ଦେଖନ୍ତୁ କେମିତି ପିଠି ପଛରେ ଏଠି କଣ ସବୁ ଘଟି ଯାଉଛି। ପୁରୁଷ ମାନେ ନିଶ୍ଚୟ ଦେଖନ୍ତୁ ଏହି Video

ଆଜି କାଲିର ଦୁନିଆରେ ଥାନ୍ତି ଏଭଳି କିଛି ଲୋକମାନେ ଯେଉଁ ମାନେ ପ୍ରତେକ କ୍ଷେତ୍ରରେ ଲୋକମାନଙ୍କୁ ଠ-କି ଥାନ୍ତି । ଅନ୍ୟର ବିଶ୍ଵାସର ଫାଇଦା ଉଠାଇ ନିଜକୁ ସେମାନେ ଖୁବ ଚାଲାଖ ବୋଲି ଭାବନ୍ତି ।

ଯେଉଁ ଲୋକର ସବୁ କିଛି ନେଇ ଥାନ୍ତି ସେ ନିସ୍ଵ ହୋଇ ଯାଇ ଥାଏ । ତେବେ ଆପଣ ଜାଣି ରଖନ୍ତୁ କି ଯେଉଁ ମାନେ ବିଶ୍ବାସରେ ବି-ଷ ଦିଅନ୍ତି । ସେମାନେ ଏହା ପାଇଁ ଯୋଗ୍ୟ ନୁହଁନ୍ତି କି ଆପଣ ତାଙ୍କ ଉପରେ ଦୟା କରିବେ । ତେବେ ସେ ବ୍ୟବସାୟ ହେଉକି ପ୍ରକୃତ ଜୀବନ ସେମାନେ ଧୋକା ଦେବାରେ ପଛକୁ ଯାନ୍ତିନି । ତେବେ ଏମାନେ ଏଭଳି ଏକ ପରିସ୍ଥିତି ରୁ ଆସିଥାନ୍ତି ଏମାନଙ୍କୁ ଦେଖିଲେ ଆପଣ ବିଚରା କିମ୍ବା ଅସହାୟ ବୋଲି ଭାବିବେ ।

ମାତ୍ର ସେମାନେ ଆମର ସରଳତା ର ଫାଇଦା ଉଠାଇ ନେଇ ନିଜକୁ ଖୁବ ସାବାଶି ଦିଅନ୍ତି । ଏଭଳି ଲୋକଙ୍କୁ ପ୍ରଶୟ ଦେବା ଆଦୌ ଉଚ୍ଚିତ ନୁହେଁ । ତେବେ ଆମେ ସାଧାରଣ ଭାବେ ପରିବା ପାଇଁ କିମ୍ବା ଅନ୍ୟ କିଛି ଜିନିଷ ପାଇଁ ବଜାରକୁ ଯାଇଥାଉ । ଆମ ମନରେ ସେତେବେଳେ ଧାରଣା ଆସେ କି ଆମେ ଭଲ ଜିନିଷ କିଣି ଘରକୁ ନେବା ପାଇଁ । ମାତ୍ର ଆମେ ଭଲ ଜିନିଷ କିଣିକି ନେବା ପରେ ଏହା ଯଦି ଖରାପ ବାହାରେ ତେବେ ଆମେ ଖୁବ ଦୁଃଖ ଅନୁଭବ କରି ଥାଉ ।

ସେହି ସମୟରେ ଆମ ମନରେ ଆସେକି ଆରେ ଆମେ ନିଜେ ବାଛି ଥିବା ଜିନିଷ କିଭଳି ଭାବେ ଖରାପ ବାହାରିଲା । ଏହାକୁ ବେସୀ ଦିନ ଯାଏ ଆମେ ନ ଟାଣି ଏହାକୁ ଭୁଲି ଯାଇ ଥାଉ । ମାତ୍ର କିଛି ଠକ ବେପାରୀମାନେ ଏଭଳି କରିଥାନ୍ତି ନିଜ ଗ୍ରାହକ ମାନଙ୍କ ସହ । ଜେଭଳି କୋଳି ବାଲା ଗ୍ରାହକ ବାଛି ଥିବା ଭଲ କୋଳିକୁ ତଳେ ରଖୀ ଦେଇ ଆଗରୁ ବଛା ହୋଇଥିବା ଖରାପ କୋଳିକୁ ତାକୁ ଦେଇ ଦେଲା ଭଳି ଘଟଣା ।

କେବଳ ସେତିକି ନୁହେଁ । ସରକାରଙ୍କ ପାଖରୁ ଆସିଥିବା ରାସନ ଦେବା ସମୟରେ ମଧ୍ୟ ଏହା ତଳେ କିଛି ବଟକରା ରଖୀ ଗରିବ ଲୋକଙ୍କ ପେଟରେ ଗୋ-ଇ-ଠା ମା-ରୁ-ଛ-ନ୍ତି । ତେବେ ଏମାନେ ଏହି ଛୋଟ ଛୋଟ ଫାଇଦାରୁ ଅନେକ ବଡ ଫାଇଦା କରୁଛନ୍ତି । ତେବେ ଏହି ଭଳି ଏକ ବ୍ୟାପାରିକୁ ଜଣେ ଗ୍ରାହକ ଧରି ଏହାକୁ ଗା-ଳି ମଧ୍ୟ କରିଥିଲେ

। ଗ୍ରାହକ ଜଣକ ଭଲ ଭଲ ସେଉ ବାଛି ନିଜ ଘର ପାଇଁ ନେବାକୁ ଏକ ସେଉ ଦୋକାନ ପାଖକୁ ଯାଇ କିଛି ଓଜନ କରିବା ପାଇଁ ଦେଲେ । ମାତ୍ର ଦୋକାନୀ ଗ୍ରାହକ ଦେଇଥିବା ସେଉ କୁ ରଖି ଦେଇ ଅନ୍ୟ ଏକ ସେଉ ଜରିକୁ ଓଜନ କରୁଥିଲା । ଏହି ସମୟରେ ଜଣେ ଏହାର ଭିଡିଓ କରିଥିଲା ଯାହା ପାଇଁ ତାକୁ ଗ୍ରାହକ ଜଣକ ଗା-ଳି କରିଥିଲେ ।

ଆପଣ ମାନେ ମଧ୍ୟ ନିଜ କୁ ସୁରକ୍ଷିତ ରଖିବା ପାଇଁ ଦେଖି ଚାହିଁ ଦୋକାନୀ ପାଖକୁ ଯାଆନ୍ତୁ । ଆଜି କାଲି କିଛି ଦୋକାନୀ ମାନଙ୍କୁ ଛାଡିଦେଲେ ବାକି ସବୁ ଦୋକାନୀ ମାନେ ଖୁବ ଠ-କ ହୋଇ ଗଲେଣି । ସଚେତନ ରୁହନ୍ତୁ ଓ ସୁରକ୍ଷିତ ବି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *