ଗାଁ ଲୋକ ମାନେ କରନ୍ତୁ ଏହି 4 ଟି ଉପାୟ, କରୋନା ଆପଣଙ୍କୁ ଛୁଇଁ ବି ପାରିବନି, ଦେଖନ୍ତୁ କଣ କହୁଛନ୍ତି Dr. Arvind Kumar

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । ଗତ ବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀ ନିଜ ଭୟଙ୍କର ରୂପ ଦେଖାଯାଇଛି । ଲକ୍ଷାଧିକ ଲୋକ ଏହି ଭାଇରସ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।

ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜ ପ୍ରାଣ ହରାଇସାରିଛନ୍ତି ।ଏହି ମହାମାରୀର ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟର ରାଜ୍ୟ ସରକାର ମାନେ ଲକଡାଉନ ଘୋଷଣା କରିସାରିଛନ୍ତି । ବର୍ତ୍ତମାନର ସମୟରେ ସହର ଅଞ୍ଚଳ ଠାରୁ ଅଧିକ ଗ୍ରାମ ଅଞ୍ଚଳରେ ସଂକ୍ରମଣ ହାର ବଢିବାରେ ଲାଗିଛି । ବନ୍ଧୁଗଣ କେତେକ ଗ୍ରାମରେ ଲୋକ ମାନେ ଏହି ଭାଇରସରେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି ହେଲେ ପୂର୍ବ ବର୍ଷ ସହର ଅଞ୍ଚଳର ଲୋକମାନେ ଅଧିକ ସଂକ୍ରମିତ ହୋଇଥିଲେ ।

ବନ୍ଧୁଗଣ ଯଦି ଗାଁ ଲୋକମାନେ କେବଳ ୪ଟି କଥାର ପାଳନ କରିବେ ତା ହେଲେ ସେମାନେ ଏହି ଭାଇରସ ଦ୍ଵାରା ସଂକ୍ରମିତ ହୋଇପାରିବେ ନାହିଁ । ଆଜିଆମେ ଆପଣ ମାନଙ୍କୁ ସେହି ୪ଟି ମୁଖ୍ୟ କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ଗାଁ ଲୋକ ମାନେ ପାଳନ କରିବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ କରୋନା ମହାମାରୀ ଠାରୁ ବଞ୍ଚିବା ପାଇଁ ଆପଣ ମାନଙ୍କୁ ପ୍ରଥମ କଥାର ଧ୍ୟାନ ରଖିବା ଉଚିତ ଯେ ଆପଣ ମାନେ କରୋନାରୁ ବଞ୍ଚନ୍ତୁ ଓ ଅନ୍ୟ ମାନଙ୍କୁ ଏହି ରୋଗ ଦିଅନ୍ତୁ ନାହିଁ । ବନ୍ଧୁଗଣ ଆପଣ ମାନେ ସବୁବେଳେ ସାମାଜିକ ଦୂରତାକୁ ରକ୍ଷା କରନ୍ତୁ ଓ ନିୟମିତ ରୂପେ ମାସ୍କ ପିନ୍ଧନ୍ତୁ । କୌଣସି ଜରୁରୀ କାମ ନଥିଲେ ଅଯଥା ବାହାରକୁ ଯାନ୍ତୁ ନାହିଁ । ଏହି ସବୁ କଥାକୁ ଧ୍ୟାନରେ ରଖିଲେ ଆପଣ ନିଜକୁ ଓ ଅନ୍ୟ ମାନଙ୍କୁ ଏହି ସଂକ୍ରମଣରୁ ବଞ୍ଚାଇ ପାରିବେ ।

୨. ଯଦି ଆପଣ କରୋନାରେ ଆକ୍ରାନ୍ତ ହୋଇଯାଇଛନ୍ତି ତା ହେଲେ ଆପଣ ଘରେ ରହି ଚିକିତ୍ସା ନେଇପାରିବେ । ତେଣୁ ଆପଣ ମାନେ ଗୋଟେ ନିର୍ଦ୍ଧିଷ୍ଟ ଘରେ ରୁହନ୍ତୁ । ଏହା ସହିତ ଆପଣ ନିଜ ଖାଦ୍ୟ ପେୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନେ ଘରେ ରହି ପାରାସିଟାମଲ ମେଡ଼ିସିନର ସେବନ କରିପାରିବେ । ଏହା ଆପଣଙ୍କ ଜ୍ଵର, ଦୁର୍ବଳତା ଓ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ସମସ୍ତ ସମସ୍ୟାକୁ ସଂପୂର୍ଣ୍ଣ ଦୂର କରିଦେବ । ଏହା ସହିତ ଆପଣ ମାନେ ଡାକସିସାଇକ୍ଲିନ ଓ ଆଇବାରମାକଟୀନ ମେଡିସନର ସେବନ କରିପାରିବେ ।

୩. ଏହି କରୋନା କାଳ ସମୟରେ ଆପଣ ମାନେ ନିଜ ଖାଦ୍ୟ ପେୟ ଓ ନିଜ ଜୀବନ ଶୈଳୀ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଆପଣ ମାନେ ଭିଟାମିନ C, ଜିଙ୍କ, ଆଇରନ ଓ ପ୍ରୋଟିନ ଆଦି ଖାଦ୍ୟର ସେବନ କରନ୍ତୁ । ଏହା ସହିତ ଆପଣ ମାନେ ପ୍ରତିଦିନ ଯୋଗ ଓ ପ୍ରାଣାୟମ ଆଦି ମଧ୍ୟ ନିଶ୍ଚୟ କରନ୍ତୁ ।

୪. ବନ୍ଧୁଗଣ କରୋନା ମହାମାରୀର କିଛି ବିଶେଷ ଲକ୍ଷଣ ରହିଛି । ଯଦି ଆପଣ କୌଣସି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସନସ୍ପର୍ଶରେ ଆସିଯାଇଛନ୍ତି ତା ହେଲେ ଆପଣ ଟାଇମଲାଇନ ଉପରେ ଅଧିକ ଗୁରୁତ୍ଵ ଦିଅନ୍ତୁ । ଯଦି ଆପଣ ମାନଙ୍କର ଜ୍ଵର, ଥଣ୍ଡା, ଶୁଖିଲା କାସ ଓ ନିଶ୍ଵାସ ନେବାରେ ଅସୁବିଧା ଆଦି ସମସ୍ୟା ଦେଖାଯାଉଛି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ଅଧିକ ଡେରି ହେଇଗଲେ ଆପଣଙ୍କ ଜୀବନ ପ୍ରତି ବିପଦ ଆସିପାରେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *