ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭାରତ ରେ ଲୋକମାନେ ଧର୍ମ କୁ ବହୁତ ବିଶ୍ୱାସ କରିଥାନ୍ତି । ଯେଉଁ କାରଣରୁ ଧର୍ମ ନାଆ ରେ ଅନେକ ଲୋକ ଙ୍କ ଠ-କା-ମୀ ର ଶି-କା-ର ହୋଇଥାନ୍ତି ।
କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ନିଜକୁ ବାବା ଆଖ୍ୟା ଦେଇ ଲୋକ ମାନଙ୍କ ଇଜ୍ଜତ ଓ ପଇସା ସହିତ ଖେଳିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଭଣ୍ଡ ବାବା ଙ୍କ କାରନାମା ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ ଯାହା ଜାଣିଲେ ହୁଏତ ଆପଣଙ୍କ ରକ୍ତ ଗରମ ହୋଇଯିବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ ଅନେକ ଲୋକ ବିଭିନ୍ନ ଉପାୟ ରେ ଲୋକ ମାନଙ୍କ ରୋଗ କୁ ଠିକ କରିଥାନ୍ତି । କିନ୍ତୁ ଜଣେ ଏଭଳି ବାବା ଅଛି ଯିଏ ଏକ ଭିନ୍ନ ଉପାୟ ରେ ଲୋକ ମାନଙ୍କ ରୋଗ କୁ ଠିକ କରିଥାଏ । ଏହି ବାବା ଝିଅ ଓ ମହିଳା ମାନଙ୍କ ରୋଗ କୁ କି-ସ୍ କରି ଠିକ କରିଥାଏ ।
ଯେଉଁ କାରଣରୁ ସେ ଚୁ-ମ୍ବ-ନ ବାବା ନାମ ରେ ପ୍ରସିଦ୍ଧ ହୋଇଗଲା । ରାମ ପ୍ରକାଶ ଚୌହାନ ନାମକ ଏହି ବ୍ୟକ୍ତି ନିଜକୁ ବିଷ୍ଣୁ ଭଗବାନ ଙ୍କ ଅବତାର ବୋଲି କହୁଥିଲା । ଏଥିପାଇଁ ତା’ ମାଆ ମଧ୍ୟ ତାକୁ ସାଥ ଦେଉଥିଲା । କିନ୍ତୁ ପରେ ୨୨ ଅଗଷ୍ଟ ୨୦୧୯ ରେ ପୋ-ଲି-ସ ଏହି ଭଣ୍ଡ ବାବା ଓ ତା’ର ମାଆ କୁ ଆ-ରେ-ଷ୍ଟ କରିଥିଲା । ଏମାନଙ୍କୁ ନିଜର କର୍ମ ର ଶାସ୍ତି ଅବଶ୍ୟ ମିଳିବ ।
୨. ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ ଅନେକ ଲୋକ ଭୁତ ଓ ପ୍ରେତ ର ଶି-କା-ର ହୋଇଥାନ୍ତି ଏବଂ ନିଜକୁ କାବୁ ରେ ରଖି ପାରନ୍ତି ନାହିଁ । ଭୁତ ପ୍ରେତ କବଳ ରୁ ରକ୍ଷା ପାଇବା ନିମନ୍ତେ ଲୋକ ମାନେ ବାବା ଙ୍କ ପାଖକୁ ଯାଆନ୍ତି ଏବଂ ଏହି କଥା ର ସେମାନେ ଫାଇଦା ଉଠାଇ ଥାଆନ୍ତି । ସେହିପରି ଏକ ଘଟଣା ଘଟିଥିଲା ଯେବେ ଗୋଟିଏ ଝିଅ ଭୁତ ର ଶି-କା-ର ହୋଇଥିଲା ଏବଂ ଏଥିରୁ ରକ୍ଷା ପାଇବା ପାଇଁ ବାବା ପାଖକୁ ଯାଇଥିଲା । କିନ୍ତୁ ସେହି ଭଣ୍ଡ ବାବା ଏହି ବାହାନା ରେ ଝିଅ ର ଇ-ଜ୍ଜ-ତ ସହିତ ଖେଳୁଥିଲା । ଯାହାକୁ ଦେଖିଲେ ଆପଣଙ୍କ ରକ୍ତ ନିଶ୍ଚିତ ଭାବରେ ଗରମ ହୋଇଯିବ ।
୩. ବନ୍ଧୁଗଣ ଗୋଟିଏ ଭଣ୍ଡ ବାବା ଲୋକ ମାନଙ୍କ ଠାରୁ ପଇସା ହାତେଇବା ନିମନ୍ତେ ଏକ ଚାଲ ଚଲାଇ ଥିଲା । ସେ ନିଜ ଘର ଛାତ ଉପରେ ନାଚିଥାଏ ଏବଂ ସେ ନାଚିବା ମାତ୍ରେ ଉପରୁ ଟଙ୍କା ବର୍ଷା ହୋଇଥାଏ । ଯାହା ଦେଖି ଲୋକମାନେ ଭାବନ୍ତି ଯେ ଏହା ସେହି ବାବା ର ଚମତ୍କାର । ଯେଉଁ କାରଣରୁ ଲୋକମାନେ ପାଣି ଭଳି ପଇସା ସେହି ବାବା ଉପରେ ଉଡାଇ ଥାଆନ୍ତି । କିନ୍ତୁ ଅସଲ କଥା ଏହା ଯେ ଉପରୁ ହେଉଥିବା ଟଙ୍କା ବର୍ଷା ସେହି ଭ-ଣ୍ଡ ବାବା ର ଚେଲା ମାନଙ୍କ କାମ । ଏହା କୌଣସି ଚମତ୍କାର ନୁହେଁ । ପୋ-ଲି-ସ ସେହି ଭ-ଣ୍ଡ ବାବା କୁ ଗି-ର-ଫ କରିଛି ଏବଂ ବର୍ତ୍ତମାନ ସେହି ଭଣ୍ଡ ବାବା ଜେ-ଲ ଭିତରେ ଅଛି ।
୪. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନିତ୍ୟାନନ୍ଦ ସ୍ୱାମୀ ବିଷୟ ରେ । ଯିଏ କୋଟିକୋଟି ଟଙ୍କା ର ମାଲିକ । କିନ୍ତୁ ଏହି ବାବା ଉପରେ ରେ-ପ, କ-ଳା-ଧ-ନ ବେପାର ଆଦି ର ଅନେକ ଅ-ଭି-ଯୋ-ଗ ଆସିଥିଲା । କିନ୍ତୁ କୋ-ର୍ଟ ରେ ମୋ-କ-ଦ୍ଦ-ମା ହେବା ପୂର୍ବରୁ ଏହି ଭ-ଣ୍ଡ ବାବା ଆମେରିକା ପଳାଇ ଥିଲା ଓ ବର୍ତ୍ତମାନ ସେ ସେଠାରେ ନିଜର ଆଇଲ୍ୟାଣ୍ଡ କରି ନିଜକୁ ଭଗବାନ ଶିବ ଙ୍କ ଅବତାର ବୋଲି କହୁଛି । ସେହି ଆଇଲ୍ୟାଣ୍ଡ କୁ ଯିବା ପାଇଁ ପାସପୋର୍ଟ ଓ ଭିଜା ର ମଧ୍ୟ ଆବଶ୍ୟକ ରହିଛି । ସେହି ଭ-ଣ୍ଡ ବାବା ଆଇଲ୍ୟାଣ୍ଡ କୁ ନିଜର ଦେଶ ବୋଲି କହୁଛି ।
ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଆପଣ ମାନେ ଏଭଳି ଭଣ୍ଡ ବାବା ଙ୍କ ଠାରୁ ଦୂର ରେ ରୁହନ୍ତୁ ଓ ସେମାନଙ୍କ ଠକାମୀ ର ଶି-କା-ର ଆଦୋୖ ହୁଅନ୍ତୁ ନାହିଁ । ସତର୍କ ଓ ସାବଧାନ ରୁହନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ