ଘଟିଲା ଅଜବ ଘଟଣା ! ଶିବ ମନ୍ଦିର ଆଗରେ ବସି ରହିଥିଲା ଶବ, ପୁରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘ-ଟ-ଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଅଧିକ ଭା-ଇ-ରା-ଲ ହେଉଛି ।

ଏହି କ-ରୋ-ନା ମ-ହା-ମା-ରୀ କାଳରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଘ-ଟ-ଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ଘ-ଟ-ଣାଟି ହେଉଛି ଏକ ଶିବ ମନ୍ଦିର ପରିସରରେ ଉଦ୍ଧାର ହୋଇଛି ଏକ ମୃ-ତ ବ୍ୟକ୍ତି ।

ସୋସିଆଲ ମିଡିଆରେ ଏହି ଘ-ଟ-ଣାଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଓ ଏହି ଘ-ଟ-ଣା ଉପରେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ଘ-ଟ-ଣାଟି ହେଉଛି ମୟୂରଭଞ୍ଜ ଜିଲ୍ଲାର ମୋରୋଡା ବ୍ଲକ ଅନ୍ତର୍ଗତ କିଶାନ ତାଣ୍ଡି ହସ୍ପିଟାଲର ୨୦୦ ମିଟର ଦୂରରେ ଥିବା ଏକ ଶିବ ମନ୍ଦିର ପାଖର । ଏହି ଶିବ ମନ୍ଦିର ପାଖରେ ଏକ ବ୍ୟକ୍ତିଙ୍କ ମୃ-ତ ଦେ-ହ ବସିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତେବେ କେଉଁ ଅବସ୍ଥାରେ ବ୍ୟକ୍ତି ଜଣକ ସେହି ସ୍ଥାନକୁ ଆସିଲେ ସେନେଇ ପ୍ରଶ୍ନ ଉଠିଛି ।

ସେହି ମୃ-ତ ବ୍ୟକ୍ତି ଜଣକ ଭାଲାନିଆ ପଞ୍ଚାୟତର ନୀଚପ୍ରଦା ଗ୍ରାମର ବାସିନ୍ଧା ବୋଲି ଜଣା ପଡିଛି । ମୃତ ବ୍ୟକ୍ତି ଜଣକଙ୍କର ନାମ ହେଉଛି ସନ୍ତୋଷ ମହାନ୍ତ । ମନ୍ଦିର ସଫା କରିବାକୁ ଆସିଥିବା ଜଣେ ବ୍ୟକ୍ତି ସେହି ମୃ-ତ ବ୍ୟକ୍ତିଙ୍କୁ ଦେଖି ମନ୍ଦିର କମିଟିକୁ ଜଣାଇଥିଲେ । ଏହି ଘ-ଟ-ଣାର ସୂଚନା ପୋ-ଲି-ସ-କୁ ଦିଆଯାଇଥିଲା ଯାହା ଫଳରେ ପୋ-ଲି-ସ କର୍ମଚାରୀ ମାନେ ଘ-ଟ-ଣା ସ୍ଥଳରେ ପହଞ୍ଚି ଥିଲେ ।

ତେବେ ଏହି ଘ-ଟ-ଣାକୁ ନେଇ କୌଣସି ଥା-ନା ବା ଫା-ଣ୍ଡି-ରେ ମା-ମ-ଲା ରୁ-ଜୁ ହୋଇନାହିଁ ବୋଲି ଜଣା ପଡିଛି । ଅନ୍ୟ ପକ୍ଷରେ ଏହି ଘ-ଟ-ଣାକୁ ନେଇ ମୃ-ତ-କ-ଙ୍କ ବାପା କହିଥିଲେ ଯେ, ତାଙ୍କ ପୁଅ ବହୁତ ଦିନ ହେବ ଅସୁସ୍ଥ ଥିଲେ । ଘରୁ ଚାରି ଦିନ ପୂର୍ବରୁ ହସ୍ପିଟାଲ ଯାଉଛି ବୋଲି କହି ଚାଲି ଆସିଥିଲେ । ପରେ ଏହି ପରି ଘ-ଟ-ଣା ଘଟିଥିବାର ଜଣା ପଡିଥିଲା ।

ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଘ-ଟ-ଣାଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଘ-ଟ-ଣାକୁ ନେଇ ଲୋକ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *