କରନ୍ତୁ ଏହି ଘରୋଇ ଉପାୟ, ଛାତିରୁ ସବୁ କଫ ଏକା ଥରେ ବାହାରିଯିବ- Health Tips

ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକଙ୍କ ଛାତିରେ କଫ ଜମା ହୋଇ ରହୁଛି । କଫ ବାହାର କରିବା ପାଇଁ ଲୋକ ମାନେ ଅନେକ ପ୍ରକାରର ମେଡ଼ିସିନ ଖାଉଛନ୍ତି ହେଲେ ସେମାନଙ୍କର କୌଣସି ପରିବର୍ତ୍ତନ ହେଉ ନାହିଁ ।

ବନ୍ଧୁଗଣ ସମସ୍ତ ମଣିଷଙ୍କ ଶରୀରରେ ତିନୋଟି ଦୋଷ ରହିଥାଏ । ତାହା ହେଉଛି ବାତ, କଫ ଏବଂ ପିତ । ସାଧାରଣତଃ ଅଧିକାଂଶ ଲୋକଙ୍କ ଛାତିରେ କଫ ଜମା ହୋଇ ରହିଯାଇଥାଏ । ଯେତେବେଳେ ଶରୀରରେ ଫସଫରସର ସ୍ତର କମିଯାଇଥାଏ ସେତେବେଳେ ଛାତିରେ କଫ ଜମା ହୋଇ ରହିଥାଏ । ତେଣୁ ବନ୍ଧୁଗଣ ଶରୀରରେ ଫସଫରସର ସ୍ତର କମିବା ହେତୁ ଅନ୍ୟ କେତେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ ।

ତା ହେଲେ ଯଦି ଆପଣ ମାନଙ୍କ ଛାତିରେ କଫ ଜମା ହୋଇ ରହୁଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଉପଚାର ବିଷୟରେ କହିବୁ ଯାହାକୁ କରି ଆପଣ ମାନେ ନିଜର ଏହି ସମସ୍ୟାକୁ ସଂପୂର୍ଣ୍ଣ ଭାବରେ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଗୁଡରେ ପ୍ରଚୁର ମାତ୍ରାରେ ଫସଫରସ ରହିଥାଏ । ବଜାରରେ ଦୁଇ ପ୍ରକାରର ଗୁଡ ମିଳିଥାଏ । ଗୋଟେ ହେଉଛି ଗୋଟା ଗୁଡ ଓ ଅନ୍ୟଟି ହେଉଛି ତରଳ ଗୁଡ । ତେଣୁ ଆପଣ ମାନେ ଅଧିକ ଗୋଟା ଗୁଡର ସେବନ କରନ୍ତୁ । ଦିନକୁ ଦୁଇ ଥର ଆପଣ କିଛି ଗୁଡର ସେବନ କରନ୍ତୁ ଦେଖିବେ ଆପଣଙ୍କ ଶରୀରରେ ଫସଫରସର ସ୍ତର ବଢିଯିବ ଓ ଅପନନ କଫ ଜନିତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ।

୨. ଦ୍ଵିତୀୟ ଉପଚାର ପାଇଁ ଆପଣ ମାନେ ଏକ ପାନ ପତ୍ର ନିଅନ୍ତୁ । ଏହାପରେ ଆପଣ ସେଥିରେ କିଛି ମାତ୍ରାରେ ସୁଣ୍ଠି, ଅଳେଇଚ ଓ ଲବଙ୍ଗ ମିଶାଇବେ । ଆପଣ ମାନେ ଏହି ପାନର ସେବନ କରନ୍ତୁ ଓ ଚେଷ୍ଟା କରନ୍ତୁ ଏହି ପାନକୁ ୧୦ ମିନିଟ ପର୍ଯ୍ୟନ୍ତ ଚୋବାଇ ଚୋବାଇ ଖାଇବା ପାଇଁ । ଏହା ଆପଣଙ୍କ କଫ ଜନିତ ସମସ୍ୟାକୁ ସଂପୂର୍ଣ୍ଣ ଦୂର କରିଦେବ ।

୩. ତୃତୀୟ ଉପାୟରେ ଆପଣ କିଛି ଡାଲଚିନି ଗୁଣ୍ଡ ଓ ଅଳ୍ପ ମହୁ ନିଅନ୍ତୁ । ଏହି ଦୁଇଟି ସାମଗ୍ରୀକୁ ଭଲ ଭାବରେ ମିଶାଇ ଛୋଟ ଛୋଟ ଗୁଳା କରିଦିଅନ୍ତୁ । ଆପଣ ଏହାକୁ ଚକିଲେଟ ଖାଇବା ପରେ ଖାଇ ଦିଅନ୍ତୁ ଓ ଖାଇବା ପରେ ଏକ ଗ୍ଳାସ ଉଷୁମ ପାଣିର ସେବନ କରନ୍ତୁ ।

୪. ଶେଷ ଉପାୟ ପାଇଁ ଆପଣ ଦିନକୁ ପାଞ୍ଚ ଥର ଛୋଟ କପରେ ଉଷୁମ ପାଣି ପିଇବେ । ସଖାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଆପଣ ପାଞ୍ଚ କପ ଉଷୁମ ପାଣିର ସେବନ କରନ୍ତୁ । ଏହା ସହିତ ଆପଣ ଦିନକୁ ତିନି ଥର ଗାଗଲିଙ୍ଗ କରନ୍ତୁ । ଏହି ସବୁ ଉପଚାରକୁ କରି ଦେଖନ୍ତୁ ଆପଣଙ୍କ କଫ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *