କାରୋନା କାଳରେ ଏହି ସ୍ଥାନରେ ମାସ୍କ ପିନ୍ଧିଲେ ଦେବାକୁ ପଡେ ଭାରି ଜୋରିମାନା, କାରଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ !

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର ସ୍ଥିତି ବହୁତ ଜଟିଳ ହୋଇଛି । ଅନେକ ଦେଶରେ ଏହାର ଖାସ ପ୍ରଭାବ ଦେଖିବାକୁ ମିଳିଛି । ପ୍ରଥମେ ଏହି ଭାଇରସର ଉତ୍ପତି ଚୀନ ଦେଶରୁ ହୋଇଥିଲା ।

ଏହାପରେ ଅନେକ ଦେଶରେ ଏହି ଭାଇରସ ସଂକ୍ରମିତ ହୋଇଥିଲା । ଗତବର୍ଷ ଏହି ଭାଇରସର ପ୍ରଥମ ଲହର ଅନେକ ଦେଶକୁ ପ୍ରଭାବିତ କରିଥିଲା ଓ ଏହି ବର୍ଷ କରୋନା ଭାଇରସର ଦ୍ଵିତୀୟ ଲହର ଆସିଛି । ଦ୍ଵିତୀୟ ଲହର ବହୁତ ଶକ୍ତିଶାଳୀ ହେବା ସହ ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି ।

ବନ୍ଧୁଗଣ କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ମାନିବା ଆଦି ଅନେକ ଗାଇଡଲାଇନ ଜାରି ହୋଇଛି । ହେଲେ ଏପରି ଏକ ସ୍ଥାନ ଅଛି ଯେଉଁଠି ମାସ ପିନ୍ଧିଲେ ଦେବାକୁ ପଡିବ ଫାଇନ । ଆପଣ ମାନେ ଏହା ଯାନୀ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ ହେଲେ ଏହା ସତ ।

ବନ୍ଧୁଗଣ ଅନେକ ଦେଶରେ କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଡବଲ ମାସ୍କ ପିନ୍ଧିବା ପାଇଁ ନିର୍ଦେଶ ଦିଆଯାଇଛି ଓ ଯେଉଁ ମାନେ ମାସ୍କ ପିନ୍ଧିବେ ନାହିଁ ସେମାନଙ୍କୁ ଫାଇନ ଦେବାକୁ ପଡୁଛି । ହେଲେ ଏପରି ଏକ ସ୍ଥାନ ଅଛି ଯେଉଁଠି ମାସ୍କ ପିନ୍ଧିଲେ ଫାଇନ ଦେବାକୁ ପଡିବ ବୋଲି କୁହାଯାଇଛି । ଆଜିଆମେ ଆପଣ ମାନନଙ୍କୁ ସେହି ସ୍ଥାନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଆମେରିକାର ଏକ କାଫେରେ ଏହି ନିୟମ ଲାଗୁଛି । ଏହି କାଫେରେ ଯେଉଁ ବ୍ୟକ୍ତି ମାସ୍କ ପିନ୍ଧିବେ ତାଙ୍କୁ ୫ ଡଲାର ଜୋ-ରି-ମା-ନା ଦେବାକୁ ପଡିବ ବୋଲି କାଫେ ମାଲିକ ନିୟମ କରିଛନ୍ତି । ମାସ୍କ ପିନ୍ଧିବା ଦ୍ଵାରା ଜୋ-ରି-ମା-ନା ଦେବା ନିୟମର କାରଣ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

କାଫେ ମାଲିକଙ୍କ କହିବା ଅନୁସାରେ, କରୋନା ମହାମାରୀ ପାଇଁ ଆମେରିକାରେ ବହୁତ ମାସ ଧରି ଲକଡାଉନ କରଯାଇଥିଲା । ଲକଡାଉନ କରିବା ଦ୍ଵାରା ଅନେକ ଲୋକଙ୍କ ଉପରେ ଆର୍ଥିକ ସଙ୍କଟ ଆସିଯାଇଥିଲା । କାଫେ ମାଲିକ ଲକଡାଉନ କାରଣରୁ ହୋଇଥିବା ନିଜ କ୍ଷତିର ପୂରଣ କରିବା ପାଇଁ ଏହି ନିୟମ ଲାଗୁ କରିଛନ୍ତି ।

ହେଲେ ଏହା ପଛରେ ତାଙ୍କର କିଛି ମନ୍ଦ ଉଦେଶ୍ୟ ନାହିଁ କାରଣ ଯେଉଁ ଟଙ୍କା ସେ ଜୋ-ରି-ମା-ନା ବାବଦରେ ଆଦାୟ କରନ୍ତି ସେହି ଟଙ୍କାକୁ ସେହି ଚାରିଟିରେ ଦିଅନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଳିଏକ କରିବେ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *