ନମସ୍କାର ବନ୍ଧୁଗଣ ଏହି କରୋନା ମହାମାରି ଯୋଗୁଁ ବିଦ୍ୟାଳୟ, କଲେଜ ଆଦି ସବୁ ବନ୍ଦ ହୋଇରହିଛି । ତେଣୁ ପିଲା ମାନଙ୍କ ପାଠ ପଢା ରେ କୌଣସି ଅସୁବିଧା ନ ହେଉ ସେଥିପାଇଁ ଏବେ ଅନଲାଇନ ମାଧ୍ୟମରେ କ୍ଳାସ ହେଉଛି ଏବଂ ପାଠ ପଢା ଯାଉଛି ।
ତେବେ ଏହି ଅନଲାଇନ କ୍ଳାସ ସମସ୍ତ ଙ୍କ ପାଇଁ ସୁବିଧା ହୋଇ ପାରୁ ନାହିଁ । କାରଣ ସମସ୍ତ ଙ୍କ ପାଖରେ ମୋବାଇଲ ଫୋନ ମଧ୍ୟ ନାହିଁ । ତେବେ ଏତେ ସବୁ ଅସୁବିଧା ମଧ୍ୟରେ ଏବେ ଏକ ଖବର ଟି ସମସ୍ତ ଙ୍କ ନଜରକୁ ଆସିଛି । ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଛୋଟ ପିଲାଟି ନିଜ ଅନଲାଇନ କ୍ଳାସ ରେ ମିଳୁଥିବା ଅଧିକ ହୋମୱର୍କ ପାଇଁ ଅ-ଭି-ଯୋ-ଗ କରିଥିବାର ନଜର ଆସୁଛି । ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପକ ଆଲୋଚନା କରି ନେବା ।
ଏହି ଭାଇରାଲ ଭିଡିଓ ରେ ସେହି କୁନି ଝିଅ ଟି ମୋଦି ଙ୍କୁ କହୁଛି କି । ଆମର କ୍ଳାସ ୧୦ ଟାରୁ ଆରମ୍ଭ ହୋଇ ୨ଟା ପର୍ଯ୍ୟନ୍ତ ଚାଲୁଛି । ଇଂରାଜୀ, ଗଣିତ,କମ୍ପ୍ୟୁଟର,ଇଭିଏସ ଆଦି ବିଷୟ ଲଗାତାର ପଢ଼ା ଯାଉଛି । ଏହା ଛଡା ହୋମୱର୍କ ମଧ୍ୟ ବହୁତ ଅଧିକ ଦିଆ ଯାଉଛି । ଯାହାକୁ କରିବା ପାଇଁ ଅନେକ ସମୟ ମଧ୍ୟ ଲାଗିଥାଏ । ସେହି କୁନି ଝିଅ ଜାମ୍ମୁ କାଶ୍ମୀର ରଏବଂ ବର୍ଷ ମାତ୍ର ୬ ବର୍ଷ ତେବେ ତା ଅନୁସାରେ ୬ ବର୍ଷ ବୟସ ଏତେ କମ ବୟସରୁ ଏତେ ଅଧିକ ପାଠ ର ବୋଝ ଲଦି ଦେଲେ ସେ କେବେବି ଠିକ ଭାବରେ ପଢି ପାରିବ ନାହିଁ ।
ତେଣୁ ସେହି କୁନି ଝିଅ ଟି ମୋଦି ଙ୍କ ପାଖରେ ନିଜର ଅନଲାଇନ କ୍ଳାସ ରେ ଏତେ ସମୟ ପାଠ ପଢା ଏବଂ ଅଧିକ ହୋମୱର୍କ ର ଅ-ଭି-ଯୋ-ଗ କରି । ନିଜର କ୍ଳାସ ର ସମୟ ଏବଂ କମ ହୋମୱର୍କ ଯେତିକି ଗୋଟିଏ ଦିନ ଭିତରେ କରା ଯାଇ ପାରିବ ସେ ବିଷୟରେ ମୋଦି ଙ୍କ ପାଖରେ ଅନୁରୋଧ ମଧ୍ୟ କରିଛି ।
ତେବେ ସେହି ଭିଡିଓ ଟି ଭାଇରାଲ ହୋଇ ଯେବେ ମୋଦି ଙ୍କ ପାଖରେ ପହଂଚି ଥିଲା ସେହି ଭିଡିଓ କୁ ଦେଖି ଏବଂ ସେହି କୁନି ଝିଅ ର ଅ-ଭି-ଯୋ-ଗ ଶୁଣି ଜାମ୍ମୁ କାଶ୍ମୀର ର ଏଲ ଜି ଶିକ୍ଷା ବିଭାଗ କୁ ଏହା ଉପରେ ଉଚିତ ପଦକ୍ଷେପ ନେବାକୁ ଆଦେଶ ଦିଆ ଯାଇଛି ଏବଂ ହୋମୱର୍କ କୁ କମ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।