ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଇଣ୍ଡଷ୍ଟ୍ରିର ଫେମସ ଅଭିନେତା ଅନୁଭବ ମହାନ୍ତିଙ୍କୁ ନିଶ୍ଚୟ ଜାଣିଥିବେ । ଅନୁଭବ ମହାନ୍ତି ହେଉଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଦିଗଜ ଅଭିନେତା ।
ସେ ନିଜ ଅଭିନୟ ଓ ନିଜ ସ୍ଵଭାବ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସୋସିଆଲ ମିଡିଆରେ ଅନୁଭବ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଅନୁଭବ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ଲୋକମାନଙ୍କୁ ଅନୁଭବଙ୍କ ଅଭିନୟ ଓ ଷ୍ଟାଇଲ ବହୁତ ପସନ୍ଦ ଆସେ । ଅନୁଭବ ଏକ ଅଭିନେତା ହେବା ସହ ଏକ ରାଜନୀତିଜ୍ଞ ମଧ୍ୟ ଅଟନ୍ତି ।
ହେଲେ ଏହି କିଛି ସମୟ ପୂର୍ବରୁ ଅନୁଭବଙ୍କ ବାପା ଅଭୟ ମହାନ୍ତିଙ୍କ ଉପରେ ଏକ ସାଂଘାତିକ ଅ-ଭି-ଯୋ-ଗ ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଅ-ଭି-ଯୋ-ଗ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।ବନ୍ଧୁଗଣ କ୍ନେଡ୍ରପଡା ଜିଲ୍ଲାର ସାଂସଦ ଅନୁଭବ ମହାନ୍ତିଙ୍କ ବାପା ହେଉଛନ୍ତି ଅଭୟ ମହାନ୍ତି ।
ଅନୁଭବଙ୍କ ପିତା ଥିଲେ ଏକ ପ୍ରଧାନ ଶିକ୍ଷକ । ସେ କନ୍ଦରପୁର କଲେଜରେ ପାଠ ପଢାଉଥିଲେ । ତାଙ୍କ ଉପରେ ଏକ ସାଂଘାତିକ ଅ-ଭି-ଯୋ-ଗ ଲାଗିଛି । ବନ୍ଧୁଗଣ ସେହି ଅ-ଭି-ଯୋ-ଗଟି ହେଉଛି ଅଭୟ ମହାନ୍ତି ସିନିୟର ଅଧ୍ୟାପକରୁ ରିଡରକୁ ପଦଉନ୍ନତି ପାଇବା ପାଇଁ ଜା-ଲ ସାର୍ଟିଫିକେଟ ଦେଇ ପଦୋ ଉନ୍ନତି କରେଇଥିଲେ । ଅଭୟଙ୍କ ଏହି ଭୁଲ ପାଇଁ ଉଛଶିକ୍ଷା ବିଭାଗ ତାଙ୍କର ପେନସନ ବ୍ୟବଦାକୁ ଖାରଜ କରିଦେଇଛି । ତାଙ୍କର ପେନସନକୁ ବନ୍ଦ କରିଦେଇଛି । ଅଭୟଙ୍କ ପଦଉନ୍ନତି ଜା-ଲି-ଆ-ତି-ରେ ହୋଇଥିବାରୁ ଉଛଶିକ୍ଷା ବିଭାଗକୁ ଏହି କାମ କରିବାକୁ ପଡିଛି ।
୨୦୨୧ ଏପ୍ରିଲ ୭ ତାରିଖ ଦିନ ଅନୁଭବଙ୍କ ବାପାଙ୍କ ନାମରେ ଜା-ଲି ସାର୍ଟିଫିକେଟର ଆ-ରୋ-ପ ଲାଗିଥିଲା ଏବଂ ଏହି ଆ-ରୋ-ପକୁ ଗ୍ରହଣ କରିଥିଲା ହାଇ କୋର୍ଟ । ଏହା ପରେ ଅନୁଭବ ମହାନ୍ତିଙ୍କ ବାପା ହାଇ କୋର୍ଟ ଯାଇ ନିଜ ପେନସନ ପାଇବା ପାଇଁ ଅ-ଭି-ଯୋ-ଗ କରିଥିଲେ । ଏହାପରେ ସମସ୍ତ ଯା-ଞ୍ଚ ଆରମ୍ଭ ହୋଇଥିଲା ।
୧୯୯୭ ମସିହା ଜାନୁୟାରୀ ୨ରେ କନ୍ଦରପୁର କଲେଜରେ ତାଙ୍କୁ ରିଡର ପଦପି ଦିଆଯାଇଥିଲା । ହେଲେ ଜା-ଲି ସା-ର୍ଟି-ଫିକେଟ ଦେଇଥିବାରୁ ଉଛଶିକ୍ଷା ବିଭାଗ ତାଙ୍କ ପଦଉନ୍ନତିକୁ ଖାରଜ କରିବା ସହିତ ତାଙ୍କର ପେନସନ ବ୍ୟବସ୍ଥାକୁ ବନ୍ଦ କରାଯାଇଛି । ଅଭୟ ମହାନ୍ତିଙ୍କ ଏହି କଳା କାର୍ଣ୍ଣମାର ପ-ର-ଦା-ଫା-ସ କରିଛି ଉଛଶିକ୍ଷା ବିଭାଗ । ତା ହେଲେ ବନ୍ଧୁଗଣ ଏହି ମାମଲା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ