋନା କାଳ ସମୟରେ ଲୋକମାନେ ଏ-କ-ଜୁ-ଟ ହୋଇ ମ-ଦ ଦୋକାନକୁ ଭା-ଙ୍ଗୁ ଛ-ନ୍ତି ଓ ମ-ଦ ନେଇ ଘରକୁ ମଧ୍ୟ ଯାଉଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି ।

ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଇକେ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *