କରୋନା ଭାଇରାସର ଜନ୍ମ କେଉଁ ସ୍ଥାନରୁ ହୋଇଛି ଏହି ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଅଛି ଓ ଏବେ ଏହାକୁ ନେଇ ଚର୍ଚା ବି ଜୋର ଧରିଛି । ଯେମିତି କି ଆପଣ ସମସ୍ତ ଜାଣିଛନ୍ତି କି ଚୀନର ୱୁହାନ ସହରରୁ କରୋନା ଆରମ୍ଭ ହୋଇଥିଲା ।
ଏମିତ୍ଯିରେ କରୋନାର ଉତ୍ତପତି ଚୀନରୁ ହୋଇଛି ବୋଲି ଆଶଙ୍କା କରାଯାଉଛି । କୁହାଯାଉଛି କି କରୋନା ଭାଇରସ ଉତ୍ତପତି ପଛରେ ଚୀନର ହିଁ ହାତ ଅଛି । ଏଥିପାଇଁ କରୋନାର ଉତ୍ତପତି କେଉଁ ସ୍ଥାନରୁ ହୋଇଛି ବୋଲି କ୍ରମାଗତ ରୂପରେ ଚୀନରେ ଚାପ ବଢିବାରେ ଲାଗିଛି । ବର୍ତ୍ତମାନ କେତେକ ଆମେରିକାର ରୋଗ ବିଶେଷଜ୍ଞ କହୁଛନ୍ତି କି ଭବିଷ୍ୟତରେ କରୋନା ଭଳି ମହାମାରୀକୁ ଏଡାଇବା ପାଇଁ ବର୍ତ୍ତମାନ ଠାରୁ ହିଁ ଆମକୁ କିଛି କଡା ପଦକ୍ଷେପ ଗ୍ରହଣ କରିବାକୁ ପଡିବ ଓ ଜାଣିବାକୁ ପଡିବ କି କରୋନାର ଉତ୍ତପତି ବିଷୟରେ ।

ଏଥିପାଇଁ ଚୀନ ସରକାରଙ୍କ ସହଯୋଗ ଦରକାର । ଯଦି ଏହିଭଳି ନ ନୁହେଁ ତେବେ ବିଶ୍ଵକୁ କୋବିଡ ୨୬ ଓ କୋବିଡ ୩୨ ଭଲି ମହାମାରୀର ସାମ୍ନା କରିବାକୁ ପଡିବ । କରୋନାର ଭୂତାଣୁର ଉତ୍ତପତି ସ୍ଥାନକୁ ନେଇ ଯାଞ୍ଚ ଆରମ୍ଭ ହେବା ପରେ ଚୀନ ବର୍ତ୍ତମାନ ଚିନ୍ତାରେ ପଡି ଯାଇଛି । ଏହି ଭୂତାଣୁ ଚୀନରୁ ହିଁ ବ୍ୟାପିଛି ଏଥିରେ କୌଣସି ବି ସନ୍ଦେହ ନାହିଁ । କିନ୍ତୁ କରୋନା ଭୂତାଣୁକୁ ଲ୍ୟାବରେ ତିଆରି କରାଯାଇଛି କି ନାହିଁ ଏହା ବିଷୟରେ ବିଶେଷ କିଛି ତଥ୍ୟ ହସ୍ତାଗତ ହୋଇ ନାହିଁ । ଏମିତିରେ ସମସ୍ତେ ଦେଶ ଯେତେ ଅଧିକ ଚାପ ଦେଉଛନ୍ତି ସେତିକି ଅଧିକ ଚୀନର ଚାପ ବଢି ଚାଲିଛି ।

ଟ୍ରମ୍ଫ ସରକାର ସମୟରେ ଖାଦ୍ୟ ଓ ଔଷଧ ନିଗମ କମିଶନର ଥିବା ତଥା ବର୍ତ୍ତମାନ ଫାଇଜର କମ୍ପାନୀର ବୋର୍ଡର ସଦସ୍ୟ ସ୍କଟ ଗଟଲିବ କହିଛନ୍ତି କି ଚୀନର ୱୁହାନ ଲ୍ୟାବରୁ କାରୋନା ଭୂତାଣୁ ବ୍ୟାପିଛି ବୋଲି ବର୍ତ୍ତମାନ ବହୁତ ତଥ୍ୟ ସାମ୍ନାକୁ ଆସୁଛି । ସେ ଆଗକୁ କହିଲେ କି ଚୀନ ବର୍ତ୍ତମାନ ସମୟରେ ଏହିଭଳି କିଛି ପ୍ରମାଣ ଦେଇ ନାହିଁ ଯେଉଁଥିରେ ଚୀନ ଲ୍ୟାବରୁ କାରୋନା ଭୂତାଣୁ ବାହାରି ନାହିଁ ବୋଲି କହିହେବ । ଅନ୍ୟ ପଟେ ଏହା ବି ପ୍ରାମାଣିତ ହୋଇ ନାହିଁ କି ଏହି ଭୂତାଣୁ ପଶୁ ମାନଙ୍କ ଠାରୁ ମଣିଷଙ୍କୁ ବ୍ୟାପିଛି ।

ପ୍ରାୟତଃ ୧.୫ ବର୍ଷ ପୂର୍ବେ ଚାଇନାର ବୁହାନ ସହରର ମାଛ ବଜାରରୁ ଏହି ଭାଇରସ ଆରମ୍ଭ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଜଣା ପଡି ନାହିଁ କି ଏହି ଭୂତାଣୁ କେଉଁ ସ୍ଥାନରୁ ଆସିଛି । ଟ୍ରମ୍ଫ ପ୍ରଶାସନ ସମୟରେ ୱୁହାନ ଲ୍ୟାବରୁ ହିଁ ଏହି ଭାଇରାସ ବ୍ୟାପିଛି । ବର୍ତ୍ତମାନ ବାଇଡେନ ପ୍ରଶାସନ ବି ଏହି ଦାବି ଉପରେ ଜୋର ଦେବାର ନଜର ଆସୁଛି । କିନ୍ତୁ ଚୀନ ଅଧିକାରୀ ଲ୍ୟାବରୁ ଭାଇରସ ବ୍ୟାପୀ ଥିବାର ଦାବିକୁ ସବୁବେଳେ ଖାରଜ କରୁଛନ୍ତି ।

ଚଳିତ ବର୍ଷ ମାର୍ଚ୍ଚରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ନିଜ ରିପୋର୍ଟରେ କହିଛନ୍ତି କି ଚୀନ ଲ୍ୟାବରୁ ଏହି ଭାଇରାସ ବ୍ୟାପିବାର କୌଣସି ବି ସମ୍ଭାବନା ନାହିଁ । ଅନ୍ୟ ପଟେ who ବି କହିଛି କି ମହାମାରୀ ଉତ୍ତପତି ସମ୍ପର୍କରେ ଅଧିକ ଅନୁସନ୍ଧାନ ଦରକାରେ । ଯାହା ଦ୍ଵାରା ଭବିଷ୍ୟତରେ ଆମେ ଏହିଭଳି ମହାମାରୀରୁ ବଞ୍ଚି ପାରିବା । ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

